For faster navigation, this Iframe is preloading the Wikiwand page for ମହାଧମନୀ ସ୍ଥାନାନ୍ତରଣ.

ମହାଧମନୀ ସ୍ଥାନାନ୍ତରଣ

Transposition of the great arteries
Congenital heart defect - transposition, transposition of the great vessels (TGV)[]
Illustration of transposition of the great arteries
ବିଭାଗCardiac surgery
ଲକ୍ଷଣD-TGA: Bluish skin, fast breathing, poor feeding, heart murmur in first month of life[][]
L-TGA: Presents later in life with heart failure[]
ଆକ୍ରାନ୍ତ ସମୟPresent at birth[]
କାରଣUnknown[]
ବିପଦ କାରକOlder mother, genetics, maternal diabetes, alcohol, smoking, exposure to rubella during pregnancy[]
ରୋଗ ନିର୍ଣ୍ଣୟ ପଦ୍ଧତିUltrasound[]
ସଠିକ ରୋଗ ନିର୍ଣ୍ଣୟTetralogy of Fallot, truncus arteriosus, tricuspid atresia[]
ଔଷଧOxygen, prostaglandin E1[]
ଚିକିତ୍ସାSurgery[]
ପୁନଃପୌନିକ1 in 3,400 newborns[]

ମହାଧମନୀ ସ୍ଥାନାନ୍ତରଣ (ଇଂରାଜୀରେ Transposition of the great arteries/ TGA ) ଏକ ଜନ୍ମଗତ ହୃତ୍‌ପିଣ୍ଡ ସମ୍ପର୍କୀୟ ତୃଟି ଯେଉଁଥିରେ ଆଓର୍ଟା ବା ମହାଧମନୀ ଏବଂ ଫୁସଫୁସ ଧମନୀଦ୍ୱୟର ସ୍ଥାନାନ୍ତର ହୋଇଥାଏ | [] ଏହାର ଦୁଇଟି ମୁଖ୍ୟ ପ୍ରକାର ଥାଏ ଯଥା:- ଡେକ୍ସଟ୍ରୋ-ଟିଜିଏ ଏବଂ ଲେଭୋ-ଟଜିଏ ।[] ଡେକ୍ସଟ୍ରୋ-ଟିଜିଏ ରୋଗରେ ସାଧାରଣତଃ ଚର୍ମ ନୀଳ ଦେଖାଯାଏ, ଦୃତ ଶ୍ୱାସକ୍ରିୟା ହୁଏ ଓ ଜୀବନର ପ୍ରଥମ ମାସରେ ହୃତ୍‌ପିଣ୍ଡର ମରମର ଧ୍ୱନୀ ଶୁଣାଯାଏ ।[] []ଲେଭୋ-ଟଜିଏରେ ଜୀବନର ଶେଷ ଭାଗ ପର୍ଯ୍ୟନ୍ତ ଲକ୍ଷଣ ପର୍ଯ୍ୟନ୍ତ ଲକ୍ଷଣ ସୃଷ୍ଟି ନହୋଇ ଶେଷରେ ହୃଦ୍‌ପାତ ହୋଇପାରେ | []

ଏହାର କାରଣ ସାଧାରଣତଃ ପଡ଼ିନାହିଁ | [] ବୟସ୍କ ମାତା, ଜେନେଟିକ୍ସ, ମାତୃ ମଧୁମେହ, ମଦ୍ୟପାନ, ଧୂମପାନ ଏବଂ ଗର୍ଭାବସ୍ଥାରେ ରୁବେଲା ରୋଗ ଇତ୍ୟାଦି ଏହାର ବିପଦ କାରକ ଅଟନ୍ତି ।[] ଭେଣ୍ଟ୍ରିକୁଲାର ସେପ୍ଟାଲ୍ ତ୍ରୁଟି, ଆଟ୍ରିଆଲ୍ ସେପ୍ଟାଲ୍ ତ୍ରୁଟି କିମ୍ବା ଫୁସଫୁସ ସ୍ଟେନୋସିସ ଭଳି ଅନ୍ୟ ହୃଦୟର ତ୍ରୁଟି ସହିତ ଜଡ଼ିତ ହୋଇଥାଏ ।[] [] ଅଲଟ୍ରାସାଉଣ୍ଡ ମାଧ୍ୟମରେ ଜନ୍ମ ପୂର୍ବରୁ କିମ୍ବା ପରେ ରୋଗ ନିର୍ଣ୍ଣୟ ହୋଇପାରେ | []

ଡେକ୍ସଟ୍ରୋ-ଟିଜିଏ ଥିଲେ ସାଧାରଣତଃ ଜୀବନର ପ୍ରଥମ ମାସରେ ଅସ୍ତ୍ରୋପଚାର କରାଯାଏ | [] ଅସ୍ତ୍ରୋପଚାର କରିବା ପର୍ଯ୍ୟନ୍ତ ଅମ୍ଳଜାନ ଚିକିତ୍ସା, ପ୍ରୋଷ୍ଟାଗ୍ଲାଡିନ ଇ୧, କିମ୍ବା ବେଲୁନ ଆଟ୍ରିଆଲ ସେପ୍ଟୋଷ୍ଟୋମି ମାଧ୍ୟମରେ ଶିଶୁର ଅବସ୍ଥା ସ୍ଥିର ରଖିବା ପାଇଁ ଚେଷ୍ଟା କରାଯାଏ | [] ଜୀବନର ପରବର୍ତ୍ତୀ କାଳରେ କେତେକ ରୋଗୀଙ୍କର ହୃତ୍‌ପିଣ୍ଡ ପ୍ରତିରୋପଣ ଆବଶ୍ୟକ ହୁଏ | [] ଡେକ୍ସଟ୍ରୋ-ଟିଜିଏ ରୋଗରେ ଅସ୍ତ୍ରୋପଚାର କଲେ ଫଳାଫଳଗୁଡ଼ିକ ଆପେକ୍ଷାକୃତ ଭଲ ହୁଏ ଓ ବଞ୍ଚିବାର ହାର ୯୦%ରୁ ଅଧିକ ହୁଏ | []

୩,୪୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣକର ଡେକ୍ସଟ୍ରୋ-ଟିଜିଏ ରୋଗ ଥିବା ଦେଖାଯାଏ ।[] ସ୍ୟାନୋସିସ ସୃଷ୍ଟି କରୁଥିବା ରୋଗମାନଙ୍କ ମଧ୍ୟରେ ଟେଟ୍ରୋଲୋଜି ଅଫ ଫ୍ୟାଲଟ ପରେ ହୃତ୍‌ପିଣ୍ଡ ଜନ୍ମ ତ୍ରୁଟି ସମ୍ପର୍କୀୟ ଦ୍ୱିତୀୟ ହୃତ୍‌ପିଣ୍ଡ ରୋଗ ହୋଇଥାଏ ।[] ଲେଭୋ- ଟିଜିଏ ଅପେକ୍ଷା ଡେକ୍ସଟ୍ରା-ଟିଜିଏ ଅଧିକ ସାଧାରଣ ସାଧାରଣ ରୋଗ ଅଟେ | [] ଟିଜିଏ ରୋଗ ପ୍ରଥମେ ୧୭୯୭ ମସିହାରେ ମାଥ୍ୟୁ ବେଲିଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା | []  

  1. "Transposition of the Great Arteries - Minnesota Department of Health". www.health.state.mn.us. Retrieved 28 February 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Szymanski, MW; Moore, SM; Kritzmire, SM; Goyal, A (January 2021). "Transposition Of The Great Arteries". PMID 30860704. ((cite journal)): Cite journal requires |journal= (help)
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ "Congenital Heart Defects - dextro-Transposition of the Great Arteries". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 22 November 2019. Retrieved 28 February 2021.
  4. ୪.୦ ୪.୧ Transposition of the great arteries - Symptoms and causes (in ଇଂରାଜୀ). Mayo Clinic. Retrieved 28 February 2021.
  5. Warnes, Carole A. (2006). "Transposition of the Great Arteries". Circulation. 114 (24): 2699–2709. doi:10.1161/circulationaha.105.592352. PMID 17159076.
  6. Warnes, Carole A. (2006). "Transposition of the Great Arteries". Circulation. 114 (24): 2699–2709. doi:10.1161/circulationaha.105.592352. PMID 17159076.
  7. Coley, Brian D. (2013). Caffey's Pediatric Diagnostic Imaging E-Book (in ଇଂରାଜୀ). Elsevier Health Sciences. p. 858. ISBN 978-1-4557-5360-4.
  8. Perloff, Joseph K.; Marelli, Ariane (2012). Perloff's Clinical Recognition of Congenital Heart Disease: Expert Consult - Online and Print (in ଇଂରାଜୀ). Elsevier Health Sciences. p. 472. ISBN 978-1-4377-1618-4.
{{bottomLinkPreText}} {{bottomLinkText}}
ମହାଧମନୀ ସ୍ଥାନାନ୍ତରଣ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?