For faster navigation, this Iframe is preloading the Wikiwand page for ବିପିନ ବିହାରୀ ମିଶ୍ର.

ବିପିନ ବିହାରୀ ମିଶ୍ର

ବିପିନ ବିହାରୀ ମିଶ୍ର
ଜନ୍ମ (1929-06-29) ୨୯ ଜୁନ ୧୯୨୯ (ବୟସ ୯୫)
ଜାତୀୟତାଭାରତୀୟ
ଶିକ୍ଷାଏମଏ, ଏଲଏଲବି
ବୃତ୍ତିଭାରତୀୟ ପୁଲିସ ସେବା ଅଧିକାରୀ
ଉଲ୍ଲେଖନୀୟ କୃତିସହରର ଉପକଣ୍ଠେ,
ବୈବାହିକ-ସାଥୀଜ୍ୟୋତ୍ସ୍ନାମୟୀ ମିଶ୍ର
ପିତାମାତା(s)ବିଶ୍ୱମୋହନ ମିଶ୍ର
ସୌଭାଗିନୀ ଦେବୀ
ସମ୍ପର୍କୀୟଶରତ ଚନ୍ଦ୍ର ମିଶ୍ର (ବଡ଼ଭାଇ)
ପ୍ୟାରୀମୋହନ ମହାପାତ୍ର (ମାଉସୀପୁଅ ଭାଇ)[]
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର, ୨୦୦୭,
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୪

ବିପିନ ବିହାରୀ ମିଶ୍ର (ଜନ୍ମ ୨୯ ଜୁନ ୧୯୨୯), ଜଣେ ଅବସରପ୍ରାପ୍ତ ଭାରତୀୟ ପୁଲିସ ସେବା ଅଧିକାରୀ, ଖବରକାଗଜ ସ୍ତମ୍ଭକାର ଓ ସାହିତ୍ୟିକ ।

ଜୀବନୀ

[ସମ୍ପାଦନା]

ବିପିନ ବିହାରୀ ମିଶ୍ର ୧୯୪୫ ମସିହା ଜୁନ ମାସ ୨୯ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।[] ସେ ୧୯୬୭ ମସିହାରେ ଭାରତୀୟ ପୁଲିସ ସେବା ଅଧିକାରୀ ଭାବେ କାର୍ଯ୍ୟାରମ୍ଭ କରିଥିଲେ ।[] କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ନିମନ୍ତେ ବିପିନ ବିହାରୀଙ୍କୁ ୧୯୮୬ ଓ ୧୯୯୫ ମସିହାରେ ରାଷ୍ଟ୍ରପତିଙ୍କ ପଦକ ଓ ୧୯୯୭ରେ ରାଜ୍ୟପାଳଙ୍କ ପଦକ ପ୍ରଦାନ କରାଯାଇଥିଲା । ସେ ୩୧ ଜୁଲାଇ ୨୦୦୪ଠାରୁ ୩୦ ଜୁନ ୨୦୦୫ ପର୍ଯ୍ୟନ୍ତ ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ରଚନାବଳୀ

[ସମ୍ପାଦନା]

ବିପିନ ବିହାରୀ ୩୪ଟିରୁ ଅଧିକ ବହି ଲେଖିସାରିଛନ୍ତି ।[][]

ଗଳ୍ପ
  • ତିର୍ଯ୍ୟକ ଦୃଷ୍ଟି, ରମ୍ୟରଚନା ୧୯୮୨
  • ଶପଥ ସାନ୍ତାଳର, ଆଦିବାସୀଭିତ୍ତିକ ଗଳ୍ପ ୧୯୮୩,
  • ଦାରୋଗା ସାହିତ୍ୟିକ, ଗଳ୍ପ ୧୯୮୪
  • ମନର ମୁକୁର, ଗଳ୍ପ ୧୯୮୫
  • ଗୋମତୀର ଶେଷ ହସ, ୧୯୯୪
  • ଅସମ୍ପୂର୍ଣ୍ଣ ଝଙ୍କାର, ୧୯୯୪
  • ବହୁଦିନ ପରେ, ୧୯୯୫
  • ଜନ୍ମ ମୃତ୍ୟୁ ଓ ଅନ୍ୟ ଗଳ୍ପ, ୧୯୯୬
  • ହସର ଗୋଧୁଳି, ବ୍ୟଙ୍ଗ ଗଳ୍ପ ୧୯୯୬
  • ଧୁଳି ଜମିଥିବା ବହିଟିଏ, ୧୯୯୭
  • ମୃତ୍ୟୁ ଶଯ୍ୟାରେ ମାନଚିତ୍ର, ୨୦୦୦
  • ବିପିନ ମିଶ୍ରଙ୍କର କଥା ଓ କାହାଣୀ, ୨୦୦୧
  • ଅନ୍ୟ ଏକ କୁରୁକ୍ଷେତ୍ର, ୨୦୦୨
  • ମାନବିକତାର ଭିନ୍ନସ୍ୱର ୨୦୧୫
  • ଚାଣକ୍ୟଙ୍କ ରାଷ୍ଟ୍ରନୀତି, ୨୦୨୩
  • ମନ ମାଟି ଓ ମଣିଷ ୨୦୧୨
  • କାୟା ପ୍ରବେଶ ୨୦୦୭
  • ଅଲିଭା ପାଦଚିହ୍ନ
  • ବେଶୀ ଦୂର ନୁହେଁ ଆକାଶ ୨୦୦୬
  • ଗାଁର ନାଁ ସୁଜନପୁର
  • ବିପିନ ବିହାରୀ ମିଶ୍ରଙ୍କ ଶ୍ରେଷ୍ଠ ଗଳ୍ପ ୨୦୦୫
  • ତୋ' ଲାଗି ଗୋପଦାଣ୍ଡ ୨୦୧୧

ଉପନ୍ୟାସ

  • ସୁନନ୍ଦାର ଡାଏରୀ, ୧୯୯୫
  • ସହରର ଉପକଣ୍ଠେ ୧୯୯୩
  • ବିଷୁବରେଖା ୨୦୦୮
  • ଦିଗନ୍ତର ପଥେ, ୧୯୯୮
  • କଥା ସେକାଳର, ୧୯୯୮
  • କଥା ଏକାଳର, ୨୦୦୧

ପ୍ରବନ୍ଧ/ଆତ୍ମଜୀବନୀ

  • ଆଇନ କାନୁନ ୧୯୯୯
  • ବିଗତ ସହସ୍ରାବ୍ଦୀ ୨୦୦୪
  • ଐତିହାସିକ ରାୟ (ଜଗନ୍ନାଥ ରଥ ପବ୍ଲିକେଶନ)
  • ମାତୃ ଗର୍ଭରୁ ଶ୍ମଶାନ ପର୍ଯ୍ୟନ୍ତ ୨୦୧୩
  • ଜୀବନର ରଫଖାତା, ଆତ୍ମଜୀବନୀ ୨୦୧୭
  • ସମୟର ସା.. ରେ.. ଗା.. ମା..(ସ୍ତମ୍ବ) ୧୯୯୬
  • ଭିନ୍ନ କଥା ଭିନ୍ନ ମତ, ୨୦୧୭[]

ଶିଶୁ ସାହିତ୍ୟ

  • ଗର୍ବରୁ ପରାଭବ, ୧୯୯୬
  • ବିଚିତ୍ର ଜୀବଜନ୍ତୁ (୪ ଖଣ୍ଡ), ୧୯୯୬
  • ବିଚିତ୍ର ଜୀବ-ଜଗତ (ପ୍ରଥମ ଖଣ୍ଡ), ୧୯୯୬
  • ବିଚିତ୍ର ଜୀବଜଗତ (ପଶୁ ଗଳ୍ପ), ୧୯୯୯
  • ପୁପୁ, ଇନିଙ୍କ ଚିଠି ୨୦୦୫
  • ଓଡ଼ିଶାର ଲୋକକଥା
  • ସୂର୍ଯ୍ୟ ଓ ପୃଥିବୀ
  • ଆମେ ଭାରତୀୟ ଭାଇ ଭଉଣୀ

ଅନୁବାଦ

[ସମ୍ପାଦନା]
  • ଅନ୍ତର୍ଯାତ୍ରା, ୨୦୦୨ (ମୂଳ ରଚନା: ଧର୍ମବୀର ଭାରତୀଙ୍କ ହିନ୍ଦୀ ନାଟକ 'ଅନ୍ଧା ୟୁଗ')
  • ତୁମେ ବି ଜିତିପାର, ୨୦୦୨ (ମୂଳ ରଚନା: ଶିବ ଖେରାଙ୍କ 'You Can Win')
  • ଧୂଆଁ ଓ ଅନ୍ୟାନ୍ୟ ଗଳ୍ପ (ମୂଳ ରଚନା: ଗୁଲଜାର୍)
  • ଅନ୍ନଦା, ୨୦୦୦ (ମୂଳ ଭାଷା: ହିନ୍ଦୀ)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାର, ୨୦୦୭ []
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୪ (ସହରର ଉପକଣ୍ଠେ)[]
  • ସାରଳା ସାହିତ୍ୟ ସମ୍ମାନ, ୨୦୦୪[] (ସାରଳା ସାହିତ୍ୟ ସଂସଦଦ୍ୱାରା ପ୍ରଦତ୍ତ)
  • ଜନପ୍ରିୟ ବିଜ୍ଞାନ ଲେଖକ ପୁରସ୍କାର, ୨୦୦୦[୧୦] (ଓଡ଼ିଶା ବିଜ୍ଞାନ ଏକାଡେମୀ)
  • ବିଷୁବ ସମ୍ମାନ, ୧୯୯୭
  • ବର୍ଷର ଶ୍ରେଷ୍ଠ ବହି, (ମୃତ୍ୟୁ ଶଯ୍ୟାରେ ମାନଚିତ୍ର), ୨୦୦୦ (ରାଜଧାନୀ ପୁସ୍ତକମେଳା )
  • ପ୍ରଜାପତି ପୁରସ୍କାର, ୧୯୯୭
  • ବର୍ତ୍ତିକା ପୁରସ୍କାର, ୧୯୯୭
  • କବିଶେଖର ଚିନ୍ତାମଣି ସମ୍ମାନ, ୧୯୯୭
  • ଶ୍ରେଷ୍ଠ ଗଳ୍ପ ଲେଖକ, ୧୯୮୬ (ଫଲଗୁ ସାହିତ୍ୟ ସଂସଦ, ବ୍ରହ୍ମପୁର)
  • ଶ୍ରେଷ୍ଠ ଗଳ୍ପ ଲେଖକ, ୧୯୮୪ (ଧରିତ୍ରୀ, ଭୁବନେଶ୍ୱର)
  • ଶ୍ରେଷ୍ଠ ପ୍ରାବନ୍ଧିକ, ୧୯୮୩ (ଦୈନିକ ଆଶା, ବ୍ରହ୍ମପୁର)
  1. ପଣ୍ଡା, ହରିହର. "ଦୁର୍ବଳ ଗୁଇନ୍ଦା ବ୍ୟବ୍ୱସ୍ଥା ଯୋଗୁ ଆଇନଶୃଙ୍ଖଳା ବ୍ୟାହତ ହେଉଛି". ନିତିଦିନ. Archived from the original on 2016-10-11. Retrieved 17 September 2016.
  2. "CAT-Members-Cuttack Bench-Sh. Bipin Bihari Mishra". Central Administrative Tribunal (CAT). Retrieved 30 June 2016.
  3. "Orissa DGP eyes new chapter". The Telegraph, Calcutta. Retrieved 30 June 2016.
  4. "Orissa top cops turn over new leaf in writing". The Indian Express. Retrieved 30 June 2016.
  5. "books of Bipin Bihari Mishra". ଓଡ଼ିଶା ଇ ଷ୍ଟୋର. Retrieved 30 June 2016.
  6. "ବହିଘର". ପ୍ରମେୟ. Retrieved 22 April 2017.[permanent dead link]
  7. "ଏକାଡେମୀ ଅନୁବାଦ ପୁରସ୍କାର". ସାହିତ୍ୟ ଏକାଡେମୀ. Retrieved 30 June 2016.
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପୁରସ୍କୃତ ଲେଖକ ଓ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର. Retrieved 30 June 2016.
  9. "Sarala Samman". Sarala Sahitya Sansad. Archived from the original on 20 December 2016. Retrieved 30 June 2016.
  10. "ପ୍ରାଣକୃଷ୍ଣ ପରିଜା ଜନପ୍ରିୟ ବିଜ୍ଞାନ ପୁରସ୍କାର". ଓଡ଼ିଶା ବିଜ୍ଞାନ ଏକାଡେମୀ. Archived from the original on 6 July 2017. Retrieved 30 June 2016.
{{bottomLinkPreText}} {{bottomLinkText}}
ବିପିନ ବିହାରୀ ମିଶ୍ର
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?