For faster navigation, this Iframe is preloading the Wikiwand page for ୧୬ଶ ଲୋକ ସଭା.

୧୬ଶ ଲୋକ ସଭା


ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୬ଶ ଲୋକ ସଭାକୁ ୨୦୧୪ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭା ପାଇଁ ୭ ଅପ୍ରେଲ ୨୦୧୪ରୁ ୧୨ ମଇ ୨୦୧୪ ଯାଏଁ ନିର୍ବାଚନ କରାଯାଇଥିଲା, ଯାହାର ପରିଚାଳନା କରିଥିଲେ ଭାରତୀୟ ନିର୍ବାଚନ ଆୟୋଗ ।[] ୧୬ ମଇ ୨୦୧୪ରେ ଏହି ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା ଏବଂ ଭାରତୀୟ ଜନତା ପାର୍ଟି ସର୍ବାଧିକ ୨୮୨ଟି ଆସନରେ ବିଜୟୀ ହୋଇଥିଲା, ଯାହାକି ଏକ ସଂଖ୍ୟା ଗରିଷ୍ଠତା ଥିଲା । ଏହି ନିର୍ବାଚନରେ ବିଜେପି ପୂର୍ବ ଲୋକ ସଭା ତଥା ୧୫ଶ ଲୋକ ସଭାଠାରୁ ୧୬୬ଟି ଅଧିକ ଆସନରେ ବିଜୟୀ ହୋଇଥିଲା । ବିଜେପିର ପ୍ରଧାନମନ୍ତ୍ରୀ ପାର୍ଥୀ ନରେନ୍ଦ୍ର ମୋଦି ଏହି ଲୋକ ସଭାର ନେତୃତ୍ୱ ନେବା ସହ ଭାରତ ଦେଶର ୧୪ତମ ପ୍ରଧାନମନ୍ତ୍ରୀ ଭାବରେ ୨୬ ମଇ ୨୦୧୪ରେ ଶପଥ ପାଠ କରିଥିଲେ । ଏହି ଲୋକ ସଭାର ପ୍ରଥମ ଅଧିବେଶନ ୪ ଜୁନରୁ ୧୧ ଜୁନ ୨୦୧୪ ମଧ୍ୟରେ ବସିଥିଲା ।[]

ଏହି ଲୋକ ସଭାରେ କେହି ବିରୋଧୀ ଦଳ ନେତା ନଥିଲେ; କାରଣ ଭାରତୀୟ ସମ୍ବିଧାନର ନିୟମ ଅନୁସାରେ ବିରୋଧୀ ଦଳ ଭାବରେ ପରିଗଣିତ ହେବାପାଇଁ ଏକ ଦଳ ପାଖରେ ଅତିକମରେ ସମୁଦାୟ ଲୋକ ସଭା ଆସନ ୫୪୫ର ୧୦ ପ୍ରତିଶତ ବିଜୟୀ ପାର୍ଥୀ ଥିବା ଆବଶ୍ୟକ । ଭାରତୀୟ ଜାତୀୟ କଂଗ୍ରେସର ସମୁଦାୟ ୪୪ଟି ଆସନରେ ଏବଂ ତାମିଲନାଡ଼ୁର ଏଆଇଡିମେକେ ସମୁଦାୟ ୩୭ଟି ଆସନରେ ବିଜୟୀ ହୋଇଥିଲେ । ତେଣୁ ଏହି ଲୋକ ସଭାରେ କେହି ବିରୋଧୀ ଦଳ ନେତା ରହିପାରିଲେ ନାହିଁ । ଭାରତୀୟ ଜାତୀୟ କଂଗ୍ରେସର ନେତା ମଲ୍ଲିକାର୍ଜୁନ ଖର୍ଗେ ଏହି ଲୋକ ସଭା ପାଇଁ କଂଗ୍ରେସ ସାଂସଦ ଦଳର ନେତା ଭାବରେ ଘୋଷିତ ହେଲେ ।[]

୨୦୧୪ ଭାରତୀୟ ସାଧାରଣ ନିର୍ବାଚନ ପରେ ରାଜ୍ୟ ସଭାର ୫ମ ସଦସ୍ୟ ଲୋକ ସଭାକୁ ମନୋନୀତ ହୋଇ ଆସିଥିଲେ ।[]

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ

[ସମ୍ପାଦନା]
  • ବାଚସ୍ପତି
    • ସୁମିତ୍ରା ମହାଜନ, ଭାରତୀୟ ଜନତା ପାର୍ଟି[]
  • ଉପ-ବାଚସ୍ପତି:
    • ଟି. ଥାମ୍ବିଦୁରାଇ, ଏଆଇଡିଏମ୍‌କେ
  • ଅଧକ୍ଷ:
    • ନରେନ୍ଦ୍ର ମୋଦି, ଭାରତୀୟ ଜନତା ପାର୍ଟି
  • ବିରୋଧୀ ଦଳ ନେତା:
    • କେହି ନଥିଲେ; କାରଣ କୌଣସି ଦଳରେ ବିରୋଧୀ ଦଳ ପାଇଁ ଯୋଗ୍ୟତା ହାସଲ କରିପାରିନଥିଲେ[]
  • ମହା ସଚିବ:
    • ସ୍ନେହଲତା ଶ୍ରୀବାସ୍ତବ
  1. "General Elections – 2014 : Schedule of Elections" (PDF). 5 March 2014. Retrieved 5 March 2014.
  2. "First Session of 16th Lok Sabha scheduled from June 4 to 11". IANS. news.biharprabha.com. Retrieved 30 May 2014.
  3. Kharge to lead Congress in Lok Sabha|Business Line
  4. "Bye - elections to the Council of State s from various States" (PDF). ECI, New Delhi. Retrieved 24 October 2017.
  5. "New responsibility a challenge: Mahajan". The Hindu. 6 June 2014. Retrieved 10 June 2014.
  6. "No Leader of the Opposition in the 16th Lok Sabha". NDTV. June 9, 2014. Retrieved June 9, 2014.

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
୧୬ଶ ଲୋକ ସଭା
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?