For faster navigation, this Iframe is preloading the Wikiwand page for ଚନ୍ଦ୍ରମଣି ଲେଙ୍କା.

ଚନ୍ଦ୍ରମଣି ଲେଙ୍କା

ଚନ୍ଦ୍ରମଣି ଲେଙ୍କା
Chandramani Lenka
ମୃତ୍ୟୁ୧୨ ସେପ୍ଟେମ୍ବର ୨୦୨୩(୨୦୨୩-୦୯-୧୨)
ଭାରତୀପୁର, ପୁରୀ
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତିଓଡ଼ିଶୀ ସଙ୍ଗୀତ ଗାୟକ
ଶୈଳୀଓଡ଼ିଶୀ ସଙ୍ଗୀତ

ଚନ୍ଦ୍ରମଣି ଲେଙ୍କା ଜଣେ ଓଡ଼ିଶୀ ସଙ୍ଗୀତ ଗାୟକ ଓ ଗୁରୁ ଥିଲେ ।[] ୨୦୧୯ ମସିହାରେ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ[] ଓ ୨୦୨୦ରେ ପଣ୍ଡିତ ଭୁବନେଶ୍ୱର ମିଶ୍ର ସ୍ମୃତି ସମ୍ମାନ ପୁରସ୍କାର ମିଳିଥିଲା ।

ସେ ଓଡ଼ିଶୀ ସଙ୍ଗୀତ ନାଟକ ଏକାଡେମୀରେ ଜଣେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ଏବଂ ସେଠାରୁ ଚାକିରୀ ଛାଡ଼ି ପୁରୀସ୍ଥିତ ସିଙ୍ଘାରୀ ଶାମସୁନ୍ଦର ସଙ୍ଗୀତ ମହାବିଦ୍ୟାଳୟର ଅଧକ୍ଷ ଭାବରେ କାର୍ଯ୍ୟ କରୁଥିଲେ ।[]

ସେ ଅଲ୍ ଇଣ୍ଡିଆ ରେଡିଓର ଜଣେ ନିୟମିତ ଗାୟକ ଥିଲେ ।[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ୨୦୧୯[][]
  • ପଣ୍ଡିତ ଭୁବନେଶ୍ୱର ମିଶ୍ର ସ୍ମୃତି ସମ୍ମାନ, ୨୦୨୦[]

ମୃତ୍ୟୁ

[ସମ୍ପାଦନା]

୨୦୨୩ ମସିହାର ସେପ୍ଟେମ୍ବର ୧୨ ତାରିଖରେ ତାଙ୍କ ବାସଭବନ ଭାରତୀପୁରଠାରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା ।[]

  1. ମହାରଥା, ପବିତ୍ର (February 2021). "ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସୁପାରିସ୍" (PDF). ଉତ୍କଳ ପ୍ରସଙ୍ଗ: 2. Retrieved 12 September 2023.[permanent dead link]
  2. Sahoo, Pradeep (27 August 2021). "Odisha Sangeet Natak Akademi Awards Announced For 2019 & 2020". Pragativadi (in ଆମେରିକୀୟ ଇଂରାଜୀ). Archived from the original on 12 September 2023. Retrieved 12 September 2023.
  3. ୩.୦ ୩.୧ ୩.୨ ନିଆଲ, ସୁବାଷ (30 August 2023). "ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ ପ୍ରଦାନ ସମାରୋହ: ଅନନ୍ତ ମହାପାତ୍ର ଓ କୁମ୍‌କୁମ୍ ମହାନ୍ତିଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ" (PDF). ସୂଚନା ଓ ଲୋକ ସଂପର୍କ ବିଭାଗ, ଓଡ଼ିଶା ସରକାର. Retrieved 12 September 2023.
  4. Himanshu (27 August 2021). "Odisha Sangeet Natak Akademi awards announced for 2019 and 2020: Complete list here". KalingaTV (in ଆମେରିକୀୟ ଇଂରାଜୀ). Archived from the original on 12 September 2023. Retrieved 12 September 2023.
  5. "ଚନ୍ଦ୍ରମଣି ଲେଙ୍କା ପାଇବେ 'ଭୁବନେଶ୍ୱର ମିଶ୍ର ସ୍ମୃତି ସମ୍ମାନ'". ଧରିତ୍ରୀ (ପୋର୍ଟାଲ୍). ଭୁବନେଶ୍ୱର. 7 February 2020. Archived from the original on 12 September 2023. Retrieved 12 September 2023.
  6. "Renowned Odissi guru Chandramani Lenka dead". United News of India (in ଇଂରାଜୀ). Puri. 11 September 2023. Archived from the original on 12 September 2023. Retrieved 12 September 2023.

ବାହାର ଆଧାର

[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ ଚନ୍ଦ୍ରମଣି ଲେଙ୍କା-ସମ୍ପର୍କିତ ମିଡ଼ିଆ

{{bottomLinkPreText}} {{bottomLinkText}}
ଚନ୍ଦ୍ରମଣି ଲେଙ୍କା
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?