For faster navigation, this Iframe is preloading the Wikiwand page for ହରିପ୍ରସାଦ ଚୌରାଶିଆ.

ହରିପ୍ରସାଦ ଚୌରାଶିଆ

ହରିପ୍ରସାଦ ଚୌରାଶିଆ
ଭୁବନେଶ୍ୱରରେ ଆୟୋଯିତ "ରାଜାରାଣୀ ସଙ୍ଗୀତ ମହୋତ୍ସବ ୨୦୧୫"ର ଦ୍ୱିତୀୟ ସଂଧ୍ୟାରେ ହରିପ୍ରସାଦ ଚୌରାଶିଆ
Background information
ଜନ୍ମ (1938-07-01) ୧ ଜୁଲାଇ ୧୯୩୮ (ବୟସ ୮୬)୧ ଜୁଲାଇ ୧୯୩୮
ଜନ୍ମସ୍ଥାନବାରାଣସି, ଉତ୍ତର ପ୍ରଦେଶ, ଭାରତ
ଶୈଳୀହିନ୍ଦୁସ୍ତାନି ସଙ୍ଗୀତ
ପେଷାସଙ୍ଗୀତ ନିର୍ଦ୍ଦେଶକ, ବଂଶୀ ବାଦକ
ବାଦ୍ୟଯନ୍ତ୍ରବଂସୀ
ୱେବସାଇଟହରିପ୍ରସାଦ ଚୌରାଶିଆ.କମ୍

ପଣ୍ଡିତ ହରିପ୍ରସାଦ ଚୌରାଶିଆ (ଜନ୍ମ ୧ ଜୁଲାଇ ୧୯୩୮) ଜଣେ ପ୍ରସିଦ୍ଧ ହିନ୍ଦୁସ୍ତାନି ସଙ୍ଗୀତ ବାଦକ ।[] ସେ ହିନ୍ଦୁସ୍ତାନି ବଂଶୀ ବାଦନ କରନ୍ତି ।

୨୦୧୫ରେ ଚୌରାଶିଆ
୨୦୧୧ରେ ଚୌରାଶିଆ
୨୦୦୭ରେ ଚୌରାଶିଆ
ଉସ୍ତାଦ୍ ଜାକିର୍ ହୁସେନ୍ଙ୍କ ସହିତ (୨୦୧୨)

ବାଲ୍ୟ ଜୀବନ

[ସମ୍ପାଦନା]

ହରିପ୍ରସାଦ ଚୌରାଶିଆ ଆଲ୍ଳାହାବାଦରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ପିତା ଜଣେ ମଲ୍ଲଯୋଦ୍ଧା ଥିଲେ । ତାଙ୍କୁ ୬ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ମା' ଇହଲିଳା ସମ୍ବରଣ କରିଥିଲେ । ପିତାଙ୍କ ଅଜ୍ଞାତସାରରେ ସେ ବଂଶୀବାଦନ ଶିକ୍ଷା ଗ୍ରହଣ କରୁଥିଲେ । ତାଙ୍କ ପିତା ଚାହୁଁଥିଲେ ତାଙ୍କୁ ଜଣେ ପହିଲିମାନ ଭାବେ ଦେଖିବାପାଇଁ । ସେ ପିତାଙ୍କ ସହିତ ସମୟ ସମୟରେ ଆଖଡାଶାଳରେ ତାଲିମ୍ ନେଉଥିଲେ । ତା ସହିତ ସେ ବଂଶୀବାଦନ ଶିକ୍ଷା ଗ୍ରହଣ କରୁଥିଲେ ଏବଂ ବନ୍ଧୁଙ୍କ ଘରେ ଅଭ୍ୟାସ କରୁଥିଲେ ।

କର୍ମଜୀବନ

[ସମ୍ପାଦନା]

ହରିପ୍ରସାଦ ଚୌରାଶିଆ ୧୫ ବର୍ଷ ବୟସରେ ତାଙ୍କ ପଡୋଶୀ ପଣ୍ଡିତ ରାଜାରାମଙ୍କଠାରୁ ବଂଶୀବାଦନ ଶିକ୍ଷା ଗ୍ରହଣ କରିଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ହରିପ୍ରସାଦ ଚୌରାଶିଆ, ଶାସ୍ତ୍ରୀୟ ସଙ୍ଗିତ ଗାୟିକା ଅନୁରାଧାଙ୍କୁ ବିବାହ କରିଛନ୍ତି ।[] ଏହି ଦମ୍ପତିଙ୍କ ଔରସରୁ ଏକମାତ୍ର ପୁତ୍ର ହେଉଛନ୍ତି ରାଜିବ ।[] ପ୍ରଥମ ପତ୍ନି ହେଉଛନ୍ତି କମଳା ଚୌରାଶିଆ ଏବଂ ତାଙ୍କର ଦୁଇ ପୁତ୍ର ହେଉଛନ୍ତି ଅଜୟ ଚୌରାଶିଆ, ବିନୟ ଚୌରାଶିଆ ।

ମାନସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ସଙ୍ଗୀତ ନାଟକ ଏକାଡେମୀ - ୧୯୮୪
  • କୋଣାର୍କ ସମ୍ମାନ - ୧୯୯୨
  • ପଦ୍ମ ଭୂଷଣ - ୧୯୯୨
  • ୟସ୍ ଭାରତୀ ସମ୍ମାନ - ୧୯୯୪
  • ପଦ୍ମ ବିଭୁଷଣ - ୨୦୦୦
  • ହାଫିଜ ଅଲି ଖାଁ ପୁରସ୍କାର - ୨୦୦୦
  • ଦିନାନାଥ ମଙ୍ଗେସକର ପୁରସ୍କାର - ୨୦୦୦
  • ପୁଣେ ପଣ୍ଡିତ ପୁରସ୍କାର - ୨୦୦୮ (ଦି ଆର୍ଟ୍ ଆଣ୍ଡ୍ ମ୍ୟୁଜିକ୍ ଫାଉଣ୍ଡେସନ, ପୁଣେ, ଭାରତ)
  • ଜାତୀୟ ମର୍ଯ୍ୟାଦା ଜନକ ପୁରସ୍କାର - ନାଦ ବିଦ୍ୟା ଭାରତି - ବିଶାଖା ମ୍ୟୁଜିକ୍ ଆଣ୍ଡ୍ ଡ୍ୟାନ୍ସ୍ ଏକାଡେମି, ଭାଇଜାଗ - ୨୦୦୯
  • Honoured by Dutch Royal family at Amsterdam,and was conferred with the title Officer in the Order of Orange-Nassau (“officier in de Orde van Oranje-Nassau”) and was honoured by Princess Maxima herself.[]
  • Ministry of Culture of the Republic of France.[] He has been appointed as Knight in the Order of Arts and Letter (“Ordres des Arts et Lettres”) in appreciation of the significant contribution he has made to spread culture in France and the rest of the World - 2009
  • Honorary Doctorate by the North Orissa University for his unparalleled role and contribution to the world of Indian Classical Music - 2009
  • ଅଫିସିଆଲ୍ ଆତ୍ମ ଜିବନୀ - "ଉଡ୍ୱିଣ୍ଡ୍ସ୍ ଅଫ୍ ଚେଞ୍ଜ୍" - ସୁଜିତ ସିଂ (୨୦୦୮)
  • "ହରିପ୍ରସାଦ ଚୌରାଶିଆ ଆଣ୍ଡ୍ ଦି ଆର୍ଟ୍ ଅଫ୍ ଇମ୍ପ୍ରୋଭାଇଜେସନ୍" - ହେନ୍ରି ଟର୍ନର []

ଆଲ୍‌ବମ୍

[ସମ୍ପାଦନା]

ବଲିଉଡ୍ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା

[ସମ୍ପାଦନା]

ପଣ୍ଡିତ ଶିବକୁମାର ଶର୍ମାଙ୍କ ମିଳିତ ସହଯୋଗରେ ସେ ବଲିଉଡ୍ ଚଳଚ୍ଚିତ୍ରରେ ସଙ୍ଗିତ ନିର୍ଦ୍ଦେଶନା ଦେଇଥିଲେ ।

  • ଚାନ୍ଦନି
  • ଡର୍
  • ଲମ୍‌ହେ
  • ସିଲସିଲା
  • ଫାସ୍‌ଲେ
  • ବିଜୟ
  • ସାହିବାନ୍

ତେଲୁଗୁ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା

[ସମ୍ପାଦନା]

ଚଳଚ୍ଚିତ୍ର "ଶିରିଭେନେଲା"ରେ ଏକ ଅନ୍ଧ ବଂସୀବାଦକ ଭୁମିକାରେ ଅଭିନେତା ଶର୍ବଦମନ ବାନାର୍ଜି ଅଭିନୟ କରିଥିଲେ ଏବଂ ତାଙ୍କ ପାଇଁ ହରିପ୍ରସାଦ ଚୌରାଶିଆ ବଂଶୀର ଧୁନ୍ ଦେଇଥିଲେ । ସଙ୍ଗୀତ ସଂଯୋଜନା କରିଥିଲେ କେ. ଭି. ମହାଦେବନ ।[]

ଇଂରାଜି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା

[ସମ୍ପାଦନା]
  • ୧୬ ଡେଜ୍ ଇନ୍ ଆଫ୍‌ଗାନିସ୍ତାନ
  1. http://timesofindia.indiatimes.com/life-style/parties/hyderabad/Hariprasad-Chaurasia-performs-in-Hyderabad/articleshow/5056274.cms
  2. http://www.whereincity.com/india/great-indians/artists/hariprasad-chaurasia.php
  3. "ଆର୍କାଇଭ୍ କପି". Archived from the original on 2016-01-16. Retrieved 2012-04-11. ((cite web)): Cite has empty unknown parameter: |1= (help)
  4. "ଆର୍କାଇଭ୍ କପି". Archived from the original on 2010-03-31. Retrieved 2012-04-11. ((cite web)): Cite has empty unknown parameter: |1= (help)
  5. http://hariprasadchaurasia.com/biography.htm
  6. http://timesofindia.indiatimes.com/entertainment/music/news-and-interviews/French-honour-for-flutist-Chaurasia/articleshow/6907170.cms
  7. http://timesofindia.indiatimes.com/entertainment/music/news-and-interviews/Playing-flute-like-practising-yoga/articleshow/6906123.cms
  8. http://listing-index.ebay.com/movies/Sirivennela.html

ଅଧିକ ତଥ୍ୟ

[ସମ୍ପାଦନା]
{{bottomLinkPreText}} {{bottomLinkText}}
ହରିପ୍ରସାଦ ଚୌରାଶିଆ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?