For faster navigation, this Iframe is preloading the Wikiwand page for ବେଣୀମାଧବ ପାଢ଼ୀ.

ବେଣୀମାଧବ ପାଢ଼ୀ


ବେଣୀମାଧବ ପାଢ଼ୀ
ଜନ୍ମ ଓ ଜନ୍ମସ୍ଥାନ୧୬ ଜୁନ ୧୯୧୯
ଚିକିଟି, ଗଞ୍ଜାମ, ଓଡ଼ିଶା
ମୃତ୍ୟୁ୨୦୦୮
ବୃତ୍ତିଅଧ୍ୟାପକ, ଲେଖକ
ଭାଷାଓଡ଼ିଆ, ସଂସ୍କୃତ
ଜାତୀୟତାଭାରତୀୟ
ସାହିତ୍ୟ କୃତିଦାରୁ ଦେବତା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୯୫)

ବେଣୀମାଧବ ପାଢ଼ୀ (୧୬ ଜୁନ ୧୯୧୯ - ୨୦୦୮) ଜଣେ ଓଡ଼ିଆ ଅଧ୍ୟାପକ ଓ ସାହିତ୍ୟିକ ଥିଲେ ।[] ସେ ଜଗନ୍ନାଥ ସଂସ୍କୃତିର ଜଣେ ବିଶିଷ୍ଟ ଗବେଷକ ତଥା ଆଲୋଚକ ମଧ୍ୟ ଥିଲେ ।[]

ଜୀବନୀ

[ସମ୍ପାଦନା]

ବେଣୀମାଧବ, ୧୯୧୯ ମସିହାରେ ଗଞ୍ଜାମ ଜିଲ୍ଲାର ଚିକିଟିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ପୁରୋହିତ ଥିଲେ । ପାରଳାଖେମୁଣ୍ଡିରେ ସେ ନିଜ ଶିକ୍ଷାରମ୍ଭ କରିଥିଲେ । ସେତେବେଳେ, ପାରଳାଖେମୁଣ୍ଡିର ଶିକ୍ଷାନୁଷ୍ଠାନ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଅଧିନରେ ଥିଲା । ବେଣୀମାଧବ ଓଡ଼ିଆ ଓ ସଂସ୍କୃତ ଭାଷା ଶିକ୍ଷାକରି "ଭାଷା ପ୍ରବୀଣ" ଓ "ସାହିତ୍ୟ ପ୍ରବୀଣ" ଉପାଧି ହାସଲ କରିଥିଲେ । ପରବର୍ତ୍ତୀ ସମୟରେ କାଶୀ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତ ଓ ଓଡ଼ିଆରେ ସ୍ନାତକୋତ୍ତର ପାଠ୍ୟସମାପ୍ତ କରିଥିଲେ । ୧୯୩୯ରୁ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ ହୋଇଥିଲା । ସେ ପାରଳାଖେମୁଣ୍ଡି ସଂସ୍କୃତ ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ସିଟି ମହାବିଦ୍ୟାଳୟ ଆଦିରେ ଅଧ୍ୟାପନା କରିଥିଲେ ।[]

ରଚନାବଳୀ

[ସମ୍ପାଦନା]
ପୁସ୍ତକ ପ୍ରକାଶନ ବର୍ଷ ପ୍ରକାଶକ
Scientific Shop ୧୯୫୨
ଅବିଶ୍ୱାସୀ ୧୯୪୬[]
ଭଞ୍ଜୀୟ କାବ୍ୟଭାବନା ୧୯୭୪
ଦାରୁ ଦେବତା ୧୯୬୪[]
ଓଡ଼ିଆ ଭାଷାର ରୂପତତ୍ତ୍ୱ ୧୯୭୨
ପୁରାତନ କଳିଙ୍ଗର ସାମାଜିକ ଇତିବୃତ୍ତ ୧୯୯୨
ସନ୍ଧାନ ଓ ସମୀକ୍ଷା: ଭାଷା ସାହିତ୍ୟ ୧୯୯୭
ସ୍ମୃତି ଅଶୀ ବର୍ଷର ୨୦୦୦
ଶ୍ରୀଜଗନ୍ନାଥ ତତ୍ତ୍ୱ ବିମର୍ଷ ୧୯୮୪
ଉଡ୍ରଜା ପାକୃତ
ଧୀ ଓ ଧୀଷଣ ୧୯୭୧[]
ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଧର୍ମାଧାର ୧୯୯୫[]
କୃଷ୍ଟି ଓ ଦୃଷ୍ଟି – ସାଂସ୍କୃତିକ ଓ ଦାର୍ଶନିକ ପ୍ରବନ୍ଧ ୧୯୯୮
କୋରକବି ୧୯୬୮
ସାଧନା ଓ ସମୀକ୍ଷା – ଭାଷା ସାହିତ୍ୟ ୧୯୯୭

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  1. R. K. Sharma; India. Ministry of Education and Social Welfare (1972). International Sanskrit Conference, New Delhi, March 26th-31st, 1972. The Ministry.
  2. Trilochan Dash. Story of Lord Sri Jagannatha in Srimandira at Sri Purusottam Kshetra. Trilochan Dash. pp. 164–. GGKEY:Y2TR84PZ0DD.
  3. "ଆଜି ଜନ୍ମଦିନ". No. ସମ୍ବାଦ ୧୬/୦୬/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ସମ୍ବାଦ. Archived from the original on 16 June 2020. Retrieved 16 June 2020.
  4. Sisir Kumar Das (1991). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 536–. ISBN 978-81-7201-798-9.
  5. Subhakanta Behera (2002). Construction of an identity discourse: Oriya literature and the Jagannath cult (1866-1936). Munshiram Manoharlal Publishers.
  6. https://openlibrary.org/authors/OL4658683A/Benimadhab_Padhi
  7. https://www.goodreads.com/book/show/33001706-odisha-ra-sahitya-sanskruti-o-dharmadhara
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 16 June 2021.
  9. "ଆର୍କାଇଭ୍ କପି". Archived from the original on 2019-02-15. Retrieved 2019-02-20. ((cite web)): Cite has empty unknown parameter: |1= (help)
{{bottomLinkPreText}} {{bottomLinkText}}
ବେଣୀମାଧବ ପାଢ଼ୀ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?