For faster navigation, this Iframe is preloading the Wikiwand page for ବୃନ୍ଦାବନ ପାତ୍ର.

ବୃନ୍ଦାବନ ପାତ୍ର

ବୃନ୍ଦାବନ ପାତ୍ର
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀସୁରେନ୍ଦ୍ର ନାଥ ନାୟକ
ପର ଅଧିକାରୀସୁରେନ୍ଦ୍ର ନାଥ ନାୟକ
ନିର୍ବାଚନ ମଣ୍ଡଳୀକାକଟପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1924-01-06)୬ ଜାନୁଆରୀ ୧୯୨୪
ମୃତ୍ୟୁ୧୭ ସେପ୍ଟେମ୍ବର ୨୦୧୯(2019-09-17) (ବୟସ ୯୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଇଚ୍ଛାବତୀ ପାତ୍ର
ବାପା/ବୋଉଚେମଇ ପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ବୃନ୍ଦାବନ ପାତ୍ର (୬ ଜାନୁଆରୀ ୧୯୨୪ - ୧୭ ଜୁନ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[] ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କାକଟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ବୃନ୍ଦାବନ ପାତ୍ର ୧୯୨୪ ମସିହାର ଜାନୁଆରୀ ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚେମଇ ପାତ୍ର ଓ ପତ୍ନୀଙ୍କ ନାମ ମାଳତି ଦେବୀ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ବୃନ୍ଦାବନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଭାବରେ ଥରେ କାର୍ଯ୍ୟ କରିଥିଲେ ।[]

ମୃତ୍ୟୁ

[ସମ୍ପାଦନା]

ବୃନ୍ଦାବନ ୨୦୧୯ ମସିହାର ଜୁନ ୧୭ ତାରିଖରେ ୯୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[]

  1. "ବିଧାନ ସଭାରେ ଶୋକ". ସମ୍ବାଦ. sambad.in. 14 November 2019. Archived from the original on 13 March 2021. Retrieved 13 March 2021.
  2. ୨.୦ ୨.୧ "ପୂର୍ବତନ ବିଧାୟକ ବୃନ୍ଦାବନ ପାତ୍ରଙ୍କ ପରଲୋକ". Prameyanews7. 17 September 2019. Retrieved 13 March 2021.
  3. ୩.୦ ୩.୧ "Shri Brundaban Patra". odishaassembly.nic.in. Odisha Assembly. Retrieved 13 March 2021.
{{bottomLinkPreText}} {{bottomLinkText}}
ବୃନ୍ଦାବନ ପାତ୍ର
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?