For faster navigation, this Iframe is preloading the Wikiwand page for ଧନେଶ୍ୱର ସାହୁ.

ଧନେଶ୍ୱର ସାହୁ

ପ୍ରଫେସର

ଧନେଶ୍ୱର ସାହୁ
ଜନ୍ମ ଓ ଜନ୍ମସ୍ଥାନ (1949-09-30) ୩୦ ସେପ୍ଟେମ୍ବର ୧୯୪୯ (ବୟସ ୭୪)
ଭୁବନ, ଢେଙ୍କାନାଳ ଜିଲ୍ଲା
ବୃତ୍ତିଶିକ୍ଷାବିତ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତ୍ତକୋତ୍ତର (ଦର୍ଶନ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ଉତ୍କଳ ବିଶ୍ୱବିଦ୍ୟାଳୟ
ବିଷୟହେତୁବାଦ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର,
ଡ. କେ ବୀରମଣି ଆୱାର୍ଡ ଫର ସୋସିଆଲ ଜଷ୍ଟିସ

ପ୍ରଫେସର[]ଧନେଶ୍ୱର ସାହୁ (ଜନ୍ମ ୩୦ ସେପ୍ଟେମ୍ବର ୧୯୪୯) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ହେତୁବାଦୀ ଚିନ୍ତକ, ଶିକ୍ଷାବିତ ଓ ଲେଖକ ୤ ସେ ଢେଙ୍କାନାଳ ଜିଲ୍ଲାର ଭୁବନଗ୍ରାମରେ ଜନ୍ମଗ୍ରହଣ କରିଥିଲେ୤ ଭୁବନ ଉଚ୍ଚବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ୧୯୭୧ ମସିହାରେ ଦର୍ଶନ ସମ୍ମାନରେ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ୧୯୭୩ ମସିହାରେ ଦର୍ଶନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ୤ ସମସ୍ତ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ଓ ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣପଦକ ଲାଭ କରିଥିଲେ ୤ ୧୯୭୪ରେ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରି ୨୦୦୭ରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଛନ୍ତି ୤

ରଚନାବଳୀ

[ସମ୍ପାଦନା]
  • ଗୋରାଙ୍କ ଦୃଷ୍ଟିରେ ଗାନ୍ଧୀ ଓ ନିରୀଶ୍ୱରବାଦ, (ଅନୁବାଦ), ୧୯୯୬
  • ଆବ୍ରାହମ କୋଭୁର, ୧୯୯୮
  • Strawsan’s Concept of Descriptive Metaphysics, 1998
  • ଭାରତରେ ଜାତିପ୍ରଥା ଓ ତାହାର ବିଲୋପ (ଅନୁବାଦ), ୧୯୯୮
  • ଧର୍ମର ଉର୍ଦ୍ଧ୍ୱରେ, ୨୦୦୦
  • ଧର୍ମ, ଦର୍ଶନ ଓ ସମାଜ, ୨୦୦୨
  • ଭାରତୀୟ ଦର୍ଶନରେ ନିରୀଶ୍ୱରବାଦ, ୨୦୦୯
  • ସଂସ୍କୃତି ଓ ସର୍ବୋଦୟ,[] ୨୦୦୯
  • ଗାନ୍ଧୀ, ବିଜ୍ଞାନ ଓ ମାନବବାଦ, ୨୦୧୩
  • ପେରିୟାରଙ୍କ ରଚନା (ଅନୁବାଦ), ୨୦୧୩
  • ଜୀବନ ଜିଜ୍ଞାସା, ୨୦୧୫ []
  • Philosophy, Society and Culture, 2015
  • ଜୀବନ ଅନ୍ୱେଷା, ୨୦୧୬
  • ବିନୋଦ କାନୁନଗୋ, ୨୦୧୬
  • ଜୀବନର ମୂଲ୍ୟ ଓ ହେତୁବାଦ, ୨୦୧୬

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

ସଂସ୍କୃତି ଓ ସର୍ବୋଦୟ ପୁସ୍ତକ ନିମନ୍ତେ ସେ ୨୦୧୦ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ୤[] ୨୦୧୪ରେ ପ୍ରଥମ ଓଡ଼ିଆ ଭାବେ ପେରିୟାର ଇଣ୍ଟରନ୍ୟାସନାଲଦ୍ୱାରା ‘ଡ. କେ ବୀରମଣି ଆୱାର୍ଡ ଫର ସୋସିଆଲ ଜଷ୍ଟିସ’ ସମ୍ମାନ ପାଇଥିଲେ୤[]

  1. "Need to eradicate caste system". The Hindu. Retrieved 27 July 2016.
  2. "State Sahitya Akademi awards announced". The Times of India. Retrieved 27 July 2016.
  3. "Educationist Dhaneswar Sahoo Books Released". The New Indian Express. Retrieved 27 July 2016.[permanent dead link]
  4. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 27 July 2016.
  5. "Awardee - Veeramani - Periyar International". Retrieved 27 July 2016.
{{bottomLinkPreText}} {{bottomLinkText}}
ଧନେଶ୍ୱର ସାହୁ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?