For faster navigation, this Iframe is preloading the Wikiwand page for ଶ୍ରୀଭାଷ ଚନ୍ଦ୍ର ସୂପକାର.

ଶ୍ରୀଭାଷ ଚନ୍ଦ୍ର ସୂପକାର

ଶ୍ରୀଭାଷ ଚନ୍ଦ୍ର ସୂପକାର
ଜନ୍ମ୧୯୬୫
ଜାତୀୟତାଭାରତୀୟ
ପିତାମାତାଯଦୁନାଥ ସୂପକର
ପୁରସ୍କାରପଦ୍ମଶ୍ରୀ - ୨୦୧୬

ଶ୍ରୀଭାଷ ଚନ୍ଦ୍ର ସୂପକାର (ଜନ୍ମ: ୧୯୬୫),[] ଉତ୍ତର ପ୍ରଦେଶର ବାରଣାସୀରେ ଜନ୍ମିତ ଜଣେ ଓଡ଼ିଆ ଶାଢ଼ୀ ଡିଜାଇନର । ବନାରସୀ ରେଶମ ଶାଢ଼ୀର ଡିଜାଇନର ଭାବରେ କାର୍ଯ୍ୟ କରି, ସେ ୨୦୧୬ ମସିହାରେ ପଦ୍ମଶ୍ରୀ ପୁରସ୍କାର ଲାଭ କରିଛନ୍ତି ।

ଶ୍ରୀଭାଷଙ୍କ ପିତା ଯଦୁନାଥ ସୂପକାର ମଧ୍ୟ ଜଣେ ଶାଢ଼ୀ ଡିଜାଇନର ଥିଲେ । ସେ ୧୯୩୧ମସିହାରେ ସମ୍ବଲପୁରର ତାଲବ ଗାଁରେ ଜନ୍ମଗ୍ରହଣ କରିଥିଲେ ।[] ଶାନ୍ତିନିକେତନରୁ ଲଳିତ କଳା କ୍ଷେତ୍ରରେ ଶିକ୍ଷାଗ୍ରହଣ କରି, ସେ ଭାରତ ସରକାରଙ୍କ ବୁଣାକାର ସଂଘରେ ଚାକିରି କରୁଥିଲେ । ୧୯୫୯ମସିହାରେ ସେ ବାରଣାସୀକୁ ଆସିଥିଲେ ଓ ସେଠାକାର ବୁଣାକାର ସଂଘର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ । ବୁଣାକାର ସଂଘରେ କାର୍ଯ୍ୟ କରୁ କରୁ, ସେ ବାରଣାସୀର ବୁଣାକାରମାନଙ୍କୁ ପରାମର୍ଶ ଦେଉଥିଲେ ଓ ଶାଢି ବୁଣିବା ପାଇଁ, ନିଜ ଡିଜାଇନ ଦେଉଥିଲେ । ୧୯୯୩ ମସିହାରେ ଯଦୁନାଥ ସୂପକାରଙ୍କ ନିଧନ ହୋଇଥିଲା । ଉତ୍ତର ପ୍ରଦେଶ ସରକାରଙ୍କ ସୁପାରିଶ କ୍ରମେ ଯଦୁନାଥ ୧୯୮୫ ମସିହାରେ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିଲେ । ସେ ୧୯୬୨ ମସିହାରେ ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର ମଧ୍ୟ ଲାଭ କରିଥିଲେ ।[] ଶ୍ରୀଭାଷ, ବାରଣାସୀରେ ଜନ୍ମ ଗ୍ରହଣ କରିଥିଲେ ଓ ସେଠାରେ ବଢିଛନ୍ତି ।

ଶ୍ରୀଭାଷ, ବାପାଙ୍କଠାରୁ ଶାଢ଼ୀ ଡିଜାଇନ କଳା ଉତ୍ତରାଧିକାରୀ ସୂତ୍ରରେ ଲାଭ କରିଥିଲେ । ୧୯୯୫ ମସିହାରୁ, ସେ ବାରଣାସୀର ଲୁପ୍ତପ୍ରାୟ "ଗେଠୁଆ ପ୍ରଣାଳୀ" ଡିଜାଇନକୁ ପୁନରୁଦ୍ଧାର କରିବା କାର୍ଯ୍ୟ କରୁଛନ୍ତି । ଏଥିପାଇଁ ସେ ୧୯୯୫ ମସିହାରେ ଜାତୀୟ ପୁରସ୍କାର ମଧ୍ୟ ଲାଭ କରିଥିଲେ । ୨୦୦୯ରେ ଦିଲ୍ଲୀଠାରେ "କାଶୀ-କ୍ଲାଇଡୋସ୍କୋପି" ନାଁରେ ଏକ ପ୍ରଦର୍ଶନୀ କରି, ସେ ଲୋକଲୋଚନକୁ ଆସି ପାରିଥିଲେ ।[] ବାରଣାସୀରେ ସେ "ସୂପକାର ଡିଜାଇନ ଷ୍ଟୁଡିଓ" ପ୍ରତିଷ୍ଠା କରି, ନିଜ ଡିଜାଇନ ପ୍ରସ୍ତୁତି ଓ ବିକ୍ରୟ ବ୍ୟବସ୍ଥା କରିଛନ୍ତି । ବନାରସୀ ଓ ସମ୍ବଲପୁରୀ ଶାଢ଼ୀର ବିଲୟ କରି, କିଛି ନୂତନ ପ୍ରସ୍ତୁତ କରିବା ପାଇଁ ସେ ଆଗ୍ରହୀ ଅଛନ୍ତି ।[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. "MERIT CERTIFICATE". Craft Revival Trust. Archived from the original on 4 April 2016. Retrieved 18 February 2016.
  2. http://www.mediander.com/connects/47281137/jadunath-supakar/#!/topic/-/
  3. http://odisha.gov.in/e-magazine/orissaannualreference/ORA-2011/pdf/109-113.pdf
  4. http://www.thehindu.com/todays-paper/tp-national/tp-newdelhi/banarasi-brilliance-dazzles-delhi/article191852.ece
  5. ସମ୍ବାଦ ରବିବାର ୧୮/୦୨/୨୦୧୬ ପୃଷ୍ଠା ୬ http://sambadepaper.com/Details.aspx?id=231782&boxid=191251828. Retrieved 18 February 2016. ((cite news)): Missing or empty |title= (help)[permanent dead link]
  6. http://www.ndtv.com/india-news/padma-awards-2016-full-list-1269936
  7. http://www.hindustantimes.com/india/weaving-the-state-of-his-dreams/story-Wwc6TcEYuKtsk57DB4MycI.html
{{bottomLinkPreText}} {{bottomLinkText}}
ଶ୍ରୀଭାଷ ଚନ୍ଦ୍ର ସୂପକାର
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?