For faster navigation, this Iframe is preloading the Wikiwand page for ପଠାଣି ପଟ୍ଟନାୟକ.

ପଠାଣି ପଟ୍ଟନାୟକ

ପଠାଣି ପଟ୍ଟନାୟକ
ଜନ୍ମ(1928-09-29)୨୯ ସେପ୍ଟେମ୍ବର ୧୯୨୮
ଗୋଳାବାଇ, ଖୋର୍ଦ୍ଧା[]
ମୃତ୍ୟୁ୪ ଫେବୃଆରୀ ୨୦୧୭(2017-02-04) (ବୟସ ୮୮)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପ୍ରସିଦ୍ଧିସାହିତ୍ୟିକ ଓ ଅଧ୍ୟାପକ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ପଠାଣି ପଟ୍ଟନାୟକ (୨୯ ସେପ୍ଟେମ୍ବର ୧୯୨୮ - ୪ ଫେବୃଆରୀ ୨୦୧୭) ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ । ତାଙ୍କର ୫୦ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇସାରିଛି । ଗଳ୍ପ, ଉପନ୍ୟାସ, ଶିଶୁ ସାହିତ୍ୟ, ପ୍ରବନ୍ଧ ଓ ସମାଲୋଚନା ଆଦି ସାହିତ୍ୟ ବିଭାଗରେ ସେ ନିଜ ଲେଖନୀ ଚାଳନା କରିଥିଲେ । ସେ ଓଡ଼ିଶା ସାହିତ୍ୟ ଏକାଡେମୀଉତ୍କଳ ସାହିତ୍ୟ ସମାଜର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସାହିତ୍ୟ ପତ୍ରିକା ଝଙ୍କାରର ସେ ସମ୍ପାଦକ ଦାୟିତ୍ୱରେ ମଧ୍ୟ ଥିଲେ ।

ଜୀବନୀ

[ସମ୍ପାଦନା]

ପଠାଣି ପଟ୍ଟନାୟକ, ପୁରୀରେ ନିଜ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷା ସମାପ୍ତକରି, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ୧୯୫୪ ମସିହାରୁ କଟକର ଖ୍ରୀଷ୍ଟ ମହାବିଦ୍ୟାଳୟରୁ ଅଧ୍ୟାପନା ବୃତ୍ତି ଆରମ୍ଭକରି ୧୯୮୨ମସିହା ପର୍ଯ୍ୟନ୍ତ ଅଧ୍ୟାପକ ଓ ୧୯୮୨ରୁ ୧୯୮୮ ପର୍ଯ୍ୟନ୍ତ ସେହି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଇଥିଲେ ।[] ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୭ ମସିହା ଫେବୃଆରୀ ୪ତାରିଖ ଦିନ ପଠାଣି, କଟକସ୍ଥିତ ନିଜ ବାସଭବନରେ ମୃତ୍ୟୁ ବରଣ କରିଥିଲେ ।[]

ସାହିତ୍ୟ କୃତି

[ସମ୍ପାଦନା]
  • ଜୀବନର ଚଲାପଥେ
  • ଓଡ଼ିଆ ସାହିତ୍ୟର ଭୂମିକା
  • ପ୍ରବନ୍ଧ ଓ ସମାଲୋଚନା
  • ସମାଜ ଓ ସାହିତ୍ୟ
  • ସାହିତ୍ୟ ପରିକ୍ରମା
  • ସାହିତ୍ୟ ବିଚାର
  • ସାହିତ୍ୟରେ ରହସ୍ୟବାଦ
  • ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ[]
  • କବି ମନିଷି ନୀଳକଂଠ[]
  • ଐତିହ ଓ ଅଭିବ୍ୟକ୍ତି[]
  • ସାହିତ୍ୟ ମଣିଷ[]
  • ସପନ ସତ ହେଲା
  • ବୈଦିକ କାହାଣୀ
  • ପଞ୍ଚତନ୍ତ୍ର କାହାଣୀ
  • ତେନାଲି ରାମକୃଷ୍ଣ
  • ରହସ୍ୟବାଦ(ସମ୍ପାଦନା)
  • ମେହେର ଆଲୋକ(ସମ୍ପାଦନା)
  • ବିଦଗ୍ଧ ଚିନ୍ତାମଣି(ସମ୍ପାଦନା)
  • ଶତାବ୍ଦୀର ସ୍ୱାକ୍ଷର(ସମ୍ପାଦନା)

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୦ ('ଜୀବନର ଚଲାପଥେ' ନିମନ୍ତେ) []
  • ସାରଳା ସମ୍ମାନ, ୧୯୯୪
  • ଉତ୍କଳ ରତ୍ନ ସମ୍ମାନ[]
  • ଗୋପୀନାଥ ନନ୍ଦ ପ୍ରବନ୍ଧ ଓ ସମାଲୋଚନା ସମ୍ମାନ, ୧୯୯୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ସାହିତ୍ୟ ଭାରତୀ ସମ୍ମାନ (ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ) - ୨୦୦୧[୧୦]
  1. http://www.orissadiary.com/ShowOriyaOrbit.asp?id=23331[permanent dead link]
  2. http://www.odisha.com/2010/december/21/fullstory/award.html
  3. http://www.odishanewsinsight.com/odisha/eminent-odia-litterateur-pathani-patnaik-passes-away-89/
  4. Pathani Patnaik; Bhoḷānātha Rāuta (1969). Oḍiā upanyāsa sāhityara paricaẏa. Abhyudaẏa sāhitya samāja.
  5. Pathani Patnaik (2004). Kabi-manīshī Nīḷakaṇṭha. Oḍiśā Sāhitya Ekāḍemī. ISBN 978-81-7586-105-3.
  6. Pathani Patnaik (2011). Aitihya o abhibyakti. Pādaṭikā.
  7. Pathani Patnaik (1 January 1998). Sāhitya manīshā. Oḍiśā Buk Shṭora. ISBN 978-81-7400-212-9.
  8. "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 12 June 2021.
  9. "ଆଜି ଜନ୍ମଦିନ". No. ସମ୍ବାଦ ୧୯/୦୯/୨୦୧୯ ପୃଷ୍ଠା ୨. ସମ୍ବାଦ. Retrieved 19 September 2019.
  10. http://www.tribuneindia.com/2001/20010130/nation.htm
{{bottomLinkPreText}} {{bottomLinkText}}
ପଠାଣି ପଟ୍ଟନାୟକ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?