For faster navigation, this Iframe is preloading the Wikiwand page for ଆଜନ୍ମ ତୃଟି.

ଆଜନ୍ମ ତୃଟି


ଆଜନ୍ମ ତୃଟି (Birth defect)
କନ‌ଜେନିଟାଲ ଡିଜଅର୍ଡ଼ର (Congenital disorder), କନ‌ଜେନିଟାଲ ଡିଜିଜ (congenital disease), କନ‌ଜେନିଟାଲ ଡିଫର୍ମିଟି (congenital deformity), କନ‌ଜେନିଟାଲ ଅସଙ୍ଗତି (congenital anomaly)[]
ସର୍ବାଧିକ ସାଧାରଣ ଡାଉନ ସିଣ୍ଡ୍ରୋମ (Down syndrome) ରୋଗ‌ଗ୍ରସ୍ତ ଏକ ବାଳକ []
ବିଭାଗମେଡିକାଲ ଜେନେଟିକ (Medical genetics), ଶିଶୁ ରୋଗ ବିଜ୍ଞାନ (pediatrics)
ଲକ୍ଷଣଶାରୀରିକ ଅକ୍ଷମତା (Physical disability), ବୌଦ୍ଧିକ ଅକ୍ଷମତା (intellectual disability), ବିକାଶ ଅକ୍ଷମତା (developmental disability)[]
ଆକ୍ରାନ୍ତ ସମୟଜନ୍ମରୁ ଥାଏ[]
କାରଣଜେନେଟିକ (Genetic, କେତେକ ଔଷଧ ବା ରାସାୟନିକ ଦ୍ରବ୍ୟ ପ୍ରଭାବ, ଗର୍ଭାବସ୍ଥାରେ କେତେକ ସଂକ୍ରମଣ []
ବିପଦ କାରକଫଲିକ ଏସିଡ (folic acid) ଅଭାବ, ମଦ୍ୟାପାନ (alcohol) ବା ଧୂମ୍ରପାନ (smoking), ଅଣନିୟନ୍ତ୍ରିତ ମଧୁମେହ, ୩୫ ବର୍ଷ ବୟସ ପରେ ମାଆ ହେବା [][]
ଚିକିତ୍ସାଥେରାପି (Therapy), ଔଷଧ, ଅପରେଶନ, ଆସିସ୍ଟିଭ ଟେକନୋଲୋଜି (assistive technology([]
ପୁନଃପୌନିକଯୁକ୍ତରାଷ୍ଟ୍ର ଆମେରିକାରେ ୩% ନବଜାତ []
ମୃତ୍ୟୁ ସାନ୍ଦ୍ରତା୬୨୮,୦୦୦ (୨୦୧୫)[]

ଆଜନ୍ମ ତୃଟି ବା ଜନ୍ମ ଦୋଷ ବା ଜନ୍ମଗତ ଅକ୍ଷମତା (ଇଂରାଜୀ ଭାଷାରେ birth defect, also known as a congenital disorder) ଏକ ରୋଗ ଯେଉଁଥିରେ ଯେଉଁ କାରଣରୁ ହେଉନା କାହିଁକି ଜନ୍ମରୁ ତୃଟି ଥାଏ । [] ଏହି ତୃଟି ଶାରୀରିକ ଅକ୍ଷମତା (Physical disability), ବୌଦ୍ଧିକ ଅକ୍ଷମତା (intellectual disability) ବା ବିକାଶ ଅକ୍ଷମତା (developmental disability) ହୋଇପାରେ ।[] ଅକ୍ଷମତା ସାମାନ୍ୟରୁ ସାଂଘାତିକ ପର୍ଯ୍ୟନ୍ତ ହୋଇପାରେ ।[] ଜନ୍ମ ଦୋଷ ଦୁଇ ପ୍ରକାର ଥାଏ ଯଥା:- ଗଠନ ମୂଳକ ଦୋଷ ଯେଉଁଥିରେ ଦେହର ଆକାର ସମସ୍ୟା ଥାଏ ଓ କାର୍ଯ୍ୟକାରୀ ଦୋଷ (functional disorder) ଯେଉଁଥିରେ ଦେହର ଅଂଶ କାମ କରିବାରେ ସମସ୍ୟା ଦେଖାଯାଏ ।[] କାର୍ଯ୍ୟକାରୀ ଦୋଷ ମଧ୍ୟରେ ମେଟାବୋଲିକ ରୋଗ (metabolic) ଓ ଅବକ୍ଷୟ (degenerative disorders) ରୋଗ ଥାଏ ।[] କେତେକ ରୋଗୀଙ୍କର ଉଭୟ ଗଠନ ମୂଳକ ଓ କାର୍ଯ୍ୟକାରୀ ଦୋଷ ଥାଏ ।[]

ଆଜନ୍ମ ତୃଟି ହେବାର କାରଣ ମଧ୍ୟରେ ଜେନେଟିକ (genetic) ବା କ୍ରୋମୋଜୋମ ରୋଗ (chromosomal disorders), କେତେକ ଔଷଧ ବା ରାସାୟନିକ ଦ୍ରବ୍ୟ ସଂସ୍ପର୍ଶ ବା କେତେକ ଗର୍ଭାବସ୍ଥାର ସଂକ୍ରମଣ (infections during pregnancy) ଦାୟୀ ହୁଅନ୍ତି ।[] ଫଲିକ ଏସିଡ (folic acid) ଅଭାବ, ମଦ୍ୟାପାନ (alcohol) ବା ଧୂମ୍ରପାନ (smoking), ଅଣନିୟନ୍ତ୍ରିତ ମଧୁମେହ, ୩୫ ବର୍ଷ ବୟସ ପରେ ମାଆ ହେବାରେ ଏହି ସଙ୍କଟ ସୃଷ୍ଟି ହୁଏ ।[][] କେତେକ କେଶ୍‌ରେ ଏକାଧିକ ସଙ୍କଟ କାରକ ଥିବା ଦେଖାଯାଏ ।[] ଏହି ରୋଗ ଜନ୍ମରୁ ଦେଇପାରେ ବା ନବଜାତ ସ୍କ୍ରିନିଙ୍ଗ ପରୀକ୍ଷା (screening tests) କରି ନିର୍ଣ୍ଣୟ କରାଯାଏ ।[୧୦] ପ୍ରାକ ପ୍ରସବ କାଳରେ ଅନେକ ତୃଟି ପ୍ରିନାଟାଲ ଟେଷ୍ଟଦ୍ୱାରା (prenatal tests) ଚିହ୍ନଟ ହୋଇପାରିବ ।[୧୦]

ତୃଟି ଅନୁସାରେ ଚିକିତ୍ସା କରାଯାଏ ।[] ଆବଶ୍ୟକାତ ଅନୁଯାୟୀ ଥେରାପି (Therapy), ଔଷଧ, ଅପରେଶନ, ଆସିସ୍ଟିଭ ଟେକନୋଲୋଜି (assistive technology କରାଯାଏ ।[] ସନ ୨୦୧୫ରେ ପ୍ରାୟ ୯୬ ନିୟୁତ ଲୋକଙ୍କର ଜନ୍ମ ତୃଟି ଥିଲା ।[୧୧] କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୩% ନବଜାତ ଶିଶୁଙ୍କଠାରେ ଏହା ଦେଖାଯାଏ ।[] ଏହି ଚିହ୍ନଟ ଫଳରେ ସନ ୧୯୯୦ରେ ୭୫୧,୦୦୦ ମୃତ୍ୟୁ ହୋଇଥିବା ସ୍ଥଳେ ସନ ୨୦୧୫ରେ ଏହା କମିଯାଏ ୬୨୮,୦୦୦ ମୃତ୍ୟୁ ହୋଇଛି । [୧୨][] ସର୍ବାଧିକ ମୃତ୍ୟୁ ଜନ୍ମଗତ ହୃତ୍‌ପିଣ୍ଡ ରୋଗ (congenital heart disease, ୩୦୩,୦୦୦), ତା'ପରେ ନିଉରାଲ ଟ୍ୟୁବ ତୃଟି (neural tube defects, ୬୫,୦୦୦) ଯୋଗୁ ହୁଏ ।[]

ଏହା ମଧ୍ୟ ଦେଖନ୍ତୁ

[ସମ୍ପାଦନା]
  1. Ruth A. Hannon (2010). Porth pathophysiology : concepts of altered health states (1st Canadian ed.). Philadelphia, PA: Wolters Kluwer Health/Lippincott Williams & Wilkins. p. 128. ISBN 978-1-60547-781-7.
  2. ୨.୦ ୨.୧ ୨.୨ "Birth Defects". Dec 15, 2015. Retrieved 17 Jan 2016.
  3. ୩.୦ ୩.୧ ୩.୨ ୩.୩ "Birth Defects: Condition Information". www.nichd.nih.gov. Retrieved 8 December 2017.
  4. ୪.୦ ୪.୧ "What causes birth defects?". www.nichd.nih.gov. Retrieved 8 December 2017.
  5. ୫.୦ ୫.୧ "How many people are affected by/at risk for birth defects?". www.nichd.nih.gov. Retrieved 8 December 2017.
  6. ୬.୦ ୬.୧ ୬.୨ ୬.୩ "Facts Birth Defects". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 7 September 2017. Retrieved 8 December 2017.
  7. ୭.୦ ୭.୧ ୭.୨ "What are the treatments for birth defects?". www.nichd.nih.gov. Retrieved 8 December 2017.
  8. ୮.୦ ୮.୧ ୮.୨ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281. ((cite journal)): |first1= has generic name (help)CS1 maint: numeric names: authors list (link)
  9. ୯.୦ ୯.୧ ୯.୨ "What are the types of birth defects?". www.nichd.nih.gov. Retrieved 8 December 2017.
  10. ୧୦.୦ ୧୦.୧ "How do health care providers diagnose birth defects?". www.nichd.nih.gov. Retrieved 8 December 2017.
  11. GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. ((cite journal)): |first1= has generic name (help)CS1 maint: numeric names: authors list (link)
  12. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990–2013: a systematic analysis for the Global Burden of Disease Study 2013". Lancet. 385 (9963): 117–71. doi:10.1016/S0140-6736(14)61682-2. PMC 4340604. PMID 25530442. ((cite journal)): |first1= has generic name (help)CS1 maint: numeric names: authors list (link)

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
{{bottomLinkPreText}} {{bottomLinkText}}
ଆଜନ୍ମ ତୃଟି
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?