For faster navigation, this Iframe is preloading the Wikiwand page for ଲଡ଼ୁ କିଶୋର ସ୍ୱାଇଁ.

ଲଡ଼ୁ କିଶୋର ସ୍ୱାଇଁ

ଲଡ଼ୁ କିଶୋର ସ୍ୱାଇଁ
ସାଂସଦ: ୧୬ଶ ଲୋକ ସଭା
କାର୍ଯ୍ୟକାଳ
୨୦୧୪-୨୦୧୯
ପୂର୍ବ ଅଧିକାରୀନିତ୍ୟାନନ୍ଦ ପ୍ରଧାନ
ପର ଅଧିକାରୀପ୍ରମିଳା ବିଶୋଇ
ନିର୍ବାଚନ ମଣ୍ଡଳୀଆସ୍କା
ବିଧାୟକ: ଓଡ଼ିଶା ବିଧାନ ସଭା
ନିର୍ବାଚନ ମଣ୍ଡଳୀକବିସୂର୍ଯ୍ୟ ନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1947-07-08)୮ ଜୁଲାଇ ୧୯୪୭
ନବରଙ୍ଗପୁର, ଓଡ଼ିଶା
ମୃତ୍ୟୁ୫ ଫେବୃଆରୀ ୨୦୧୯(2019-02-05) (ବୟସ ୭୧)
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀମଞ୍ଜୁଳା ସ୍ୱାଇଁ[]
ଘରନବରଙ୍ଗପୁର, ଓଡ଼ିଶା

ଲଡ଼ୁ କିଶୋର ସ୍ୱାଇଁ (୮ ଜୁଲାଇ ୧୯୪୭ - ୫ ଫେବୃଆରୀ ୨୦୧୯) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ୨୦୦୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଓଡ଼ିଶାର କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶାର ଆସ୍କା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭା୧୬ଶ ସଭାକୁ ନିର୍ବାଚିତ ହୋଇଥିଲେ ।[] ୫ ଫେବୃଆରୀ ୨୦୧୯ରେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପାତାଳରେ ତାଙ୍କର ମୃତ୍ୟୁ ହୋଇଥିଲା ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଲଡ଼ୁ କିଶୋର ସ୍ୱାଇଁ ୧୯୪୭ ମସିହା ଜୁଲାଇ ମାସ ୮ ତାରିଖରେ ଗଞ୍ଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[] ସେ ମଞ୍ଜୁଳା ସ୍ୱାଇଁଙ୍କୁ ବିବାହ କରିଥିଲେ । ମଞ୍ଜୁଳା ଓଡ଼ିଶାର ୧୬ଶ ବିଧାନ ସଭାକୁ ଆସ୍କାରୁ ନିର୍ବାଚିତ ହୋଇଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ଲଡ଼ୁ କିଶୋର ୨୦୦୪ ମସିହାରେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶାର ଆସ୍କା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ମୃତ୍ୟୁ

[ସମ୍ପାଦନା]

ଲଡ଼ୁ କିଶୋର ସ୍ୱାଇଁ ୨୦୧୯ ମସିହା ଫେବ୍ରୁଆରୀ ମାସ ୫ ତାରିଖରେ ଓଡ଼ିଶାର ଭୁବନେଶ୍ୱରସ୍ଥିତ ଆପୋଲି ହସ୍ପାତାଳରେ ମୃତ୍ୟୁବରଣ କରିଥିଲେ ।[] ସେ ବୃକକ୍ ଜନିତ ରୋଗରେ ପିଡ଼ୀତ ଥିବାରୁ ତାଙ୍କୁ ହସ୍ପାତାଳରେ ଭର୍ତ୍ତି କରାଯାଇଥିଲା ଏବଂ ସେ ରାତି ୧୧ଟା ୪୫ରେ ମୃତ୍ୟୁବରଣ କରିଥିଲେ ।[] ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।[]

  1. www.sambadepaper.com http://www.sambadepaper.com/Details.aspx?id=58167&boxid=192048476. Retrieved 2019-06-25. ((cite web)): Missing or empty |title= (help)[permanent dead link]
  2. "Constituencywise Trends". Election Commission of India. Archived from the original on 28 May 2014. Retrieved 18 May 2014.
  3. "Odisha: BJD MP Ladu Kishore Swain passes away at 71". The Indian Express (in Indian English). 6 February 2019. Retrieved 6 February 2019.
  4. ୪.୦ ୪.୧ ୪.୨ "ଆସ୍କା ସାଂସଦ ଲଡୁ କିଶୋରଙ୍କ ପରଲୋକରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦି". Sambad (in Odia). Odisha. 6 February 2019. Archived from the original on 6 February 2019. Retrieved 6 February 2019.((cite news)): CS1 maint: unrecognized language (link)
  5. www.sambadepaper.com http://www.sambadepaper.com/Details.aspx?id=58167&boxid=192048476. Retrieved 2019-06-25. ((cite web)): Missing or empty |title= (help)[permanent dead link]
  6. "ଆସ୍କା ସାଂସଦ ଲଡୁ କିଶୋରଙ୍କ ପରଲୋକରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦି". Sambad (in Odia). Odisha. 6 February 2019. Archived from the original on 6 February 2019. Retrieved 6 February 2019.((cite news)): CS1 maint: unrecognized language (link)
{{bottomLinkPreText}} {{bottomLinkText}}
ଲଡ଼ୁ କିଶୋର ସ୍ୱାଇଁ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?