For faster navigation, this Iframe is preloading the Wikiwand page for ଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକା.

ଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକା

ଅଷ୍ଟାଦଶ ଲୋକ ସଭା (୨୦୨୪-ବର୍ତ୍ତମାନ ପର୍ଯ୍ୟନ୍ତ)

[ସମ୍ପାଦନା]

ଚଳିତ ୧୮ଶ ଲୋକ ସଭା (୨୦୨୪-ବର୍ତ୍ତମାନ ପର୍ଯ୍ୟନ୍ତ)ରେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଲୋକ ସଭା ସାଂସଦଗଣଙ୍କ ତାଲିକା:

# ନିର୍ବାଚନ ମଣ୍ଡଳୀ ୧୮ଶ ଲୋକ ସଭା ସଦସ୍ୟ[] ରାଜନୈତିକ ଦଳ
ବରଗଡ଼ ପ୍ରଦୀପ ପୁରୋହିତ ଭାଜପା
ସୁନ୍ଦରଗଡ଼ ଜୁଏଲ ଓରାମ ଭାଜପା
ସମ୍ବଲପୁର ଧର୍ମେନ୍ଦ୍ର ପ୍ରଧାନ ଭାଜପା
କେନ୍ଦୁଝର ଅନନ୍ତ ନାୟକ ଭାଜପା
ମୟୂରଭଞ୍ଜ ନବ ଚରଣ ମାଝି ଭାଜପା
ବାଲେଶ୍ୱର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଭାଜପା
ଭଦ୍ରକ ଅଭିମନ୍ୟୁ ସେଠୀ ଭାଜପା
ଯାଜପୁର ରବୀନ୍ଦ୍ର ନାରାୟଣ ବେହେରା ଭାଜପା
ଢେଙ୍କାନାଳ ରୁଦ୍ର ନାରାୟଣ ପାଣି ଭାଜପା
୧୦ ବଲାଙ୍ଗୀର ସଙ୍ଗୀତା କୁମାରୀ ସିଂଦେଓ ଭାଜପା
୧୧ କଳାହାଣ୍ଡି ମାଳବିକା ଦେବୀ ଭାଜପା
୧୨ ନବରଙ୍ଗପୁର ବଳଭଦ୍ର ମାଝୀ ଭାଜପା
୧୩ କନ୍ଧମାଳ ସୁକାନ୍ତ କୁମାର ପାଣିଗ୍ରାହୀ ଭାଜପା
୧୪ କଟକ ଭର୍ତ୍ତୃହରି ମହତାବ ଭାଜପା
୧୫ କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା ଭାଜପା
୧୬ ଜଗତସିଂହପୁର ବିଭୁ ପ୍ରସାଦ ତରାଇ ଭାଜପା
୧୭ ପୁରୀ ସମ୍ବିତ ପାତ୍ର ଭାଜପା
୧୮ ଭୁବନେଶ୍ୱର ଅପରାଜିତା ଷଡ଼ଙ୍ଗୀ ଭାଜପା
୧୯ ଆସିକା ଅନୀତା ଶୁଭଦର୍ଶିନୀ ଭାଜପା
୨୦ ବ୍ରହ୍ମପୁର ପ୍ରଦୀପ କୁମାର ପାଣିଗ୍ରାହୀ ଭାଜପା
୨୧ କୋରାପୁଟ ସପ୍ତଗିରି ଶଙ୍କର ଉଲାକା କଂଗ୍ରେସ

ସପ୍ତଦଶ ଲୋକ ସଭା (୨୦୧୯-୨୦୨୪ ପର୍ଯ୍ୟନ୍ତ)

[ସମ୍ପାଦନା]

ଚଳିତ ୧୭ଶ ଲୋକ ସଭା (୨୦୧୯-୨୦୨୪ ପର୍ଯ୍ୟନ୍ତ)ରେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଲୋକ ସଭା ସାଂସଦଗଣଙ୍କ ତାଲିକା:

# ନିର୍ବାଚନ ମଣ୍ଡଳୀ ୧୭ଶ ଲୋକ ସଭା ସଦସ୍ୟ[] ରାଜନୈତିକ ଦଳ
ବରଗଡ଼ ସୁରେଶ ପୂଜାରୀ ବିଜେପି
ସୁନ୍ଦରଗଡ଼ ଜୁଏଲ ଓରାମ ବିଜେପି
ସମ୍ବଲପୁର ନୀତେଶ ଗଙ୍ଗଦେବ ବିଜେପି
କେନ୍ଦୁଝର ଚନ୍ଦ୍ରାଣୀ ମୁର୍ମୁ ବିଜେଡି
ମୟୂରଭଞ୍ଜ ବିଶ୍ୱେଶ୍ୱର ଟୁଡ଼ୁ ବିଜେପି
ବାଲେଶ୍ୱର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଜେପି
ଭଦ୍ରକ ମଞ୍ଜୁଲତା ମଣ୍ଡଳ ବିଜେଡି
ଯାଜପୁର ଶର୍ମିଷ୍ଠା ସେଠୀ ବିଜେଡି
ଢେଙ୍କାନାଳ ମହେଶ ସାହୁ ବିଜେଡି
୧୦ ବଲାଙ୍ଗୀର ସଙ୍ଗୀତା କୁମାରୀ ସିଂଦେଓ ବିଜେପି
୧୧ କଳାହାଣ୍ଡି ବସନ୍ତ କୁମାର ପଣ୍ଡା ବିଜେପି
୧୨ ନବରଙ୍ଗପୁର ରମେଶ ଚନ୍ଦ୍ର ମାଝି ବିଜେଡି
୧୩ କନ୍ଧମାଳ ଅଚ୍ୟୁତ ସାମନ୍ତ ବିଜେଡି
୧୪ କଟକ ଭର୍ତ୍ତୃହରି ମହତାବ ବିଜେଡି
୧୫ କେନ୍ଦ୍ରାପଡ଼ା ଅନୁଭବ ମହାନ୍ତି ବିଜେଡି
୧୬ ଜଗତସିଂହପୁର ରାଜଶ୍ରୀ ମଲ୍ଲିକ ବିଜେଡି
୧୭ ପୁରୀ ପିନାକୀ ମିଶ୍ର ବିଜେଡି
୧୮ ଭୁବନେଶ୍ୱର ଅପରାଜିତା ଷଡ଼ଙ୍ଗୀ ବିଜେପି
୧୯ ଆସିକା ପ୍ରମିଳା ବିଶୋଇ ବିଜେଡି
୨୦ ବ୍ରହ୍ମପୁର ଚନ୍ଦ୍ରଶେଖର ସାହୁ ବିଜେଡି
୨୧ କୋରାପୁଟ ସପ୍ତଗିରି ଶଙ୍କର ଉଲାକା କଂଗ୍ରେସ

ଷୋଡ଼ଶ ଲୋକ ସଭା (୨୦୧୪-୨୦୧୯ ପର୍ଯ୍ୟନ୍ତ)

[ସମ୍ପାଦନା]

ଚଳିତ ୧୬ଶ ଲୋକ ସଭା (୨୦୧୪-୨୦୧୯ ପର୍ଯ୍ୟନ୍ତ)ରେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଲୋକ ସଭା ସାଂସଦଗଣଙ୍କ ତାଲିକା:

# ନିର୍ବାଚନ ମଣ୍ଡଳୀ ୧୬ଶ ଲୋକ ସଭା ସଦସ୍ୟ[] ରାଜନୈତିକ ଦଳ
ବରଗଡ଼ ପ୍ରଭାସ କୁମାର ସିଂହ ବିଜଦ
ସୁନ୍ଦରଗଡ଼ ଜୁଏଲ ଓରାମ ଭାଜପା
ସମ୍ବଲପୁର ନଗେନ୍ଦ୍ର କୁମାର ପ୍ରଧାନ ବିଜଦ
କେନ୍ଦୁଝର ଶକୁନ୍ତଳା ଲାଗୁରୀ ବିଜଦ
ମୟୂରଭଞ୍ଜ ରାମଚନ୍ଦ୍ର ହାଁସଦା ବିଜଦ
ବାଲେଶ୍ୱର ରବିନ୍ଦ୍ର କୁମାର ଜେନା ବିଜଦ
ଭଦ୍ରକ ଅର୍ଜୁନ ଚରଣ ସେଠୀ ବିଜଦ
ଯାଜପୁର ରୀତା ତରାଇ ବିଜଦ
ଢେଙ୍କାନାଳ ତଥାଗତ ଶତପଥୀ ବିଜଦ
୧୦ ବଲାଙ୍ଗୀର କଳିକେଶ ନାରାୟଣ ସିଂହଦେଓ ବିଜଦ
୧୧ କଳାହାଣ୍ଡି ଅର୍କ କେଶରୀ ଦେଓ ବିଜଦ
୧୨ ନବରଙ୍ଗପୁର ବଳଭଦ୍ର ମାଝି ବିଜଦ
୧୩ କନ୍ଧମାଳ ହେମେନ୍ଦ୍ର ଚନ୍ଦ୍ର ସିଂହ ବିଜଦ
୧୪ କଟକ ଭର୍ତ୍ତୃହରି ମହତାବ ବିଜଦ
୧୫ କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା ବିଜଦ
୧୬ ଜଗତସିଂହପୁର କୁଳମଣି ସାମଲ ବିଜଦ
୧୭ ପୁରୀ ପିନାକୀ ମିଶ୍ର ବିଜଦ
୧୮ ଭୁବନେଶ୍ୱର ପ୍ରସନ୍ନ କୁମାର ପାଟ୍ଟଶାଣୀ ବିଜଦ
୧୯ ଆସ୍କା ଲଡ଼ୁ କିଶୋର ସ୍ୱାଇଁ ବିଜଦ
୨୦ ବ୍ରହ୍ମପୁର ସିଦ୍ଧାନ୍ତ ମହାପାତ୍ର ବିଜଦ
୨୧ କୋରାପୁଟ ଝିନ୍ନ ହିକ୍‌କା ବିଜଦ

ପଞ୍ଚଦଶ ଲୋକ ସଭା (୨୦୦୯-୨୦୧୪ ପର୍ଯ୍ୟନ୍ତ)

[ସମ୍ପାଦନା]

ଗତ ୧୫ଶ ଲୋକ ସଭା (୨୦୦୯-୨୦୧୪ ପର୍ଯ୍ୟନ୍ତ)ରେ ଓଡ଼ିଶାରୁ ପ୍ରତିନିଧିତ୍ବ କରୁଥିବା ଲୋକ ସଭା ସାଂସଦଗଣଙ୍କ ତାଲିକା:

# ନିର୍ବାଚନ ମଣ୍ଡଳୀ ୧୫ଶ ଲୋକ ସଭା ସଦସ୍ୟ[] ରାଜନୈତିକ ଦଳ
ବରଗଡ଼ ସଞ୍ଜୟ ଭୋଇ କଂଗ୍ରେସ
ସୁନ୍ଦରଗଡ଼ ହେମାନନ୍ଦ ବିଶ୍ୱାଳ କଂଗ୍ରେସ
ସମ୍ବଲପୁର ଅମରନାଥ ପ୍ରଧାନ କଂଗ୍ରେସ
କେନ୍ଦୁଝର ଯଶବନ୍ତ ନାରାୟଣ ସିଂ ଲାଗୁରି ବିଜଦ
ମୟୂରଭଞ୍ଜ ଲକ୍ଷ୍ମଣ ଟୁଡୁ ବିଜଦ
ବାଲେଶ୍ୱର ଶ୍ରୀକାନ୍ତ କୁମାର ଜେନା କଂଗ୍ରେସ
ଭଦ୍ରକ ଅର୍ଜୁନ ଚରଣ ସେଠୀ ବିଜଦ
ଯାଜପୁର ମୋହନ ଜେନା ବିଜଦ
ଢେଙ୍କାନାଳ ତଥାଗତ ଶତପଥୀ ବିଜଦ
୧୦ ବଲାଙ୍ଗୀର କଳିକେଶ ନାରାୟଣ ସିଂହଦେଓ ବିଜଦ
୧୧ କଳାହାଣ୍ଡି ଭକ୍ତ ଚରଣ ଦାସ କଂଗ୍ରେସ
୧୨ ନବରଙ୍ଗପୁର ପ୍ରଦୀପ କୁମାର ମାଝୀ କଂଗ୍ରେସ
୧୩ କନ୍ଧମାଳ ରୁଦ୍ର ମାଧବ ରାୟ ବିଜଦ
୧୪ କଟକ ଭର୍ତ୍ତୃହରି ମହତାବ ବିଜଦ
୧୫ କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା ବିଜଦ
୧୬ ଜଗତସିଂହପୁର ବିଭୁ ପ୍ରସାଦ ତରାଇ ସିପିଆଇ
୧୭ ପୁରୀ ପିନାକୀ ମିଶ୍ର ବିଜଦ
୧୮ ଭୁବନେଶ୍ୱର ପ୍ରସନ୍ନ କୁମାର ପାଟ୍ଟଶାଣୀ ବିଜଦ
୧୯ ଆସ୍କା ନିତ୍ୟାନନ୍ଦ ପ୍ରଧାନ ବିଜଦ
୨୦ ବ୍ରହ୍ମପୁର ସିଦ୍ଧାନ୍ତ ମହାପାତ୍ର ବିଜଦ
୨୧ କୋରାପୁଟ ଜୟରାମ ପାଙ୍ଗୀ କଂଗ୍ରେସ

ଆହୁରି ଦେଖନ୍ତୁ

[ସମ୍ପାଦନା]

ବାହାର ଆଧାର

[ସମ୍ପାଦନା]
  1. Members of Lokasabha Archived 2011-12-14 at the Wayback Machine.
{{bottomLinkPreText}} {{bottomLinkText}}
ଓଡ଼ିଶାର ଲୋକ ସଭା ସାଂସଦଙ୍କ ତାଲିକା
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?