For faster navigation, this Iframe is preloading the Wikiwand page for ଭୁବନେଶ୍ୱର ମିଶ୍ର.

ଭୁବନେଶ୍ୱର ମିଶ୍ର

ପଣ୍ଡିତ

ଭୁବନେଶ୍ୱର ମିଶ୍ର
ଜନ୍ମ(1927-07-15)୧୫ ଜୁଲାଇ ୧୯୨୭
ମୃତ୍ୟୁ୭ ମଇ ୧୯୯୩(1993-05-07) (ବୟସ ୬୫)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ, ବେହେଲା ବାଦକ, ସଙ୍ଗୀତ ସଂଯୋଜକ,
ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର
ଉଲ୍ଲେଖନୀୟ କୃତି
  • ସଙ୍ଗିନୀରେ ରାସ ରଙ୍ଗିନୀରେ
ପୁରସ୍କାର
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୭୯)
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୮୬)

ଭୁବନେଶ୍ୱର ମିଶ୍ର (୧୫ ଜୁଲାଇ ୧୯୨୭ - ୭ ମଇ ୧୯୯୩) [] ଜଣେ ଓଡ଼ିଶୀ ସଙ୍ଗୀତଜ୍ଞ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ବେହେଲା ବାଦକ ଥିଲେ । [] ହିନ୍ଦୁସ୍ତାନୀ, କର୍ଣ୍ଣାଟକୀ ଓ ଓଡ଼ିଶୀ ସଙ୍ଗୀତରେ ସେ ଦକ୍ଷ ଥିଲେ । ଭୁବନେଶ୍ୱର ସେ ୧୫ ଜୁଲାଇ ୧୯୨୭ରେ ପାରଳାଖେମୁଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ ।[] ଅଳ୍ପ କଥା କହୁଥିବାରୁ, ତାଙ୍କ ବାପା ନାମ ରଖିଥିଲେ "ମୁନି" ।

ବାଲ୍ୟକାଳରୁ ସେ ଶାସ୍ତ୍ରୀୟ ସଙ୍ଗୀତରେ ତାଲିମ ଲାଭ କରିଥିଲେ । ଦ୍ୱାରମ ଭେଙ୍କଟସ୍ୱାମୀ ନାଇଡୁ ଓ ଦ୍ୱାରମ ନରସିଂହ ରାଓ ନାଇଡୁଙ୍କଠାରୁ ଭୁବନେଶ୍ୱର ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ଶୈଳୀରେ ବେହେଲା ବାଦନ ଶିକ୍ଷା କରିଥିଲେ ।[] ଓଡ଼ିଶୀ ନୃତ୍ୟ ପାଇଁ ସେ ଗବେଷଣା କରି ଓଡ଼ିଶୀ ସଙ୍ଗୀତର ପାରମ୍ପରିକ ଶୈଳୀରେ ଅନେକ ପଲ୍ଲବୀ ରଚନା କରିଥିଲେ ।

ଗୁରୁ କେଳୁଚରଣ ମହାପାତ୍ରଙ୍କ[] ସହିତ ମିଶି ପଣ୍ଡିତ ଭୁବନେଶ୍ୱର ମିଶ୍ର ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପାଇଁ ବିଶ୍ୱବ୍ୟାପି ଆଦୃତି ଆଣି ପାରିଛନ୍ତି ।[] ଜୟଦେବଙ୍କ ଗୀତ ଗୋବିନ୍ଦରେ ସୂର ଦେଇ, ସେ ତାକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଦେଶ ବିଦେଶରେ ପହଞ୍ଚାଇ ପାରିଛନ୍ତି ।[]

ହରିପ୍ରସାଦ ଚୌରାଶିଆଙ୍କ ସହ ମିଶି ଭୁବନ-ହରି[] ନାମରେ ସେ ବହୁ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ କରିଛନ୍ତି ।[] ଆକାଶବାଣୀରେ ଚାକିରୀ କରୁଥିବାରୁ ଭୁବନେଶ୍ୱର ମିଶ୍ର 'ଶ୍ରୀକୁମାର' ନାମରେ ନିଜକୁ ସଙ୍ଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ପରିଚିତ କରାଉଥିଲେ ।[୧୦] ୭ ମଇ ୧୯୯୩ରେ ତାଙ୍କର ମୃତ୍ୟୁ ହୋଇଥିଲା ।[୧୧] ସଙ୍ଗୀତ ପ୍ରତି ପଣ୍ଡିତ ଭୁବନେଶ୍ୱର ମିଶ୍ରଙ୍କ ଅବଦାନକୁ ସମ୍ମାନ ଜଣାଇ ସୃତି ଅନୁଷ୍ଠାନ ତରଫରୁ ପ୍ରତିବର୍ଷ ପଣ୍ଡିତ ଭୁବନେଶ୍ୱର ମିଶ୍ର ମେମୋରିଆଲ ସମ୍ମାନ ପ୍ରଦାନ କରାଯାଇଥାଏ । [୧୨]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୯
  • କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୬[୧୩]
  1. BHUBANESWAR MISHRA REMEMBERED, Monday, 03 June 2013, PNS, in Bhubaneswar, The Pioneer.
  2. Asian Recorder. 1987.
  3. "Bhubaneswar Mishra remembered". The Pioneer. 3 June 2013. Retrieved 30 April 2015.
  4. ପଣ୍ଡିତ ଭୁବନେଶ୍ୱର ମିଶ୍ର, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ବିବରଣୀ
  5. Priyambada Mohanty Hejmadi; Ahalya Hejmadi Patnaik (1 January 2007). Odissi, an Indian classical dance form. Aryan Books International. ISBN 978-81-7305-324-5.
  6. http://www.narthaki.com/info/rmc/rmc7.html
  7. "ଆଜି ଜନ୍ମ ଦିନ". ସମ୍ବାଦ ୧୫/୦୭/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୦. Retrieved 15 July 2016.[permanent dead link]
  8. Mānnā De (1 January 2007). Memories Come Alive: An Autobiography. Penguin Books India. pp. 392–. ISBN 978-0-14-310193-2.
  9. http://www.newindianexpress.com/states/odisha/article121490.ece?service=print[permanent dead link]
  10. ପ୍ରଣବ, ଦାସ. "ଜଣେ ତେଜସ୍ୱୀ ପୁରୁଷ". ନିତିଦିନ 'ନଜର୍'. Retrieved 28 May 2017.[permanent dead link]
  11. "ଆର୍କାଇଭ୍ କପି". Archived from the original on 2013-12-12. Retrieved 2014-02-18. ((cite web)): Cite has empty unknown parameter: |1= (help)
  12. http://www.hindu.com/2007/12/24/stories/2007122456010300.htm
  13. "List of Awardees". Sangeet Natak Akademi Awards. Retrieved 15 March 2017.

ଅଧିକ ତଥ୍ୟ

[ସମ୍ପାଦନା]
{{bottomLinkPreText}} {{bottomLinkText}}
ଭୁବନେଶ୍ୱର ମିଶ୍ର
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?