For faster navigation, this Iframe is preloading the Wikiwand page for ହରପ୍ରସାଦ ଦାସ.

ହରପ୍ରସାଦ ଦାସ

ହରପ୍ରସାଦ ଦାସ
ଜୟଦେବ ଭବନଠାରେ ଓଡ଼ିଆ ଉଇକିପାଠାଗାର ସଭା ୨୦୧୪ରେ ହରପ୍ରସାଦ ଦାସ
ଜୟଦେବ ଭବନଠାରେ ଓଡ଼ିଆ ଉଇକିପାଠାଗାର ସଭା ୨୦୧୪ରେ ହରପ୍ରସାଦ ଦାସ
ଜନ୍ମ ଓ ଜନ୍ମସ୍ଥାନ (1946-01-15) ୧୫ ଜାନୁଆରୀ ୧୯୪୬ (ବୟସ ୭୮)
ବାଣପୁର
ବୃତ୍ତିଭାରତୀୟ ପ୍ରଶାସନିକ ସେବା ଅଧିକାରୀ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିଗର୍ଭଗୃହ, ହାର୍ମୋନିଅମ୍‌ରେ ତୋଡ଼ି
ପୁରସ୍କାରମୂର୍ତ୍ତିଦେବୀ ପୁରସ୍କାର,
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ହରପ୍ରସାଦ ଦାସ (ଜନ୍ମ ୧୫ ଜାନୁଆରୀ ୧୯୪୬)[] ଜଣେ ଓଡ଼ିଆ ସାହିତ୍ୟିକ ଓ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ।[] ସେ ୧୩ଟି କବିତା ଗ୍ରନ୍ଥ,ଚାରୋଟି ଗଦ୍ୟ, ତିନୋଟି ଅନୁବାଦ ଓ ଗୋଟିଏ କଳ୍ପ ଗଳ୍ପ ରଚନା କରିଛନ୍ତି ।[]

ବୃତ୍ତିଗତ ଜୀବନ

[ସମ୍ପାଦନା]

ହରପ୍ରସାଦ ଦାସ ୧୯୬୮ ମସିହାରେ ଜଣେ "ଭାରତୀୟ ପ୍ରଶାସନିକ ସେବା" ଅଧିକାରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ଓଡ଼ିଶା, ପଶ୍ଚିମ ବଙ୍ଗ, ବିହାର, ମଧ୍ୟ ପ୍ରଦେଶ, ଜମ୍ମୁ ଓ କଶ୍ମୀରଦିଲ୍ଲୀରେ କାର୍ଯ୍ୟକରି ସେ ଅବସର ଗ୍ରହଣ କରିସାରିଛନ୍ତି । କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟରେ ସେ ସର୍ବାଧିକ ସମୟ କାମ କରିଥିଲେ । ସେ ଓଡ଼ିଶାର ଆକାଉଣ୍ଟ ଜେନେରାଲ ଓ ବିହାରର ପ୍ରମୁଖ ଆକାଉଣ୍ଟ ଜେନେରାଲ ଭାବରେ ତଥା ଜାତିସଂଘର ପରାମର୍ଶଦାତା ଓ ବିଶେଷଜ୍ଞ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ରଚନାବଳୀ

[ସମ୍ପାଦନା]

ରବୀନ୍ଦ୍ରନାଥଙ୍କ ଠାକୁରଙ୍କ ଗୀତାଞ୍ଜଳି ଓ ଉମର ଖୟାମଙ୍କ ରୁବାୟତର ଓଡ଼ିଆ ଅନୁବାଦ କରିବା ସହ ଶ୍ରୀମଦ ଭାଗବତ ଗୀତାକୁ ସେ ଓଡ଼ିଆ ନବାକ୍ଷରୀ ଛନ୍ଦରେ ରଚନା କରିଛନ୍ତି ।

  • ହାର୍ମୋନିଅମ୍‌ରେ ତୋଡ଼ି
  • ଗର୍ଭଗୃହ[]
  • ମନ୍ତ୍ରପାଠ
  • ଦୂରତ୍ୱର ଭ୍ରମ
  • ବଂଶ []
  • ଲୁବ୍ଧକର ତିନି ପ୍ରହର
  • ଖୁଣୀ ଅପ୍ସରା
  • ନାସ୍ତିକର ଭକ୍ତିକବିତା
  • ନିର୍ବାଚିତ କବିତା
  • ଦେଶ
  • ପର୍ବ
  • ନର୍କରେ ଗୋଟିଏ ଋତୁ
  • ସ୍ଥଳପୁରାଣ
  • ଅପାର୍ଥିବ ପ୍ରେମକବିତା
  • ଓମର୍‌ଖୟାମ ରୁବାୟତ
  • ସାଇଚିନ୍ତାମଣି
  • ଆଧୁନିକତାର ପରମ୍ପରା
  • ଆଧୁନିକତାର ସମକାଳ
  • ସଭ୍ୟତା ଓ ସାହିତ୍ୟ
  • ଓଡ଼ିଆ ଜାତିର ଜୀବନକଥା[]
  • ଅର୍ଥ ସେ ଦ୍ରୋହ (ହିନ୍ଦୀ)
  • ପ୍ରାର୍ଥନା କେଲେୟେ ଜରୁରୀ ଶବ୍ଦ (ହିନ୍ଦୀ)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 274–. ISBN 978-81-260-0873-5.
  2. orissa.gov.in: POETRY
  3. "Vice President Presents 26th Moorti Devi Award to Shri Haraprasad Das". ପ୍ରେସ ଇନ୍‌ଫର୍ମେସନ ବ୍ୟୁରୋ. Retrieved 9 March 2022.
  4. Haraprasāda Dāsa (1 January 2003). The Dark Sanctum. Sahitya Akademi. pp. 3–. ISBN 978-81-260-1696-9.
  5. "Haraprasad Das Honoured With Moorti Devi Award". Sambad English. Retrieved 9 March 2022. He was selected for the prestigious award for his book, Vamsha, a recreation of Mahabharata in a brilliant poetic form.
  6. "ଆର୍କାଇଭ୍ କପି". Archived from the original on 2016-03-04. Retrieved 2015-06-18. ((cite web)): Cite has empty unknown parameter: |1= (help)
  7. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 June 2021.
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 16 February 2020. Retrieved 13 June 2021.
  9. "ମର୍ଯ୍ୟାଦାଜନକ ବିଷୁବ ପୁରସ୍କାର ଘୋଷଣା". ପ୍ରଜାତନ୍ତ୍ର ପ୍ରଚାର ସମିତି. ୩ ଅପ୍ରେଲ ୨୦୨୧. p. ୧. Archived from the original on ୧୩ ଜୁନ ୨୦୨୧. Retrieved 13 June 2021. ((cite web)): Check date values in: |date= and |archivedate= (help)
  10. "Moortidevi Award for Haraprasad Das". Times Of India. Retrieved 3 September 2013.
  11. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୯ ମାର୍ଚ୍ଚ ୨୦୨୨. ((cite web)): Check date values in: |accessdate= (help)
  12. "hindu.com: Gangadhar Meher award for poet". Archived from the original on 2013-06-29. Retrieved 2012-01-12.
  13. "ସବ୍ୟସାଚୀଙ୍କୁ କଳିଙ୍ଗରତ୍ନ, ହରପ୍ରସାଦଙ୍କୁ ସାରଳା ସମ୍ମାନ". ଧରିତ୍ରୀ. 27 December 2016. Retrieved 27 December 2016.
  14. "Sarala Award Recipients". IMFA. Retrieved 4 March 2017.
{{bottomLinkPreText}} {{bottomLinkText}}
ହରପ୍ରସାଦ ଦାସ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?