For faster navigation, this Iframe is preloading the Wikiwand page for ଚିତ୍ତରଞ୍ଜନ ଦାସ.

ଚିତ୍ତରଞ୍ଜନ ଦାସ

ଚିତ୍ତରଞ୍ଜନ ଦାସ
Chittaranjan Das
୨୦୨୩ ମସିହାରେ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଫଟୋ
ଜନ୍ମ ଓ ଜନ୍ମସ୍ଥାନ(1923-10-03)୩ ଅକ୍ଟୋବର ୧୯୨୩
ବାଗଲପୁର, ଜଗତସିଂହପୁର ଜିଲ୍ଲା
ମୃତ୍ୟୁ୧୬ ଜାନୁଆରୀ ୨୦୧୧(2011-01-16) (ବୟସ ୮୭)
ଭୁବନେଶ୍ୱର
ବୃତ୍ତିଶିକ୍ଷାବିଦ, ଅନୁବାଦକ, ପ୍ରାବନ୍ଧିକ, ସମାଜ ସଂସ୍କାରକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ
କୋପନହେଗନ ବିଶ୍ୱବିଦ୍ୟାଳୟ, ଡେନମାର୍କ
ସାହିତ୍ୟ କୃତିବିଶ୍ୱକୁ ଗବାକ୍ଷ, ଓଡ଼ିଶା ଓ ଓଡ଼ିଆ
ଜୀବନ ବିଦ୍ୟାଳୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଶାରଳା ପୁରସ୍କାର

ଚିତ୍ତରଞ୍ଜନ ଦାସ (ଚିତ୍ତଭାଇ ଭାବେ ପରିଚିତ, ୩ ଅକ୍ଟୋବର ୧୯୨୩ - ୧୬ ଜାନୁଆରୀ ୨୦୧୧)[] ଜଣେ ଓଡ଼ିଆ ଲେଖକ, ଅନୁବାଦକ, ସମାଲୋଚକ ଓ ସମାଜ ସଂସ୍କାରକ ଥିଲେ । ଅନେକ ଭାଷାରେ ଦଖଲ ଥିବା ସତ୍ତ୍ୱେ ଓଡ଼ିଆ ଭାଷାରେ ଲେଖା ପାଇଁ ବ୍ୟାକୁଳ ଥିଲେ । ଏକ ନୂତନ ସମାଜର ପରିକଳ୍ପନା ପାଇଁ ସୁହ୍ରୁତ୍ ଅନୁଷ୍ଠାନ ଗଢିଛନ୍ତି ।

ଚିତ୍ତରଞ୍ଜନ ଦାସ ଅନୁବାଦ, ପ୍ରବନ୍ଧ, ସମାଲୋଚନା ଓ ଭ୍ରମଣ କାହାଣୀ ରଚନା କ୍ଷେତ୍ରରେ ଅନେକ ନୂତନତା ତିଆରି କରିଯାଇଛନ୍ତି । ଅନେକ ଖବରକାଗଜରେ ତାଙ୍କ ସ୍ତମ୍ଭଲେଖା ନିୟମିତ ଭାବେ ପ୍ରକାଶ ପାଉଥିଲା । ୧୮ଟି ଭାଷା ଜାଣିଥିବା[] ଚିତ୍ତଭାଇ ଜର୍ମାନୀ, ଫିନଲ୍ୟାଣ୍ଡ ଓ ଇସ୍ରାଏଲରେ ଶିକ୍ଷାଦାନ କରିଥିଲେ ।[] ୧୬ ଜାନୁଆରୀ ୨୦୧୧ରେ ଭୁବନେଶ୍ୱରରେ ସେ ଇହଧାମ ତ୍ୟାଗ କରିଥିଲେ ।[] ସେ ପ୍ରଥମେ ତିରୁକୁକୁରାଲକୁ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ।[]:(({1))}

ଜୀବନ ବିଦ୍ୟାଳୟ

[ସମ୍ପାଦନା]

ଚିତ୍ତଭାଈ ଅନୁଗୁଳର ଚମ୍ପତିମୁଣ୍ଡାରେ ଏକ ବିଦ୍ୟାଳୟ ସ୍ଥାପନ କରିଥିଲେ । ଏହାର ନାମ ଜୀବନ ବିଦ୍ୟାଳୟ ରଖା ଯାଇଥିଲା । ତାଙ୍କର ଜଙ୍ଗଲ ଚିଠି ବହିରୁ ଏହି ବିଦ୍ୟାଳୟ ବିଷୟରେ ଅନେକ କିଛି ଜାଣିବାକୁ ମିଳେ । ପରେ ଏହା ସରକାରଙ୍କ ଅଧୀନକୁ ଚାଲି ଯାଇଥିଲା ।

ରଚନାବଳୀ

[ସମ୍ପାଦନା]

ପ୍ରବନ୍ଧ

[ସମ୍ପାଦନା]
  • ଜୀବନ ବିଦ୍ୟାଳୟ
  • ଜଙ୍ଗଲ ଚିଠି
  • ଶିଳା ଓ ଶାଳଗ୍ରାମ
  • ତରଙ୍ଗ ଓ ତଡ଼ିତ୍
  • ଜାତିରେ ମୁଁ ଯବନ
  • ସମାଜ: ପରିପର୍ତ୍ତନ ଓ ବିକାଶ
  • ସଂସ୍କୃତି ଓ ଓଡ଼ିଶା
  • ଓଡ଼ିଶା ଓ ଓଡ଼ିଆ
  • ଏକଲବ୍ୟ ଓ ଅନ୍ୟାନ୍ୟ ପ୍ରବନ୍ଧ
  • ଶିଳାତୀର୍ଥ
  • ମା ନିଷାଦ
  • ନଖ ଦର୍ପଣେନ
  • ପଶ୍ୟତି ଦଶଦିଶି
  • ରୋହିତର ଡାଏରୀ
  • ନେତା ଓ ନାରାୟଣ
  • ବିଶ୍ୱକୁ ଗବାକ୍ଷ
  • ଗାନ୍ଧୀ ଗୋପବନ୍ଧୁ

ଅନୁବାଦ

[ସମ୍ପାଦନା]
  • ଦିବ୍ୟ ଜୀବନ, ୩ ଖଣ୍ଡ (ଶ୍ରୀ ଅରବିନ୍ଦଙ୍କ Life Divineର ଅନୁବାଦ)
  • ଡେନମାର୍କ ଚିଠି (ଡେନମାର୍କ ଉପରେ ଲେଖା ଦାନିସ ବହି "The Pilgrim Kamanita"ର ଅନୁବାଦ)
  • ସେଣ୍ଟ-ଏକ୍ସୁପେରିଙ୍କ ଇଂରାଜୀ ବହି "The Little Prince"ର ଓଡ଼ିଆରେ ଅନୁବାଦ
  • ଜିବ୍ରାନଙ୍କ ଇଂରାଜୀ ବହି "The Prophet"ର ଓଡ଼ିଆରେ ଅନୁବାଦ
  • ପାଷ୍ତେର୍ଣ୍ଣାକ ଙ୍କ ଇଂରାଜୀ ବହି "Doctor Zhivago"ର ଓଡ଼ିଆରେ ଅନୁବାଦ
  • ''ଭଏସ୍'', ଓଡ଼ିଆ ଟର୍ନଚ୍ଲାଡିନ୍ ଥିରୁକ୍କୁରାଲ୍ ଖୋଲନ୍ତୁ (ଭାରତ ବିଦ୍ୟା ଭବନ, ଭୁବନେଶ୍ୱରଦ୍ୱାରା ପ୍ରକାଶିତ) (1978)<ref name="TirukkuralTrans"/>

ଏହା ସହ ସେ ଆଶାପୂର୍ଣ୍ଣା ଦେବୀ, ଆଲବର୍ଟ ସ୍ୱେଟଜର, ଫ୍ରାଙ୍କୋଇସ ମଉରିଆକ, ବେରିଅର ଅଲବିନ, ମହାତ୍ମା ଗାନ୍ଧୀ, ସର୍ବପଲ୍ଲୀ ରାଧାକୃଷ୍ଣନ ଓ ମାର୍ଟିନ ଲୁଥର କିଙ୍ଗ ଆଦି ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ତ୍ୱଙ୍କ ଲେଖାକୁ ଓଡ଼ିଆରେ ଅନୁବାଦ କରିଥିଲେ ।[]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. "orissadiaryରେ ଚିତ୍ତରଞ୍ଜନ ଦାସ". Archived from the original on 2011-09-25. Retrieved 2011-10-03.
  2. "Chitta Bhai passes away". The Hindu. 18 January 2011. Retrieved 28 November 2015.
  3. Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 273–. ISBN 978-81-260-0873-5.
  4. "A Prolific Writer, Chittaranjan Das is no more". Odisha360. Retrieved 28 November 2015.
  5. Tamilselvan, R.; Manimala, J.; Murali, M.; Mathan, V. P. S.; Amirtharaj, T. Vijay (2017). உலக மொழிகளில் திருக்குறள் மொழிபெயர்ப்புகள் [Tirukkural translations in world languages] (1st ed.). Chennai: Kaavya. ISBN 978-93-86576-35-4.
  6. Changing the Terms, Translating in the Postcolonial Era Archived 2011-08-27 at the Wayback Machine.. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 78
  7. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 June 2021.
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 13 June 2021.
  9. "ଶାରଳା ପୁରସ୍କାର ବିଜେତାଙ୍କ ତାଲିକା". Archived from the original on 2011-11-08. Retrieved 2011-10-03.
  10. "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୩ ଜୁନ ୨୦୨୧. ((cite web)): Check date values in: |accessdate= (help)
{{bottomLinkPreText}} {{bottomLinkText}}
ଚିତ୍ତରଞ୍ଜନ ଦାସ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?