For faster navigation, this Iframe is preloading the Wikiwand page for କା (୧୯୬୬ର ଚଳଚ୍ଚିତ୍ର).

କା (୧୯୬୬ର ଚଳଚ୍ଚିତ୍ର)

କା
ନିର୍ଦ୍ଦେଶକସାରଦା ପ୍ରସନ୍ନ ନାୟକ(ସିଦ୍ଧାର୍ଥ)
ପ୍ରଯୋଜକପାର୍ବତୀ ଘୋଷ
କାହାଣୀକାହ୍ନୁ ଚରଣ ମହାନ୍ତି
କଳାକାରଶରତ ପୂଜାରୀ, ଚନ୍ଦନା ବାନାର୍ଜୀ, ଝରଣା ଦାସ, ଗୌର ଘୋଷ
ସଙ୍ଗୀତଭୁବନେଶ୍ୱର ମିଶ୍ର
ଚିତ୍ରଗ୍ରହଣବିଜୟ ଦେ, ଦେଓଜି ଭାଇ
ମୁକ୍ତିଲାଭ ତାରିଖ
୧୯୬୬
କଥାଚିତ୍ରର ସମୟ
୧୬୫ ମିନଟ
ଦେଶଭାରତ
ଭାଷାଓଡ଼ିଆ

କା ଏକ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓଡ଼ିଆ ସିନେମା ।[] ଏହା ୧୯୬୬ ମସିହାରେ ମୁକ୍ତିଲାଭ କରିଥିଲା । ଏହାର ନିର୍ଦ୍ଦେଶକ ଥିଲେ ସାରଦା ପ୍ରସନ୍ନ ନାୟକ (ଛଦ୍ମନାମ ସିଦ୍ଧାର୍ଥ)। ଚଳଚ୍ଚିତ୍ର ସମୀକ୍ଷକ "ସୂର୍ଯ୍ୟ ଦେଓ"ଙ୍କ କହିବା ଅନୁଯାୟୀ ଏହି ଚଳଚ୍ଚିତ୍ରଟି ବମ୍ବେର ନିର୍ଦ୍ଦେଶକ "ରାମଚନ୍ଦ୍ର ଠାକୁର(ଠାକୁର ଭାଇ) ଓ ଗୌର-ପାର୍ବତୀଙ୍କଦ୍ୱାରା ମିଳିତ ଭାବେ "ସିଦ୍ଧାର୍ଥ" ଛଦ୍ମନାମ ବ୍ୟବହାର କରି ନିର୍ଦ୍ଦେଶିତ ହୋଇଥିଲା ।[] ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଶରତ ପୂଜାରୀ, ଚନ୍ଦନା ବାନାର୍ଜୀ, ଝରଣା ଦାସ, ଗୌର ଘୋଷ ଆଦି ଅଭିନେତା ଅଭିନେତ୍ରୀ ଅଭିନୟ କରିଥିଲେ । ସିନେମାଟି ସାରଥି ଫିଲ୍ମଦ୍ୱାରା ପ୍ରଯୋଜିତ ହୋଇଥିଲା । ଚଳଚ୍ଚିତ୍ରଟି କାହ୍ନୁ ଚରଣ ମହାନ୍ତିଙ୍କ[] ସମାନ ନାମ ଥିବା ଉପନ୍ୟାସ "କା" ଉପରେ ପର୍ଯ୍ୟବସିତ ।[]

ଅଭିନୟରେ

[ସମ୍ପାଦନା]

ଏହି କଥାଚିତ୍ରରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ସଙ୍ଗୀତ

[ସମ୍ପାଦନା]
କ୍ରମାଙ୍କ ଗୀତର ନାମ ଗାୟକ-ଗାୟିକା
ଅଦିନ ବଉଦ ଅଦିନ କୁହୁଡ଼ି ଅକ୍ଷୟ ମହାନ୍ତି
ଲିଭି ଲିଭି ଯାଏ ଆଖି ଲୁହ ଧାର ସନ୍ଧ୍ୟା ମୁଖାର୍ଜୀ[]
ମଧୁର ଏ ଚାନ୍ଦ ରାତି ହସେ ତାରା ଗଗନେ ନିର୍ମଳା ମିଶ୍ର
ମଉନାବତୀ ମଉନ କିଆଁ ଲଗାଇ ଦେଇ ମନରେ ଅକ୍ଷୟ ମହାନ୍ତି
ତୁମେ ଜାଣନା ଜାଣନା ମୁଁ ଜାଣେନା ପ୍ରଣବ ପଟ୍ଟନାୟକନିର୍ମଳା ମିଶ୍ର
ଚୋରା ଚୋରା ଚାହାଣିରେ ଭୁଲନା ରଘୁନାଥ ପାଣିଗ୍ରାହୀ

ପୁରସ୍କାର

[ସମ୍ପାଦନା]
  • ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର (ରାଷ୍ଟ୍ରପତି ପୁରସ୍କାର ରୌପ୍ୟ କମଳ) - ୧୯୬୬[]
  1. http://dff.nic.in/ODIA_CINEMA_AND_ODIAS_IN_CINEMA_1.asp
  2. http://www.telegraphindia.com/1151208/jsp/odisha/story_57202.jsp#.VrCSQk8wDSg
  3. Indian Literature. Sähitya Akademi. 1968.
  4. "Year 1966: Kaa". Odiamoviedatabase. Archived from the original on 5 March 2016. Retrieved 5 December 2015.
  5. http://timesofindia.indiatimes.com/city/bhubaneswar/Website-on-cult-Odia-cine-couple/articleshow/48372341.cms
  6. http://timesofindia.indiatimes.com/city/bhubaneswar/Veteran-actor-Sarat-Pujari-passes-away/articleshow/35055102.cms
  7. "ମନ ଛୁଇଁଗଲା ଫୁଲ ରସିଆ". ପ୍ରମେୟ. ୧୬ ଫେବୃଆରୀ ୨୦୨୨. p. ୫. Archived from the original on ୧୬ ଫେବୃଆରୀ ୨୦୨୨. Retrieved 16 February 2022. ((cite web)): Check date values in: |date= and |archivedate= (help)
  8. Indian Cinema. Directorate of Film Festivals, Ministry of Information and Broadcasting. 1990.

ବାହାର ଆଧାର

[ସମ୍ପାଦନା]
  • ଇଣ୍ଟରନେଟ ମୁଭି ଡାଟାବେସରେ କା
{{bottomLinkPreText}} {{bottomLinkText}}
କା (୧୯୬୬ର ଚଳଚ୍ଚିତ୍ର)
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?