For faster navigation, this Iframe is preloading the Wikiwand page for ଓଡ଼ିଶାର ପର୍ବପର୍ବାଣି.

ଓଡ଼ିଶାର ପର୍ବପର୍ବାଣି

ଏହି ପ୍ରସଙ୍ଗରେ ଗୋଟିଏ ବି ବିଶ୍ୱସନୀୟ ଆଧାର ନାହିଁ । ଦୟାକରି ବିଶ୍ୱସନୀୟ ଆଧାର ଦେଇ ଏ ପ୍ରସଙ୍ଗଟି ଉନ୍ନତ କରନ୍ତୁ । ଆଧାରହୀନ ବିଷୟବସ୍ତୁ ନରଖିବା ପାଇଁ କେହି ଯୁକ୍ତି ବାଢ଼ି ଲିଭାଇପାରନ୍ତି ।ଖୋଜନ୍ତୁ: "ଓଡ଼ିଶାର ପର୍ବପର୍ବାଣି" – ଖବର · ଖବରକାଗଜ · ବହି · ସ୍କଲାର · JSTOR (Learn how and when to remove this message)

ଓଡ଼ିଶା ପର୍ବପର୍ବାଣିର ରାଜ୍ୟ । ଏଠି ବାରମାସରେ ତେରପର୍ବ ପାଳନ କରାଯାଏ । ପ୍ରତ୍ୟେକ ପର୍ବପର୍ବାଣିର ଏକ ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଉତ୍କଳୀୟ ପର୍ବପର୍ବାଣି ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ । ଓଡ଼ିଶା ମାଟିରେ ଅଗଣିତ ଦେବୀ ଦେବତାଙ୍କର ଉପାସନା ହୋଇଥାଏ । ପ୍ରତ୍ୟେକ ପଲ୍ଲୀଗ୍ରାମରେ ନିଜର ଗ୍ରାମଦେବତା ବା ଗ୍ରାମଦେବତୀ ରହିଥାନ୍ତି। ଆଉ ଏଇ ଗ୍ରାମଦେବତା ବା ଦେବତୀ ମାଟିର ମଣିଷ ପରି ସାଧାସିଧା, ସରଗର ପରୀ କି ଯକ୍ଷ କିନ୍ନରଙ୍କ ପରି ଅଦ୍ଭୁତ ଆକାର ବା ବେଶଭୂଷାଧାରୀ ହୋଇ ନଥାନ୍ତି । ଆଉ ସମସ୍ତଙ୍କର ଥାଏ ଏକ ନିଆରା କିମ୍ବଦନ୍ତୀ, ଏକ ଅଲଗା ଇତିହାସ, ଭିନ୍ନ ଏକ ପରମ୍ପରା, ଏକ ପରବ, ଏକ ମଉଛବ । ପର୍ବପର୍ବାଣି ଗୁଡ଼ିକରେ ଜନଜୀବନର ସଂସ୍କୃତି, ଜାତୀୟତା ବୋଧ ଓ ଧର୍ମଧାରଣା ଆଦି ସଂଶ୍ଳିଷ୍ଠ । ଉତ୍କଳୀୟ ପର୍ବପର୍ବାଣି ମହାଭାରତୀୟ ସ୍ରୋତରୁ ଭିନ୍ନ ନୁହେଁ । ବିଶେଷତଃ ପର୍ବପର୍ବାଣି, ଓଷାବ୍ରତ ଓ ଯାନିଯାତ୍ରା ଗୁଡ଼ିକ ତିଥି, ବାର, ନକ୍ଷତ୍ର, କୃଷିକର୍ମ, ଦେବଦେବୀ, ଶାସ୍ତ୍ରୀୟ କାହାଣୀ, ଲୋକକଥା, ଆନନ୍ଦମହୋତ୍ସବ ପାଇଁ ପାଳିତ ହୋଇଥାଏ । ଉତ୍କଳୀୟ ପର୍ବପର୍ବାଣି ଗୁଡ଼ିକୁ ଚାରୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇପରେ ଯଥା । ଶାସ୍ତ୍ରୀୟ, ଲୌକିକ, ଆଞ୍ଚଳିକ ଓ କୃଷି ଭିତ୍ତିକ ।

ପର୍ବପର୍ବାଣିର ତାଲିକା

[ସମ୍ପାଦନା]

ଓଡ଼ିଆ ପଞ୍ଜିକା ବାରଟି ମାସକୁ ନେଇ ଗଠିତ । ନିମ୍ନରେ ବାରଟି ମାସ ଆଉ ସେଥିରେ ହେଉଥିବା ପର୍ବ ବିଷୟରେ ଲେଖାଯାଇଛି :

କ୍ର.ସ. ନାମ ମାସ ତିଥି
ଅକ୍ଷୟ ତୃତୀୟା ବୈଶାଖ ଶୁକ୍ଳପକ୍ଷ ତୃତୀୟା
ଚନ୍ଦନଯାତ୍ରା ବୈଶାଖ ଅକ୍ଷୟ ତୃତୀୟାଠାରୁ ୨୧ ଦିନ ପରେ
ନୀଳାଦ୍ରି ମହୋଦୟାଷ୍ଟମୀ ବୈଶାଖ ଶୁକ୍ଳ ଅଷ୍ଟମୀ
ସୀତା ନବମୀ ବୈଶାଖ ଶୁକ୍ଳ ନବମୀ
ନୃସିଂହ ଜନ୍ମ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ
ଚନ୍ଦନ ପୂର୍ଣ୍ଣିମା ବୈଶାଖ ପୂର୍ଣ୍ଣିମା
ଭଉଁରୀ ଯାତ୍ରା ଜ୍ୟେଷ୍ଠ କୃଷ୍ଣ ସପ୍ତମୀ
ଜଳକ୍ରୀଡ଼ା ଏକାଦଶୀ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ
ସାବିତ୍ରୀ ବ୍ରତ ଜ୍ୟେଷ୍ଠ ଅମାବାସ୍ୟା
୧୦ ଶିବ ବିବାହ ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ
୧୧ ଶୀତଳ ଷଷ୍ଠୀ ଜ୍ୟେଷ୍ଠ ଷଷ୍ଠୀ
୧୨ ରଜ ସଂକ୍ରାନ୍ତି ଜ୍ୟେଷ୍ଠ ମିଥୁନ ମାସ ସଂକ୍ରାନ୍ତି
୧୩ ଗଙ୍ଗା ଦଶହରା ଜ୍ୟେଷ୍ଠ ଶୁକ୍ଳ ଦଶମୀ
୧୪ ଜ୍ୟେଷ୍ଠ ପଞ୍ଚକ ବ୍ରତ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ୫ ଦିନ
୧୫ ନିର୍ଜଳା ଏକାଦଶୀ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ
୧୬ ଚମ୍ପକ ଦ୍ୱାଦଶୀ ଜ୍ୟେଷ୍ଠ ଶୁକ୍ଳ ଦ୍ୱାଦଶୀ
୧୭ ଦେବସ୍ନାନ ପୂର୍ଣ୍ଣିମା ଜ୍ୟେଷ୍ଠ ପୂର୍ଣ୍ଣିମା
୧୮ ଅଣସର ଜ୍ୟେଷ୍ଠ ପୂର୍ଣ୍ଣିମାଠାରୁ ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ୧୫ ଦିନ
୧୯ ନବକଳେବର (ମହା ଅନବସର) ଜ୍ୟେଷ୍ଠ ଯେଉଁ ବର୍ଷ ଯୋଡ଼ା ଆଷାଢ଼ /ମଳ ଆଷାଢ଼ ପଡ଼େ
୨୦ ଉଭାଯାତ୍ରା ଆଷାଢ଼ ଅମାବାସ୍ୟା
୨୨ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟାଠାରୁ କୃଷ୍ଣ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ୧୫ ଦିନ
୨୩ ହେରା ଉତ୍ସବ ଆଷାଢ଼ ଶୁକ୍ଳ ଷଷ୍ଠୀ
୨୫ ବାହୁଡ଼ା ଯାତ୍ରା ଆଷାଢ଼ ଶୁକ୍ଳ ଦଶମୀ
୨୭ ନୀଳାଦ୍ରି ବିଜେ ଆଷାଢ଼ ଶୁକ୍ଳ ଦ୍ୱାଦଶୀ
୨୮ ଗରୁଡ଼ ଶୟନ ଆଷାଢ଼ ଶୁକ୍ଳ ଦ୍ୱାଦଶୀ
୨୯ ଦକ୍ଷିଣାୟନ ଯାତ୍ରା ଶ୍ରାବଣ କର୍କଟ ସଂକ୍ରାନ୍ତି
୩୦ ଚିତାଲାଗି ଅମାବାସ୍ୟା ଶ୍ରାବଣ ଅମାବାସ୍ୟା
୩୧ ବାତ ନୃସିଂହ ବିଜେ ଶ୍ରାବଣ କୃଷ୍ଣ ନବମୀ
୩୨ ବିଷ୍ଣୁ ପବିତ୍ରାରୋପଣ ଶ୍ରାବଣ ଶୁକ୍ଳ ଦ୍ୱାଦଶୀ
୩୩ ଝୁଲଣ ଯାତ୍ରା ଶ୍ରାବଣ ଶ୍ରାବଣ ଶୁକ୍ଳ ଦ୍ୱାଦଶୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ
୩୪ ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ପୂର୍ଣ୍ଣିମା
୩୪ ଚତୁର୍ମାସ୍ୟା ବ୍ରତ ଶ୍ରାବଣ ଶ୍ରାବଣ ପୂର୍ଣ୍ଣିମାଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ୪ ମାସ
୩୫ ରେଖାଲାଗି ଭାଦ୍ରବ କୃଷ୍ଣ ପଞ୍ଚମୀ
୩୬ ଦେବକୀ ସାନ୍ତ୍ୱନା ଉତ୍ସବ ଭାଦ୍ରବ କୃଷ୍ଣ ସପ୍ତମୀ
୩୮ ଜନ୍ମାଷ୍ଟମୀ ଭାଦ୍ରବ କୃଷ୍ଣ ଅଷ୍ଟମୀ
୩୯ ନନ୍ଦୋତ୍ସବ ଭାଦ୍ରବ କୃଷ୍ଣ ନବମୀ
୪୦ କୃଷ୍ଣଲୀଳା ଭାଦ୍ରବ ଭାଦ୍ର କୃଷ୍ଣ ନବମୀଠାରୁ ଭାଦ୍ରବ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ
୪୧ କାଳୀୟଦଳନ ଏକାଦଶୀ ଭାଦ୍ରବ କୃଷ୍ଣ ଏକାଦଶୀ
୪୨ ସପ୍ତପୁରୀ ଅମାବାସ୍ୟା ଭାଦ୍ରବ ଅମାବାସ୍ୟା
୪୩ ଗଣେଶ ପୂଜା ଭାଦ୍ରବ ଶୁକ୍ଳ ଚୁତୁର୍ଥୀ
୪୪ ଋଷି ପଞ୍ଚମୀ ବ୍ରତ ଭାଦ୍ରବ ଶୁକ୍ଳ ପଞ୍ଚମୀ
୪୫ ରାଧାଷ୍ଟମୀ ଭାଦ୍ରବ ଶୁକ୍ଳ ଅଷ୍ଟମୀ
୪୬ ପାର୍ଶ୍ୱ ପରିବର୍ତ୍ତନ ଯାତ୍ରା ଭାଦ୍ରବ ଶୁକ୍ଳ ଏକାଦଶୀ
୪୭ ବାମନ ଜନ୍ମ ଭାଦ୍ରବ ଶୁକ୍ଳ ଦ୍ୱାଦଶୀ
୪୮ ଅନନ୍ତ ବ୍ରତ ଭାଦ୍ରବ ଶୁକ୍ଳ ଚତୁର୍ଦଶୀ
୪୯ ଇନ୍ଦୁ ପୂର୍ଣ୍ଣିମା ଭାଦ୍ରବ ପୂର୍ଣ୍ଣିମା
୫୦ ଦୂତୀବାହନ ଓଷା ଆଶ୍ୱିନ କୃଷ୍ଣ ଅଷ୍ଟମୀ
୫୧ ଷୋଳପୂଜା ଆଶ୍ୱିନ ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ଶୁକ୍ଳ ନବମୀ ପର୍ଯ୍ୟନ୍ତ ୧୬ ଦିନ (୧ଦିନ ବିଶ୍ରାମ, ଦିବସ ବ୍ୟତିତ)
୫୨ ମହାଳୟା ଆଶ୍ୱିନ ଅମାବାସ୍ୟା
୫୩ ଦୁର୍ଗାପୂଜା ଆଶ୍ୱିନ ଆଶ୍ୱିନ ଶୁକ୍ଳ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ
୫୪ ଦଶହରା ଆଶ୍ୱିନ ଶୁକ୍ଳ ଦଶମୀ
୫୫ ଦ୍ୟୁତକ୍ରୀଡ଼ା ଆଶ୍ୱିନ ପୂର୍ଣ୍ଣିମା
୫୬ କାର୍ତ୍ତିକ ବ୍ରତ କାର୍ତ୍ତିକ କାର୍ତ୍ତିକ କୃଷ୍ଣ ପ୍ରତିପଦଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧ ମାସ
୫୭ ଦୀପାବଳୀ କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ
୫୮ ଅଅଁଳା ନବମୀ କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ
୫୯ ଦେବ ଉତ୍‌ଥାପନ ଯାତ୍ରା କାର୍ତ୍ତିକ ଶୁକ୍ଳ ଏକାଦଶୀ
୬୦ ପଞ୍ଚକ କାର୍ତ୍ତିକ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୫ ଦିନ
୬୧ ଗରୁଡ଼ ଦ୍ୱାଦଶୀ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ
୬୨ ଷୋଳ ଶାସନ ଭୋଗ କାର୍ତ୍ତିକ କାର୍ତ୍ତିକ ଶୁକ୍ଳ ସପ୍ତମୀ
୬୩ ରାସ ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣିମା
୬୪ ଶ୍ରୀକ୍ଷେତ୍ର ପରିକ୍ରମ ମାର୍ଗଶୀର କୃଷ୍ଣ ଅଷ୍ଟମୀ
୬୫ ପ୍ରଥମାଷ୍ଟମୀ ମାର୍ଗଶୀର କୃଷ୍ଣ ଅଷ୍ଟମୀ
୬୬ ଦେବଦିପାବଳୀ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀଠାରୁ ଶୁକ୍ଳ ପ୍ରତିପଦ ପର୍ଯ୍ୟନ୍ତ
୬୭ ମହୋଦଧି ଅମାବାସ୍ୟା ମାର୍ଗଶୀର କୃଷ୍ଣ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀଠାରୁ ଶୁକ୍ଳ ପ୍ରତିପଦ ପର୍ଯ୍ୟନ୍ତ
୬୮ ବସ୍ତ୍ରାଧିବାସ ମାର୍ଗଶୀର ଶୁକ୍ଳ ପଞ୍ଚମୀ
୬୯ ପ୍ରାବରଣ ଯାତ୍ରା ମାର୍ଗଶୀର ଶୁକ୍ଳ ଷଷ୍ଠୀ
୭୦ ଲକ୍ଷ୍ମୀପୂଜା ମାର୍ଗଶୀର ମାର୍ଗଶୀର ମାସର ପ୍ରଥମ ଗୁରୁବାର
୭୧ ଧନୁ ସଂକ୍ରାନ୍ତି ମାର୍ଗଶୀର ଧନୁମାସର ସଂଖ୍ରାନ୍ତି
୭୨ ପହିଲି ଭୋଗ ମାର୍ଗଶୀର ଧନୁସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ୧ ମାସ
୭୩ ବକୁଳଲାଗି ଉତ୍ସବ ପୌଷ ଅମାବାସ୍ୟା
୭୪ ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ
୭୫ ଦେବାଭିଷେକ ଯାତ୍ରା ପୌଷ ପୂର୍ଣ୍ଣିମା
୭୬ ନବାଙ୍କବେଦା ପୌଷ ଧନୁ ମାସର ମାସନ୍ତ
୭୭ ଉତ୍ତରାୟଣ ଯାତ୍ରା ପୌଷ ପୂର୍ଣ୍ଣିମା
୭୮ ତ୍ରିବେଣୀ ଅମାବାସ୍ୟା ମାଘ ଅମାବାସ୍ୟା
୭୯ ଶ୍ରୀପଞ୍ଚମୀ ମାଘ ଶୁକ୍ଳ ପଞ୍ଚମୀ
୮୦ ବସନ୍ତ ଉତ୍ସବ ମାଘ ବସନ୍ତ ପଞ୍ଚମୀ ବା ଶୁକ୍ଳ ପଞ୍ଚମୀଠାରୁ ବସନ୍ତ ଋତୁ ଶେଷ ପର୍ଯ୍ୟନ୍ତ
୮୧ ସପ୍ତମୀ ସ୍ନାନ ମାଘ ଶୁକ୍ଳ ସପ୍ତମୀ
୮୨ ଭୀଷ୍ମ ଏକାଦଶୀ ମାଘ ମାଘ ଶୁକ୍ଳ ଏକାଦଶୀ
୮୩ ଅଗ୍ନି ଉତ୍ସବ ମାଘ ମାଘ ପୂର୍ଣ୍ଣିମା
୮୪ ଶିବରାତ୍ରି ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ
୮୫ ଫଗୁ ଦଶମୀ ଫାଲଗୁନ ଶୁକ୍ଳ ଦଶମୀ
୮୬ ଦୋଳଯାତ୍ରା ଫାଲଗୁନ ଶୁକ୍ଳ ଦଶମୀଠାରୁ ଚୈତ୍ର କୃଷ୍ଣ ପ୍ରତିପଦ ପର୍ଯ୍ୟନ୍ତ
୮୭ ଗୋବିନ୍ଦ ଦ୍ୱାଦଶୀ ଫାଲଗୁନ ଶୁକ୍ଳ ଦ୍ୱାଦଶୀ
୮୮ ଦୋଳ ପୂର୍ଣ୍ଣିମା ଫାଲଗୁନ ଫୁର୍ଣ୍ଣିମା
୮୯ ହୋଲି ଚୈତ୍ର କୃଷ୍ଣ ପ୍ରତିପଦ
୯୦ ବେଣ୍ଟଯାତ୍ରା ଫାଲଗୁନ ଶୁକ୍ଳ ପ୍ରତିପଦ , ଚତୁର୍ଥୀ, ଅଷ୍ଟମୀ, ଦ୍ୱାଦଶୀ
୯୧ ଅଶୋକାଷ୍ଟମୀ ଚୈତ୍ର ଶୁକ୍ଳ ଅଷ୍ଟମୀ
୯୨ ରାମ ନବମୀ ଚୈତ୍ର ଶୁକ୍ଳ ନବମୀ
୯୩ ରାମଲୀଳା ଚୈତ୍ର ଶୁକ୍ଳ ନବମୀଠାରୁ ବୈଶାଖ କୃଷ୍ଣ ଦ୍ୱିତୀୟା
୯୪ ଦମନକ ଯାତ୍ରା ଚୈତ୍ର ଶୁକ୍ଳ ଶୁକ୍ଳ ଚତୁର୍ଥୀ
୯୫ ପଣା ସଂକ୍ରାନ୍ତି ଚୈତ୍ର ପଣା ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି
୯୬ ସାମ୍ବତ୍ସର ଫାଲଗୁନ ପୂର୍ଣ୍ଣିମାଠାରୁ ତା' ପର ବର୍ଷ ଫାଲଗୁନ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧ ବର୍ଷ
୯୭ ଏକାନ୍ତ ବର୍ଷର ପ୍ରତ୍ୟେକ ଗୁରବାର

ଆହୁରି ଦେଖନ୍ତୁ

[ସମ୍ପାଦନା]
{{bottomLinkPreText}} {{bottomLinkText}}
ଓଡ଼ିଶାର ପର୍ବପର୍ବାଣି
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?