For faster navigation, this Iframe is preloading the Wikiwand page for କୃତାର୍ଥ ଆଚାର୍ଯ୍ୟ.

କୃତାର୍ଥ ଆଚାର୍ଯ୍ୟ

କୃତାର୍ଥ ଆଚାର୍ଯ୍ୟ
ଜନ୍ମ(1900-03-20)୨୦ ମାର୍ଚ୍ଚ ୧୯୦୦
ମୃତ୍ୟୁ୭ ମଇ ୧୯୭୯(1979-05-07) (ବୟସ ୭୯)
ବୈବାହିକ-ସାଥୀଚଞ୍ଚଳା ଆଚାର୍ଯ୍ୟ []
ସନ୍ତାନଆନନ୍ଦ ଆଚାର୍ଯ୍ୟ, ପ୍ରସନ୍ନ ଆଚାର୍ଯ୍ୟ
ପୁରସ୍କାରପଦ୍ମଶ୍ରୀ

କୃତାର୍ଥ ଆଚାର୍ଯ୍ୟ (୨୦ ମାର୍ଚ୍ଚ ୧୯୦୦ - ୭ ମଇ ୧୯୭୯)[] ଜଣେ ସମାଜସେବୀ ଥିଲେ ।[] ସେ ୧୯୫୪ ମସିହାରେ ସମ୍ବଲପୁରୀ ବସ୍ତ୍ରାଳୟ ନାମରେ ଏକ ତନ୍ତୁବାୟ ସମବାୟ ସମିତି ଗଠନ କରିଥିଲେ ।[][] ସମାଜସେବା ଓ ସମ୍ବଲପୁରୀ ବସ୍ତ୍ରର ଉନ୍ନତି ପାଇଁ ୧୯୬୫ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ।

ଜୀବନୀ

[ସମ୍ପାଦନା]

ଆଚାର୍ଯ୍ୟ, ୧୯୦୦ ମସିହାରେ ବରଗଡ଼ ଜିଲ୍ଲାର ଜବକାଟିକରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପରିବାରର ଆର୍ଥିକ ଦୁରାବସ୍ଥା ଯୋଗୁ, ତାଙ୍କର ବାଲ୍ୟକାଳ ଅସୁବିଧାରେ କଟିଥିଲା । ସେ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରିନଥିଲେ । ରୋଜଗାର ପାଇଁ, ସେ ଜଣେ ମୁସଲମାନ ବ୍ୟବସାୟୀଙ୍କ ପାଖରେ କାମ କରିବା ସହିତ ଶିକ୍ଷକତା ଆରମ୍ଭ କରିଥିଲେ । ମହାତ୍ମା ଗାନ୍ଧୀଙ୍କ "କାଟି ଖାଅ, କୁଟି ପିନ୍ଧ" କଥାକୁ ସେ ଅନୁସରଣ କରୁଥିଲେ । ବରଗଡ଼ର ଆମ୍ବପାଲିଠାରେ କିଛି ହରିଜନ ବୁଣାକାରଙ୍କ ଲୁଗାବୁଣାର ନୂତନ ବିଧି ଶିଖେଇଥିଲେ । ସମ୍ବଲପୁରୀ ବସ୍ତ୍ରାଳୟ ମାଧ୍ୟମରେ ସେ ବୁଣାକାରମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣି ପାରିଥିଲେ । "କୃଷକ ଟ୍ରେଡିଂ" କମ୍ପାନୀ ପ୍ରତିଷ୍ଠା କରି, କୃଷକମାନଙ୍କର ଉନ୍ନତି କରିଥିଲେ । ଗରିବ ଛାତ୍ରମାନଙ୍କର ଶିକ୍ଷା ପାଇଁ ସେ ବୃତ୍ତି ବ୍ୟବସ୍ଥା କରିଥିଲେ । ୧୯୪୫ରେ ବ୍ରିଟିଶ ସରକାର ତାଙ୍କୁ 'ରାୟ ବାହାଦୂର' ଉପାଧୀ ପ୍ରଓ ଦାନ କରିଥିଲେ । ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମଶ୍ରୀ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ଡି ଲିଟ ଉପାଧି ପ୍ରଦାନ କରାଯାଇଥିଲା ।

୧୯୭୯ ମସିହାରେ କୃତାର୍ଥ ଆଚାର୍ଯ୍ୟଙ୍କର ତିରୋଧାନ ଘଟିଥିଲା ।

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ରାୟ ବାହାଦୂର - ୧୯୪୫ (ବ୍ରିଟିଶ ସରକାର)
  • ପଦ୍ମଶ୍ରୀ - ୧୯୬୫
  • ଡି ଲିଟ - ସମ୍ବଲପୁର ବିଶ୍ୱବିଦ୍ୟାଳୟ[]
  1. "Acharya,Shri Prasanna". Retrieved 18 August 2015.
  2. "ବାନ୍ଧକଳାର ଅନନ୍ୟ ବିନ୍ଧାଣୀ". sakalaepaper.com. ୭ ମଇ ୨୦୨୧. p. ୨. Archived from the original on ୭ ମଇ ୨୦୨୧. Retrieved 7 May 2021. ((cite web)): Check date values in: |date= and |archivedate= (help)
  3. Laksha P. Swain (1 January 2006). Migration and Adjustment. Northern Book Centre. pp. 83–. ISBN 978-81-7211-211-0.
  4. "profile". Sambalpuri Bastralaya. Archived from the original on 5 March 2016. Retrieved 18 August 2015.
  5. ମିଶ୍ର, ତ୍ରିଲୋଚନ. "କିର୍ତ୍ତୀମାନ କର୍ମଯୋଗୀ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ" (May 2018): 38–39. Retrieved 16 September 2018. ((cite journal)): Cite journal requires |journal= (help)[permanent dead link]
  6. "ଆଜି ଶ୍ରଦ୍ଧବାର୍ଷିକୀ". No. ସମ୍ବାଦ ୦୭/୦୫/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 07.05.2021. Retrieved 7 May 2020. ((cite news)): Check date values in: |archivedate= (help)
{{bottomLinkPreText}} {{bottomLinkText}}
କୃତାର୍ଥ ଆଚାର୍ଯ୍ୟ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?