For faster navigation, this Iframe is preloading the Wikiwand page for ୧୩ଶ ଲୋକ ସଭା.

୧୩ଶ ଲୋକ ସଭା


ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୩ଶ ଲୋକ ସଭାକୁ ୧୯୯୯ ମସିହା ସାଧାରଣ ନିର୍ବାଚନରେ ନିର୍ବାଚିତ ସଭ୍ୟମାନେ ଯାଇଥିଲେ । ଏହି ଲୋକ ସଭାର ସମୟସୀମା ଥିଲା ୧୦ ଅକ୍ଟୋବର ୧୯୯୯ରୁ ୬ ଫେବୃଆରୀ ୨୦୦୪ । ୧୯୯୯ ମସିହାର ସାଧାରଣ ନିର୍ବାଚନ ସେପ୍ଟେମ୍ବର-ଅକ୍ଟୋବର ୧୯୯୯ରେ ଅନୁଷ୍ଠିତ ହୋଇଥିଲା ।[]

ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ସର୍ବାଧିକ ୨୭୦ଟି ଆସନ ପାଇଥିଲା, ଯାହାକି ପୂର୍ବ ଲୋକ ସଭା ଅଥବା ୧୨ଶ ଲୋକ ସଭାଠାରୁ ୧୬ଟି ଆସନ ଅଧିକ ଥିଲା । ଭାରତୀୟ ଜନତା ଦଳର ନେତା ଅଟଳ ବିହାରୀ ବାଜପେୟୀ ଏହି ଲୋକ ସଭାର ନେତୃତ୍ୱ ନେଇ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ୨୦୦୪ର ସାଧାରଣ ନିର୍ବାଚନ ପରେ ୧୪ଶ ଲୋକ ସଭା ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ନିଭାଇଥିଲେ । ଏହି ଲୋକ ସଭା ପାଇଁ ସାଧାରଣ ନିର୍ବାଚନ ପରେ ସଂସଦର ରାଜ୍ୟ ସଭାରେ ଥିବା ୪ ଜଣ ସାଂସଦ ଲୋସଭାକୁ ନିର୍ବାଚିତ ହୋଇଥିଲେ ।[]

ଗୁରୁତ୍ୱପୂର୍ଣ୍ଣ ସଦସ୍ୟ

[ସମ୍ପାଦନା]
  • ବାଚସ୍ପତି:
    • ଜି. ଏମ୍. ସି. ବାଳଯୋଗୀ (୨୨ ଅକ୍ଟୋବର ୧୯୯୯ରୁ ୩ ମାର୍ଚ୍ଚ ୨୦୦୨)
    • ମନୋହର ଯୋଶୀ (୧୦ ମଇ ୨୦୦୨ରୁ ୨ ଜୁନ ୨୦୦୪)
  • ଉପ-ବାଚସ୍ପତି:
    • ପି ଏମ୍ ସୟୀଦ (୨୭ ଅକ୍ଟୋବର ୧୯୯୯ରୁ ୨ ଜୁନ ୨୦୦୪)
  • ମହା ସଚିବ:
    • ଜି ସି ମାଲହୋତ୍ରା (୧୪ ଜୁଲାଇ ୧୯୯୯ରୁ ୨୮ ଜୁଲାଇ ୨୦୦୫)[]
  • ପ୍ରଧାନମନ୍ତ୍ରୀ
  • ବିରୋଧୀ ଦଳ ନେତା
  • ସଂସଦୀୟ ବ୍ୟାପାର ମନ୍ତ୍ରୀ
    • ପ୍ରମୋଦ ମହାଜନ (୧୩ ଅକ୍ଟୋବର ୧୯୯୯ରୁ ୨୯ ଜାନୁଆରୀ ୨୦୦୩)
    • ସୁଷମା ସ୍ୱରାଜ (୨୯ ଜାନୁଆରୀ ୨୦୦୩ରୁ ୨୨ ମଇ ୨୦୦୪)[]

ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟ

[ସମ୍ପାଦନା]
S.No. Party Name Party flag Number of MPs
ଭାରତୀୟ ଜନତା ପାର୍ଟି ୧୮୦
ଭାରତୀୟ ଜାତୀୟ କଂଗ୍ରେସ ୧୧୪
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ୩୩
ତେଲୁଗୁ ଦେଶମ ପାର୍ଟି ୨୯
ସମାଜବାଦୀ ପାର୍ଟି ୨୬
ଜନତା ଦଳ (ସଂଯୁକ୍ତ) ୨୧
ଶିବ ସେନା ୧୫
ବହୁଜନ ସମାଜ ପାର୍ଟି
୧୪
ଡି.ଏମ୍.କେ ୧୨
୧୦ ଏ.ଆଇ.ଏ ଡି.ଏମ୍.କେ ୧୦
୧୧ ବିଜୁ ଜନତା ଦଳ
୧୦
୧୨ ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ
୧୩ ନେସ୍‌ନାଲିଷ୍ଟ କଂଗ୍ରେସ ପାର୍ଟି
୧୪ ପି.ଏମ୍.କେ.
୧୫ ରାଷ୍ଟ୍ରିୟ ଜନତା ଦଳ
୧୬ ସ୍ୱାଧୀନ
୧୭ ଇଣ୍ଡିଆନ ନେସ୍‌ନାଲ୍ ଲୋକଦଳ INLD party symbol
୧୮ ଭାରତୀୟ କମ୍ୟୁନିଷ୍ଟ ପାର୍ଟି
୧୯ ଜାମ୍ମୁ ଆଣ୍ଡ କାଶ୍ମୀର ନେସ୍‌ନାଲ କନ୍‌ଫରେନ୍ସ
୨୦ ଏମ୍.ଡି.ଏମ୍.କେ.
୨୧ ଆର୍.ଏସ୍.ପି
୨୨ ଅଖିଳ ଭାରତୀୟ ଲୋକତାନ୍ତ୍ରିକ କଂଗ୍ରେସ
୨୩ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ
୨୪ ଇଣ୍ଡିଆନ ଇଉନିଅନ ମୁସ୍‌ଲିମ୍ ଲିଗ୍
୨୫ ରାଷ୍ଟ୍ରିୟ ଲୋକଦଳ
୨୬ ଶିରୋମଣି ଅକାଳୀ ଦଳ
୨୭ ଏଆଇଏମ୍ଆଇଏମ୍
୨୮ ଭାରିପା ବହୁଜନ ମହାସଙ୍ଘ
୨୯ ଲିବରେସନ କମୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ
୩୦ ହରିୟାଣା ବିକାଶ ଦଳ
୩୧ ଜନତା ଦଳ (ଏସ୍)
୩୨ କେରଳ କଂଗ୍ରେସ (ଏମ୍)
Kerala Congress(m) Flag
Kerala Congress(m) Flag
୩୩ ଏମ୍.ଏ.ଡି.ଏମ୍.କେ.
୩୪ ମଣିପୁର ଷ୍ଟେଟ୍ କଂଗ୍ରେସ ପାର୍ଟି
୩୫ ଭାରତୀୟ କୃଷକ ଓ କର୍ମଚାରୀ ଦଳ
୩୬ ଶୀରୋମଣି ଅକାଳୀ ଦଳ
୩୭ ସିକ୍କିମ ଡେମୋକ୍ରେଟିକ୍ ଫ୍ରଣ୍ଟ
୩୮ ସମାଜବାଦୀ ଜନତା ପାର୍ଟି (ରାଷ୍ଟ୍ରିୟ)
  1. "Statistical Report on General Elections, 1999 to the 13th Lok Sabha" (PDF). Election Commission of India. Archived from the original (PDF) on 18 July 2014. Retrieved 14 July 2014.
  2. "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.
  3. "Thirteenth Sabha". Lok Sabha Secretariat, New Delhi. Archived from the original on 26 ଅକ୍ଟୋବର 2014.
  4. "Lok Sabha". Legislativebodiesinindia.nic.in. Archived from the original on 21 ମଇ 2014. Retrieved 26 ସେପ୍ଟେମ୍ବର 2015.

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
୧୩ଶ ଲୋକ ସଭା
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?