For faster navigation, this Iframe is preloading the Wikiwand page for ଦୁର୍ଗାଚରଣ ପରିଡ଼ା.

ଦୁର୍ଗାଚରଣ ପରିଡ଼ା

ଦୁର୍ଗାଚରଣ ପରିଡ଼ା
ଜନ୍ମ ଓ ଜନ୍ମସ୍ଥାନ(1931-07-25)୨୫ ଜୁଲାଇ ୧୯୩୧
ବାହାରଣା, ନିଆଳି
ମୃତ୍ୟୁ୨୧ ଡିସେମ୍ବର ୨୦୨୦(2020-12-21) (ବୟସ ୮୯)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାସ୍ନାତକୋତ୍ତର, (ଇଂରାଜୀ ଭାଷା)
ଶିକ୍ଷାନୁଷ୍ଠାନଫକୀର ମୋହନ ମହାବିଦ୍ୟାଳୟ
ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ
ରେଭେନ୍ସା ମହାବିଦ୍ୟାଳୟ
ସାହିତ୍ୟ କୃତି"ଇନ୍ଦ୍ରାୟୁଧ"
ଜୀବନସାଥୀପ୍ରଭାତସୁଷମା ପରିଡ଼ା

ଦୁର୍ଗାଚରଣ ପରିଡ଼ା (୨୫ ଜୁଲାଇ ୧୯୩୧ - ୨୧ ଡିସେମ୍ବର ୨୦୨୦)[] ଜଣେ ଓଡ଼ିଆ କବି ଥିଲେ ।[] ସେ ଜଣେ ପ୍ରେମ ଓ ପ୍ରଣୟର କବି ଭାବେ ଜଣା । ସେ ଗଦ୍ୟ ଭଙ୍ଗୀରେ କବିତା ଲେଖୁଥିଲେ । ତାଙ୍କ ରଚନାସମୂହ ପ୍ରଣୟାନୁଭୂତି, ପ୍ରକୃତିପ୍ରୀତି ଓ ଦାର୍ଶନିକତାକୁ ଭିତ୍ତି କରି ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଦୁର୍ଗାଚରଣ କଟକ ଜିଲ୍ଲା, ନିଆଳି ବ୍ଳକ[] ଅନ୍ତର୍ଗତ ବାହାରଣା ଗ୍ରାମରେ ୧୯୩୧ମସିହାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ରଘୁନାଥ ପରିଡ଼ା ଓ ମାତାଙ୍କ ନାମ ମଲ୍ଲିକା ଦେବୀ । ସେ ଶାନ୍ତିନିକେତନର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ପାଠ ପଢ଼ିଥିଲେ । ମହାପାତ୍ର ନୀଳମଣି ସାହୁ ତାଙ୍କୁ ଭଦ୍ରକ କଲେଜରେ ଅଧ୍ୟାପକ ଭାବରେ ଯୋଗଦେବା ପାଇଁ ପ୍ରବର୍ତ୍ତାଇ ଥିଲେ । ସେ କିନ୍ତୁ ସେଥିରେ ଅରାଜି ହୋଇ ଖଣ୍ଡସାହି ସ୍କୁଲର ପ୍ରଧାନଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିଲେ । ପରେ ସେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ, ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦେଇଥିଲେ । ୧୯୫୭ମସିହାରେ ଦିଗପହଣ୍ଡିରେ ସବ ରେଜିଷ୍ଟାର ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଚାକିରି ଜୀବନ ଶେଷବେଳକୁ ସେ ଯୋଜନା ଓ ସମନ୍ୱୟ ବିଭାଗରେ ଅଣ୍ଡର ସେକ୍ରେଟାରୀ ଭାବରେ ଅବସର ଗ୍ରହଣ କରିଥିଲେ । ତାଙ୍କ ପରିବାରରେ ପତ୍ନୀ ପ୍ରଭାତସୁଷମା ପରିଡ଼ା, ୨ପୁଅ ଓ ୩ଝିଅ ଅଛନ୍ତି ।[]

ସାହିତ୍ୟିକ ଜୀବନ

[ସମ୍ପାଦନା]

୧୨ବର୍ଷ ବୟସରେ ମାତ୍ର ୫ମ ଶ୍ରେଣୀରେ ପଢ଼ିବା ବେଳରୁ ଦୁର୍ଗାଚରଣ କବିତା ଲେଖିବା ଆରମ୍ଭ କରିଥିଲେ । ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳକୁ ତାଙ୍କର ପ୍ରଥମ କବିତା ଶଙ୍ଖ ପତ୍ରିକାରେ ପ୍ରକାଶିତ ହୋଇଥିଲା । ସେତେବେଳେ ଶଙ୍ଖ ପତ୍ରିକାରେ ସମ୍ପାଦକ ଥିଲେ ଜଳନ୍ଧର ଦେବ[] ତାଙ୍କ ପ୍ରଥମ କବିତା ସଂକଳନ ୧୯୬୨ରେ ପ୍ରକାଶ ପାଇଥିଲା ଓ ପରେ ୨୦୧୫ରେ ତାଙ୍କ ରଚିତ ବିଭିନ୍ନ କବିତାକୁ ମିଶାଇ "ରାଗ ଯୋଗେଶ୍ୱରୀ" ନାମରେ ଏକ ସଂକଳନ ପ୍ରକାଶିତ ହୋଇଥିଲା । "ଇନ୍ଦ୍ରାୟୁଧ" ତାଙ୍କର ଏକ ଜଣାଶୁଣା କବିତା ସଂକଳନ ।[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • କୃଷ୍ଣଚନ୍ଦ୍ର କାବ୍ୟପୁରୁଷ ( ଓଡ଼ିଶା ଗବେଷଣା ପରିଷଦଦ୍ୱାରା ପ୍ରଦତ୍ତ )[]
  1. ମଲ୍ଲିକ, ଡ. ହୃଷୀକେଶ. "କବିତାର ଗତିଧର୍ମ ଓ ଦୁର୍ଗାଚରଣ". ଧରିତ୍ରୀ. Retrieved 31 December 2020.
  2. Mayadhar Mansinha (1962). History of Oriya literature. Sahitya Akademi.
  3. Orissa reference: glimpses of Orissa. TechnoCAD Systems. 2001.
  4. "ଆର୍କାଇଭ୍ କପି". ନିତିଦିନ. Archived from the original on 30 January 2019. Retrieved 14 June 2017. ((cite news)): Cite has empty unknown parameter: |1= (help)
  5. A History of Indian Literature: Struggle for freedom: triumph and tragedy, 1911-1956. Sahitya Akademi. 1991. ISBN 978-81-7901-798-2.
  6. Durga Charan Parida (1962). Indrāẏudha. Pratibhā Prakāśa Bhabana.
  7. "କବି ଦୁର୍ଗାଚରଣ ପରିଡ଼ା ଆଉ ନାହାନ୍ତି". ସମାଜ ୨୨/୧୨/୨୦୨୦ କଟକ ସଂସ୍କରଣ. ସମାଜ. p. ୧୧. Archived from the original on 22 December 2020. Retrieved 22 December 2020.
{{bottomLinkPreText}} {{bottomLinkText}}
ଦୁର୍ଗାଚରଣ ପରିଡ଼ା
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?