For faster navigation, this Iframe is preloading the Wikiwand page for ଅମ୍ଳଜାନ ଚିକିତ୍ସା.

ଅମ୍ଳଜାନ ଚିକିତ୍ସା

ଅମ୍ଳଜାନ ଚିକିତ୍ସା
A person wearing a simple face mask
Clinical data
Synonymssupplemental oxygen, enriched air
AHFS/Drugs.comFDA Professional Drug Information
Routes of
administration
inhaled
Drug classmedical gas
ATC code
Identifiers
CAS Number
ChemSpider
  • none
Chemical and physical data
FormulaO2

ଅମ୍ଳଜାନ ଚିକିତ୍ସା (ଇଂରାଜୀ ଭାଷାରେ Oxygen therapy, ଅନ୍ୟ ନାମ ଅମ୍ଳଜାନ ପରିପୂରକ/ ସପ୍ଲିମେଣ୍ଟାଲ ଅକ୍ସିଜେନ) ଏକ ପ୍ରକାର ବ୍ୟବସ୍ଥା ଯେଉଁଥିରେ ଅମ୍ଳଜାନକୁ (oxygen) କେତେକ ରୋଗର ଡାକ୍ତରୀ ଚିକିତ୍ସାରେ (medical treatment) ବ୍ୟବ‌ହାର କରାଯାଏ ।[] ଏହି ରୋଗ‌ଗୁଡ଼ିକର ନାମ ହାଇପୋକ୍‌ସିଆ (low blood oxygen), କାର୍ବନ ମୋନୋକ୍‌ସାଇଡ ବିଷକ୍ରିୟା (carbon monoxide toxicity), କ୍ଲସ୍ଟର ମୁଣ୍ଡବଥା (cluster headaches) ଓ ନାସା-ନିଶ୍ଚେତକ ଦେବା ସମୟରେ ଯଥେଷ୍ଟ ଅମ୍ଲଜାନ ନିମନ୍ତେ ଏହା ଦିଆଯାଏ ।[] ସିଓପିଡିସିସ୍ଟିକ୍ ଫାଇବ୍ରୋସିସ୍ ରୋଗମାନଙ୍କରେ ଦୀର୍ଘକାଳ ନିମନ୍ତେ ଏହା ଦିଆଯାଏ । [][] ଅନେକ ଉପାୟରେ ଅମ୍ଳଜାନ ଦିଆଯାଏ ଯେପରିକି ନାଜାଲ କାନୁଲା (nasal cannula), ରେସ୍ପିରେଟର (face mask) ଓ ହାଇପରବାରିକ ଚାମ୍ବର (hyperbaric chamber)।[][]

ଶରୀରର ଜୀବକୋଷ ମେଟାବୋଲିଜ୍ମ (cell metabolism) ବା ଚୟାପଚୟ ନିମନ୍ତେ ଅମ୍ଳଜାନ ଆବଶ୍ୟକ ।[] ଅତ୍ୟଧିକ ସାନ୍ଦ୍ରତା ବିଶିଷ୍ଟ ଅମ୍ଳଜାନ ଫୁସଫୁସର କ୍ଷତି ସାଧନ କରେ ଅଥବା ସମ୍ବେଦନଶୀଳ କେଶ୍‌ରେ ଶ୍ୱାସକ୍ରିୟା ଫେଲ ହୁଏ ଯାହାକୁ ଅମ୍ଲଜାନ ବିଷକ୍ରିୟା (oxygen toxicity) ନାମ ଦିଆଯାଏ ।[][] ଅମ୍ଳଜାନ ପରିପୃକ୍ତି ଅଧିକ ହେଲେ ନିଆଁ ଧରିପକାଏ ବିଶେଷତଃ ଧୂମ୍ରପାନ କରୁଥିଲେ; ଉପ‌ଯୁକ୍ତ ହ୍ୟୁମିଡିଫିକେସନ ନଥିଲେ ନାକ ଶୁଖିଯାଏ ।[] ରୋଗ ଅନୁସାରେ ଅମ୍ଲଜାନ ପରିପୃକ୍ତିର (oxygen saturation) ଟାରଗେଟ ସୁପାରିସ କରାଯାଏ ।[] ଅଧିକାଂଶ କେଶ୍‌ରେ ୯୪ରୁ ୯୮% ପରିପୃକ୍ତି ବା ସାଚୁରେସନ ସୁପାରିସ କରାଯାଏ; ଅଙ୍ଗାରକାମ୍ଳ ଧାରଣ (carbon dioxide retention) ସଙ୍କଟ ଥିଲେ ୮୮ରୁ ୯୨% ସାଚୁରେସନ ପସନ୍ଦ କରାଯାଏ; ହୃଦ୍‌ରୋଧ ବା କାର୍ବନ ମୋନୋକ୍ସାଇଡ ବିଷକ୍ରିୟା ଥିଲେ ଯେତେ ସମ୍ଭବ ଅଧିକ ସାଚୁରେସନ କରାଯାଏ ।[] ବାୟୁମଣ୍ଡଳରେ ଅମ୍ଳଜାନ ୨୧% ଥାଏ କିନ୍ତୁ ଚିକିତ୍ସାରେ ଏହାକୁ ୧୦୦%କୁ ବୃଦ୍ଧି କରାଯାଇପାରେ ।[]

ଚିକିତ୍ସା କ୍ଷେତ୍ରରେ ଅମ୍ଳଜାନ ସନ ୧୯୧୭ରୁ ସାଧାରଣ ଭାବରେ ଆରମ୍ଭ କରାଗଲା ।[][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୦] ଘରୋଇ ଅମ୍ଳଜାନର (home oxygen) ମୂଲ୍ୟ ବ୍ରାଜିଲରେ ପ୍ରାୟ ୧୫୦ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ୪୦୦ ଆମେରିକୀୟ ଡଲାର ।[] ଅମ୍ଳଜାନ ଟ୍ୟାଙ୍କ (oxygen tanks) ବା ଅମ୍ଳଜାନ କନସେଣ୍ଟ୍ରେଟର (oxygen concentrator) ସାହାଯ୍ୟରେ ଘରୋଇ ଅମ୍ଳଜାନ ସରବରାହ କରାଯାଏ ।[] ବିକଶିତ ପୃଥିବୀରେ (developed world) ଅମ୍ଳଜାନ ଅତି ସାଧାରଣ ଭାବରେ ଡାକ୍ତରଖାନାରେ ବ୍ୟବ‌ହାର କରାଯାଏ ।[୧୧][]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ British national formulary : BNF 69 (69 ed.). British Medical Association. 2015. pp. 217–218, 302. ISBN 9780857111562.
  2. ୨.୦ ୨.୧ WHO Model Formulary 2008 (PDF). World Health Organization. 2009. p. 20. ISBN 9789241547659. Retrieved 8 December 2016.
  3. ୩.୦ ୩.୧ Jamison, Dean T.; Breman, Joel G.; Measham, Anthony R.; Alleyne, George; Claeson, Mariam; Evans, David B.; Jha, Prabhat; Mills, Anne; Musgrove, Philip (2006). Disease Control Priorities in Developing Countries (in ଇଂରାଜୀ). World Bank Publications. p. 689. ISBN 9780821361801.
  4. Macintosh, Michael; Moore, Tracey (1999). Caring for the Seriously Ill Patient 2E (in ଇଂରାଜୀ) (2 ed.). CRC Press. p. 57. ISBN 9780340705827.
  5. Dart, Richard C. (2004). Medical Toxicology (in ଇଂରାଜୀ). Lippincott Williams & Wilkins. pp. 217–219. ISBN 9780781728454.
  6. Peate, Ian; Wild, Karen; Nair, Muralitharan (2014). Nursing Practice: Knowledge and Care (in ଇଂରାଜୀ). John Wiley & Sons. p. 572. ISBN 9781118481363.
  7. ୭.୦ ୭.୧ Martin, Lawrence (1997). Scuba Diving Explained: Questions and Answers on Physiology and Medical Aspects of Scuba Diving (in ଇଂରାଜୀ). Lawrence Martin. p. H-1. ISBN 9780941332569.
  8. Agasti, T. K. (2010). Textbook of Anesthesia for Postgraduates (in ଇଂରାଜୀ). JP Medical Ltd. p. 398. ISBN 9789380704944.
  9. Rushman, Geoffrey B.; Davies, N. J. H.; Atkinson, Richard Stuart (1996). A Short History of Anaesthesia: The First 150 Years (in ଇଂରାଜୀ). Butterworth-Heinemann. p. 39. ISBN 9780750630665.
  10. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  11. Wyatt, Jonathan P.; Illingworth, Robin N.; Graham, Colin A.; Hogg, Kerstin; Robertson, Colin; Clancy, Michael (2012). Oxford Handbook of Emergency Medicine (in ଇଂରାଜୀ). OUP Oxford. p. 95. ISBN 9780191016059.
{{bottomLinkPreText}} {{bottomLinkText}}
ଅମ୍ଳଜାନ ଚିକିତ୍ସା
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?