For faster navigation, this Iframe is preloading the Wikiwand page for ଭାଗିରଥୀ ଦାସ.

ଭାଗିରଥୀ ଦାସ

ଭାଗିରଥୀ ଦାସ
ବୈବାହିକ-ସାଥୀଲଳିତା
ପୁରସ୍କାରଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ୨୦୧୦

ଭାଗିରଥୀ ଦାସ ଜଣେ ଓଡ଼ିଶୀ ନୃତ୍ୟ ରୂପକାର ।[][] ୬୦ ବର୍ଷ ଧରି ସେ ଓଡ଼ିଶୀ ନର୍ତ୍ତକ/ନର୍ତ୍ତକୀମାନଙ୍କ ପାଇଁ ପୋଷାକ ତିଆରି କରିଆସୁଛନ୍ତି । କଟକ ସହରର ଚାନ୍ଦିନୀଚୌକ ଛକଠାରେ ତାଙ୍କର ଓଡ଼ିଶୀ ଟେଲର ନାମରେ ଏକ ଦରଜୀ ଦୋକାନ ରହିଛି । ୨୦୧୦ ମସିହାରେ ସେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଲାଭ କରିଥିଲେ ।

ଭାଗିରଥୀ ପ୍ରଥମେ ସମ୍ବଲପୁରୀ ଶାଢ଼ୀକୁ କାଟି ସେଥିରେ ଓଡ଼ିଶୀ ପୋଷାକ ତିଆରି କରୁଥିଲେ । ଗୁରୁ କେଳୁଚରଣ ମହାପାତ୍ର ପରାମର୍ଶରେ ସେ ଧୋତି ଷ୍ଟାଇଲରେ ପୋଷାକ ତିଆରି କରିବା ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ଗାର୍ଡ଼େନ ସିଲ୍କ, ପିଓର ସିଲ୍କର ସିଲ୍କ ଆଦି କପଡ଼ାରେ ସମ୍ବଲପୁରୀ କୁମ୍ଭ ଧଡ଼ିଦେଇ ଓଡ଼ିଶୀ ପୋଷାକ ତିଆରି କରୁଛନ୍ତି ।

ବ୍ୟକ୍ତିଗତ ଜୀବନୀ

[ସମ୍ପାଦନା]

ଭାଗିରଥୀ ଦାସ ପ୍ରାରମ୍ଭରେ ଜଣେ ସାଧାରଣ ଦରଜୀ ଭାବରେ ବିଭିନ୍ନ ପୋଷାକପତ୍ର ତିଆରି କରୁଥିଲେ । ପରେ କଟକର ଖପୁରିଆଠାରେ ଥିବା ପଷମ ବସ୍ତ୍ର କାରଖାନାକୁ ଯାଇ ସେଠାରେ ପଷମ ବସ୍ତ୍ର ତିଆରି କାମ କରିଥିଲେ । ୬୦ ବର୍ଷ ତଳେ ଓଡ଼ିଶୀ ନର୍ତ୍ତକୀ ଓ ନୃତ୍ୟଗୁରୁ କୁମକୁମ ମହାନ୍ତି ତାଙ୍କୁ ଓଡ଼ିଶୀ ନୃତ୍ୟପାଇଁ ପୋଷାକ ତିଆରି କରିବାକୁ ପ୍ରବର୍ତ୍ତାଇ ଥିଲେ । ସେବେଠାରୁ ସେ ଓଡ଼ିଶୀ ପୋଷାକ ତିଆରି ଆରମ୍ଭ କରିଥିଲେ ଓ ତାହା ତାଙ୍କର ପରିଚୟ ହୋଇଯାଇଥିଲା । ତାଙ୍କର ପୋଷାକ ପୃଥିବୀର ଅନେକ ଦେଶକୁ ରପ୍ତାନୀ ହୋଇଥାଏ । ଏହି କାମରେ ତାଙ୍କ ପତ୍ନୀ ଲଳିତା ଓ ସମସ୍ତ ପରିବାର ସାହାଯ୍ୟ କରନ୍ତି ।[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. Rethinking Dance History: A Reader. Routledge. 18-Oct-2013. Retrieved 2 November 2021. ((cite book)): Check date values in: |date= (help)
  2. "Orissa Chief Minister releases the latest issue of The Sunday Indian-Oriya". www.thesundayindian.com/. Archived from the original on 2 November 2021. Retrieved 2 November 2021.
  3. "ଓଡ଼ିଶୀ ପୋଷାକର ରୂପକାର". No. ଧରିତ୍ରୀ ଛୁଟିଦିନ ୩୧ ଅକ୍ଟୋବର - ୬ ନଭେମ୍ବର ୨୦୨୧. ଧରିତ୍ରୀ. p. ୬. Archived from the original on 2 November 2021. Retrieved 2 November 2021.
  4. "Costume designer draped in honour". www.telegraphindia.com. The Telegraph. Archived from the original on 2 November 2021. Retrieved 2 November 2021.
{{bottomLinkPreText}} {{bottomLinkText}}
ଭାଗିରଥୀ ଦାସ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?