For faster navigation, this Iframe is preloading the Wikiwand page for ଗିରିଜା କୁମାର ବଳୀୟାରସିଂହ.

ଗିରିଜା କୁମାର ବଳୀୟାରସିଂହ

ଗିରିଜା କୁମାର ବଳୀୟାରସିଂହ
ଜନ୍ମ ଓ ଜନ୍ମସ୍ଥାନ (1954-12-09) ୯ ଡିସେମ୍ବର ୧୯୫୪ (ବୟସ ୬୯)
ନାରଗୋଦା, ଖୋର୍ଦ୍ଧା
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଭାରତବର୍ଷ
ଚତୁର୍ଦ୍ଦଶୀର ଚନ୍ଦ୍ର
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୬)

ଗିରିଜା କୁମାର ବଳୀୟାରସିଂହ ଜଣେ ଓଡ଼ିଆ କବି ଓ ସାହିତ୍ୟିକ ।[] ତାଙ୍କର କବିତା ସଙ୍କଳନ “ଭାରତ ବର୍ଷ” ପାଇଁ ସେ ୨୦୦୬ ମସିହାରେ କାବ୍ୟ କବିତା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ ।[] ଗିରିଜା କୁମାର ବଳୀୟାରସିଂହଙ୍କର ଏକ ପ୍ରକାଶନ ସଂସ୍ଥା ମଧ୍ୟ ରହିଛି ଯାହା ମାଧ୍ୟମରେ ସେ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାରରେ ସମୟ ବିନିଯୋଗ କରିଥାନ୍ତି ।[]

୨୦୧୬ ମସିହା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଓଡ଼ିଆ ଅନୁବାଦିକା ମୋନାଲିସା ଜେନା ଇଂରାଜୀ ଭାଷାରେ ଗିରିଜା କୁମାର ବଳୀୟାରସିଂହଙ୍କ କବିତାର ଅନୁବାଦ କରିଛନ୍ତି ।

ରଚନାବଳୀ

[ସମ୍ପାଦନା]
ପୁସ୍ତକ ପ୍ରକାଶନ ବର୍ଷ ପ୍ରକାଶକ
ଭାରତବର୍ଷ କାହାଣୀ ପବ୍ଲିକେସନ୍‍ସ୍
ଚାରଣଚର୍ଯ୍ୟା କାହାଣୀ ପବ୍ଲିକେସନ୍‍ସ୍
ଚତୁର୍ଦ୍ଦଶୀର ଚନ୍ଦ୍ର କାହାଣୀ ପବ୍ଲିକେସନ୍‍ସ୍
କ୍ରୌଞ୍ଚମିଥୁନ କାହାଣୀ ପବ୍ଲିକେସନ୍‍ସ୍
ତୃଷାତର୍ପଣ କାହାଣୀ ପବ୍ଲିକେସନ୍‍ସ୍
ଶୀତଶୀର୍ଷକ କାହାଣୀ ପବ୍ଲିକେସନ୍‍ସ୍
କାଲିର କବିତା
ଉତ୍ତର ମେଘ କାହାଣୀ ପବ୍ଲିକେସନ୍ସ୍
ନୀଳ ନିର୍ବାଣ କାହାଣୀ ପବ୍ଲିକେସନ୍‍ସ୍
ଡାଇରୀର ଶାଇରୀ
ପାଦପୂରଣ
ନିର୍ବାସିତ କବିତା
ଚର୍ଯାଚୟନ
କାବ୍ୟପୁରୁଷ

[]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୬ (“ଭାରତ ବର୍ଷ” ପାଇଁ)[]
  • ଝଙ୍କାର ପୁରସ୍କାର (କବିତା), ୨୦୦୮[](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ରତ୍ନମଣି ସ୍ମୃତି ସମ୍ମାନ, ୨୦୨୧[] (ଫକୀରମୋହନ ସାହିତ୍ୟ ପରିଷଦ ପ୍ରଦତ୍ତ କବିତା ସମ୍ମାନ)
  • ଗଙ୍ଗାଧର ମେହେର କବିତା ସମ୍ମାନ, ୨୦୦୫ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ କବିତା ସମ୍ମାନ)
  1. Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
  2. "Odisha Sahitya Akademi". odishasahityaakademi.org. Retrieved 2019-02-21.
  3. "ଗିରିଜା କୁମାର ବଳୀୟାରସିଂହ | Girija Kumar Baliarsingh | Writer of Odia Language & Literature" (in ଇଂରାଜୀ). Retrieved 2019-02-21.
  4. "ସାକ୍ଷାତକାର : ଶେଷ ରବିବାର". No. ସମ୍ବାଦ ୨୫ ଅକ୍ଟୋବର ୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡିଆ. Retrieved 25 October 2020.
  5. "ODISHA SAHITYA ACADEMY AWARDED BOOKS AND WRITERS" (PDF). www.magazines.odisha.gov.in/. ଓଡ଼ିଶା ସରକାର. Archived (PDF) from the original on 25 October 2020. Retrieved 25 October 2020.
  6. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୬ ମାର୍ଚ୍ଚ ୨୦୨୨. ((cite web)): Check date values in: |accessdate= (help)
  7. "ପ୍ରିୟତମାର କବି ଫନୀ ମହାନ୍ତି ପାଇବେ ଫକୀରମୋହନ ସାହିତ୍ୟଶ୍ରୀ ସମ୍ମାନ". Indo Kaling Times. Archived from the original on 6 March 2022. Retrieved 6 March 2022.
{{bottomLinkPreText}} {{bottomLinkText}}
ଗିରିଜା କୁମାର ବଳୀୟାରସିଂହ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?