For faster navigation, this Iframe is preloading the Wikiwand page for ପ୍ରଫୁଲ୍ଲ କୁମାର ରଥ.

ପ୍ରଫୁଲ୍ଲ କୁମାର ରଥ

ପ୍ରଫୁଲ୍ଲ କୁମାର ରଥ
ଜନ୍ମ (1935-02-17) ୧୭ ଫେବୃଆରୀ ୧୯୩୫ (ବୟସ ୮୯)
ଖୁଟୁଲୁଗୁଡା, ଧର୍ମଗଡ, କଳାହାଣ୍ଡି
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ପିତାମାତା(s)ଗଙ୍ଗାଧର ରଥ, ଚଞ୍ଚଳା ଦେବୀ

ପ୍ରଫୁଲ୍ଲ କୁମାର ରଥ ( ଜନ୍ମ : ୧୭ ଫେବୃଆରୀ ୧୯୩୫) ଜଣେ ଓଡ଼ିଆ ନାଟ୍ୟକାର ।[][][][][] ୧୯୮୪ ମସିହାରେ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଓ ୧୯୯୭ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ । କିଛି ଓଡ଼ିଆ ଚଳଚ୍ଚିତ୍ରରେ ସେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ପ୍ରଫୁଲ୍ଲ ୧୯୩୫ ମସିହାରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ସବଡିଭିଜନ ଅନ୍ତର୍ଗତ ଖୁଟୁଲୁଗୁଡାରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ପିତାଙ୍କ ନାମ ଗଙ୍ଗାଧର ରଥ ଓ ମାତାଙ୍କ ନାମ ଚଞ୍ଚଳା ଦେବୀ ଥିଲା । ବାଲ୍ୟ ଜୀବନରୁ ପ୍ରଫୁଲ୍ଲ ନିଜ ଗାଁ ମାଟି, ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ରାମନବମୀ ଓ ଚଇତି ପର୍ବର ଲାଳିକା, ନବରଙ୍ଗ ସହିତ ଗାଁ ସୁଆଙ୍ଗ ଆଉ ରାମଲୀଳା ଦେଖ୍ ଦେଖ୍ ଏବଂ ୧୯୪୪ ବେଳକୁ ମହାରାଜ ପ୍ରତାପ କେଶରୀ ଦେଓଙ୍କ ପୃଷ୍ଠପୋଷକତାରେ ଉଦୟ ନାଟ୍ୟସଂଘର ମଞ୍ଚସ୍ଥ ଅନେକ ନାଟକ ଓ ୧୯୫୫ରେ ଭବାନୀପାଟଣା ଗସ୍ତରେ ଆସିଥିବା ଅନ୍ନପୂର୍ଣ୍ଣା ‘ଏ’ ଗୁପର ନାଟକ ସମୂହ ଦେଖି ପ୍ରଭାବିତ ହୋଇଥିଲେ ।

ନାଟ୍ୟକାର ଜୀବନ

[ସମ୍ପାଦନା]

ପ୍ରଫୁଲ୍ଲ ରଥ ପ୍ରାୟ ୭୦ଟି ନାଟକ ରଚନା କରିଛନ୍ତି । ଦୁଃଖିନୀ ନାଟକ ତାଙ୍କର ପ୍ରଥମ ଲିଖିତ ନାଟକ କିନ୍ତୁ ପ୍ରଥମ ମଞ୍ଚସ୍ଥ ନାଟକ ଥିଲା ରାଜମାଳା, ଯାହା ୧୯୫୬ରେ ଭବାନୀପାଟଣାର ବିଜୟ କୁବଦ୍ୱାରା ମଞ୍ଚସ୍ଥ ହୋଇଥିଲା ।

ରଚିତ ନାଟକ

[ସମ୍ପାଦନା]
  • ଦୁଃଖିନୀ
  • ରାଜମାଳା
  • ସ୍ୱର୍ଣ୍ଣ୍ଣଚମ୍ପା
  • ଆଜି ଓ କାଲି
  • କାହାର ଛାଇ[]
  • ଦେବଯାନୀ
  • ଶୂନ୍ୟ ଆକାଶ ଅମର ଆଖି
  • ଶବ ପଡ଼ିଛି
  • ପି.ଡବ୍ଲ୍ୟୁ.ଡ଼ି
  • ସହରରେ ଅଜଗର
  • ସ୍ୱର୍ଣ୍ଣ ମୟୁରୀ
  • ସ୍ୱର୍ଗକୁ ଯାଅ ହେ ପାପୀମାନେ
  • ମୁଁ ବାହା ହେବି
  • ପଳାତକ
  • ଯାହା କହିବି
  • ସ୍ୱର୍ଗର କ୍ଷମତା ଲଢେଇ
  • ସାତ ତାଳ ପାଣି[]

କଥାଚିତ୍ର ଜୀବନ

[ସମ୍ପାଦନା]

ସେ ଓଡ଼ିଆ ଚଳଚ୍ଚିତ୍ରରେ କାହାଣୀ, ଚିତ୍ରନାଟ୍ୟ ,ସଂଳାପ ଲେଖକ ଓ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି । ପ୍ରଫୁଲ୍ଲଙ୍କ ନିର୍ଦ୍ଦେଶିତ କିଛି ଓଡ଼ିଆ ଚଳଚ୍ଚିତ୍ର :

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]

୧୯୯୧ ମସିହାରେ ଶ୍ରୀଯୁକ୍ତ ରଥଙ୍କ ରଚିତ ବେତାର ହାସ୍ୟ ରସାତ୍ମକ ନାଟକ ‘ସ୍ୱର୍ଗର କ୍ଷମତା ଲଢେଇ’ ଜାତୀୟ ସ୍ତରରେ ପୁରସ୍କୃତ ହେବା ସହିତ ଶବ ପଡ଼ିଛି', ଶୂନ୍ୟ ଆକାଶ ଅମର ଆଖି ଓ ଦି ପଟ ଚୁଡ଼ି ସର୍ବ ଭାରତୀୟ ପ୍ରତିଯୋଗିତରେ ପୁରସ୍କୃତ ଓ ସମ୍ମାନୀତ ହୋଇଥିଲା ।

  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର - ୧୯୯୬ (ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରଦତ୍ତ)[]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୩
  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା - ୨୦୦୩
  • ନାଟ୍ୟରଶ୍ମୀ - ୧୯୭୨ (ବ୍ରଜ ମୋହନ ସାହିତ୍ୟ ସମିତି)
  1. Indian Literature. Sahitya Akademi. 1963.
  2. Orissa Review. Home Department, Government of Orissa. 1987.
  3. N. C. Behuria (1990). Orissa State Gazetteer. Gazetteers Unit, Department of Revenue, Government of Orissa.
  4. Sailen Routray (16 October 2017). Everyday State and Politics in India: Government in the Backyard in Kalahandi. Taylor & Francis. pp. 54–. ISBN 978-1-351-69210-6.
  5. "Regional language theatre festival raises key issues, enthra .. Read more at: timesofindia.indiatimes.com/articleshow/50791134.cms?utm_source=contentofinterest&utm_medium=text&utm_campaign=cppst". www.timesofindia.indiatimes.com. The Times of India. Archived from the original on 3 July 2021. Retrieved 3 July 2021.
  6. Orissa (India) (1966). Orissa District Gazetteers: Kalahandi. Superintendent, Orissa Government Press.
  7. Cultural Heritage of Orissa: Justice Sri Harihar Mahapatra Felicitation Volume. Institute of Oriental and Orissan Studies. 1993.
  8. "COMMUNICATION THROUGH FOLK ELEMENTS: A STUDY IN MODERN ODIA DRAMA" (PDF). www.caluniv.ac.in. Global Media Journal-Indian Edition/ISSN 2249-5835. Archived from the original (PDF) on 3 July 2021. Retrieved 3 July 2021.
  9. "ODISHA SANGEET NATAKA ACADEMY AWARD WINNERS" (PDF). www.magazines.odisha.gov.in/. Odisha Reference Annual 2011. Archived from the original (PDF) on 8 December 2020. Retrieved 3 July 2021. ((cite web)): |archive-date= / |archive-url= timestamp mismatch; 3 ଜୁଲାଇ 2021 suggested (help)
{{bottomLinkPreText}} {{bottomLinkText}}
ପ୍ରଫୁଲ୍ଲ କୁମାର ରଥ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?