For faster navigation, this Iframe is preloading the Wikiwand page for ମହେନ୍ଦ୍ର କୁମାର ମିଶ୍ର.

ମହେନ୍ଦ୍ର କୁମାର ମିଶ୍ର

ଡ. ମହେନ୍ଦ୍ର କୁମାର ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1969-12-04) ୪ ଡିସେମ୍ବର ୧୯୬୯ (ବୟସ ୫୪)
ବୃତ୍ତିପ୍ରାବନ୍ଧିକ, ଲୋକସଂସ୍କୃତି ଗବେଷକ
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ଶିକ୍ଷାସାହିତ୍ୟରେ ସ୍ନାତକୋତ୍ତର (୧୯୮୩)
ସାହିତ୍ୟ ଓ ଲୋକକଥାରେ ଡକ୍ଟରେଟ୍ (Ph.D.) (୧୯୮୭) []
ସାହିତ୍ୟ କୃତିକଳାହାଣ୍ଡିର ଲୋକସଂସ୍କୃତି
ପଶ୍ଚିମ ଓଡ଼ିଶାର ଲୋକସଂସ୍କୃତି
ଲୋକସଂସ୍କୃତି ପରିକ୍ରମା
ଫୋକ୍ ସଂଗ୍ସ୍ ଅଫ୍ କଳାହାଣ୍ଡି (Folksongs of Kalahandi)
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୯

ମହେନ୍ଦ୍ର କୁମାର ମିଶ୍ର ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ଓଡ଼ିଆ ପ୍ରାବନ୍ଧିକ । ସେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଅନେକ ପୁସ୍ତକ ଲେଖିଛନ୍ତି । ତାଙ୍କ ଗବେଷଣା, ଅଧ୍ୟୟନ ଓ ସାହିତ୍ୟ କୃତି ସବୁ ମୁଖ୍ୟତଃ ପଶ୍ଚିମ ଓଡ଼ିଶାର (ବିଶେଷ କରି କଳାହାଣ୍ଡିର) ଲୋକକଥା, ଲୋକସଂସ୍କୃତି, ଲୋକଗୀତ, ଆଦିମ ଜନଜାତି ଉପରେ ପର୍ଯ୍ୟବସିତ । ଆଦିମ ଜନଜାତିର ଲୋକଙ୍କୁ ଶିକ୍ଷା ପ୍ରଦାନ ଦିଗରେ ମଧ୍ୟ ସେ କାର୍ଯ୍ୟ କରିଆସିଛନ୍ତି ।

ତାଙ୍କ ଲିଖିତ କଳାହାଣ୍ଡିର ଲୋକସଂସ୍କୃତି ପାଇଁ ତାଙ୍କୁ ୧୯୯୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ କରାଯାଇଥିଲା । ତାଙ୍କ ଲେଖା ପ୍ରବନ୍ଧ ଓ ସମାଲୋଚନା ବର୍ଗରେ ପୁରସ୍କୃତ ହୋଇଥିଲା ।

କର୍ମ ଜୀବନ

[ସମ୍ପାଦନା]

ଓଡ଼ିଶା ଓ ମଧ୍ୟ ଭାରତର ବିଭିନ୍ନ ଲୋକକଥା, ଲୋକଗୀତ ଓ ଲୋକସଂସ୍କୃତି ବିଷୟରେ ଗବେଷଣା କରିବାରେ ମହେନ୍ଦ୍ର କୁମାର ମିଶ୍ର ନିଜକୁ ନିୟୋଜିତ ରଖିଆସିଛନ୍ତି । ସେ ଆଦିମ ଗୋଣ୍ଡ ଜନଜାତିର ବିଭିନ୍ନ ଲୋକକଥାର ବିଶ୍ଳେଷଣ ମଧ୍ୟ କରିଛନ୍ତି । ଆଦିମ ଜନଜାତିଙ୍କ ମହଲରେ ପ୍ରଚଳିତ ରାମାୟଣମହାଭାରତର କଥାମାନଙ୍କ ସଂକଳନ ସେ ବିଭିନ୍ନ ଲେଖା ମାଧ୍ୟମରେ ପରିପ୍ରକାଶ କରିଛନ୍ତି । କଳାହାଣ୍ଡିର କନ୍ଧ ଜନଜାତିର ଲୋକଙ୍କ ପବିତ୍ର ସ୍ଥଳ ଓ କନ୍ୟାଭ୍ରୁଣ ହତ୍ୟା ସମ୍ପର୍କିତ ପରିସଂଖ୍ୟାନ ତାଙ୍କ ଗବେଷଣା ଓ ତୀକ୍ଷ୍ଣ ଅନୁଶୀଳନର ନିଦର୍ଶନ ।[]

ସେ ଲକ୍ଷ୍ନୌସ୍ଥିତ ଏଥ୍ନୋଗ୍ରାଫିକ୍ ଓ ଫୋକ୍ କଲ୍‍ଚର୍ ସୋସାଇଟି (Ethnographic and Folk Culture Society), ଚେନ୍ନାଇସ୍ଥିତ ଇନଷ୍ଟିଟ୍ୟୁଟ୍ ଅଫ୍ ଏସିଆନ୍ ଷ୍ଟଡିଜ୍ (Institute of Asian Studies), କଟକସ୍ଥିତ ଇନଷ୍ଟିଟ୍ୟୁଟ୍ ଅଫ୍ ଓଡ଼ିଆ ଷ୍ଟଡ଼ିଜ୍ (Institute of Oriya Studies) ପ୍ରଭୃତି ଅନୁଷ୍ଠାନର ସଦସ୍ୟ ।[]

ରଚନାବଳୀ

[ସମ୍ପାଦନା]
ପୁସ୍ତକ ପ୍ରକାଶନ ବର୍ଷ ପ୍ରକାଶକ
ପଶ୍ଚିମ ଓଡ଼ିଶାର ଲୋକସଂସ୍କୃତି ୧୯୯୦ ଫ୍ରେଣ୍ଡସ୍ ପବ୍ଲିଶର୍ସ୍, କଟକ []
ଲୋକସଂସ୍କୃତି ପରିକ୍ରମା ୧୯୯୬ ଗ୍ରନ୍ଥ ମନ୍ଦିର, ବିନୋଦ ବିହାରୀ, କଟକ
ଭିଜନିଂ ଫୋକ୍ଲୋର୍
(ମୂଳ ଇଂରାଜୀ : Visioning Folklore)
୨୦୦୨ ଲାର୍କ୍ ବୁକ୍ସ୍
Folksongs of Kalahandi (ଅର୍ଥ - କଳାହାଣ୍ଡିର ଲୋକଗୀତ) ୧୯୮୯ କ୍ୟାପିଟାଲ ଷ୍ଟୁଡେଣ୍ଟସ୍ ଷ୍ଟୋର୍, ଭୁବନେଶ୍ୱର
କଳାହାଣ୍ଡିର ଲୋକସଂସ୍କୃତି ୧୯୯୬
କୁଡୁମୀ ଲୋକକଥା (ଆଦିକନ୍ଦ ମହାନ୍ତଙ୍କ ସହ ମିଳିତ ଭାବେ) ୧୯୯୯ ଶିକ୍ଷା ସନ୍ଧାନ
କଳାହାଣ୍ଡିର ବୀର ଗାଥା (ଶିଶୁ ସାହିତ୍ୟ) ୧୯୯୯ ଶିକ୍ଷା ସନ୍ଧାନ
ଲୋକସଂସ୍କୃତିବିତ୍ ନୀଳକଣ୍ଠ ୧୯୯୦
ପଶ୍ଚିମ ଓଡ଼ିଶାର ଆଦିବାସୀ ଲୋକସଂସ୍କୃତି ୧୯୯୨
Oral Epics of Kalahandi (ଓରାଲ୍ ଏପିକ୍ସ୍ ଅଫ୍ କଳାହାଣ୍ଡି) ୨୦୦୮
Folklore Study in Orissa : A Synoptic View ୧୯୯୧ The Souvenir of National Seminar on Folklore Studies in India, Bhubaneswar

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]

କଳାହାଣ୍ଡିର ଲୋକସଂସ୍କୃତି ପାଇଁ ମହେନ୍ଦ୍ର କୁମାର ମିଶ୍ରଙ୍କୁ ୧୯୯୯ ମସିହାରେ ପ୍ରବନ୍ଧ ଓ ସମାଲୋଚନା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ କରାଯାଇଥିଲା ।[]

ତାଙ୍କ ଲିଖିତ ପଶ୍ଚିମ ଓଡ଼ିଶାର ଲୋକସଂସ୍କୃତି ପାଇଁ ସେ ୧୯୯୨ ମସିହାର ଭୁବନେଶ୍ୱର ପୁସ୍ତକ ମେଳାରେ “ସାହିତ୍ୟ ପୁରସ୍କାର”ଦ୍ୱାରା ସମ୍ମାନିତ ହୋଇଥିଲେ ।[]

  1. ୧.୦ ୧.୧ ୧.୨ ୧.୩ Visioning Folklore. Lark Books.
  2. http://shodhganga.inflibnet.ac.in/bitstream/10603/202740/14/14_bibliography.pdf
  3. "Odisha Sahitya Akademi". odishasahityaakademi.org. Retrieved 21 February 2019.
{{bottomLinkPreText}} {{bottomLinkText}}
ମହେନ୍ଦ୍ର କୁମାର ମିଶ୍ର
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?