For faster navigation, this Iframe is preloading the Wikiwand page for ସୁବାସ ଦାସ.

ସୁବାସ ଦାସ

ସୁବାସ ଦାସ
ଜନ୍ମ (1960-05-19) ୧୯ ମଇ ୧୯୬୦ (ବୟସ ୬୪)
ଗୌଡ଼ୁଣୀପୋଖରୀ, ମଉସୁଧା, ଚାନ୍ଦବାଲି, ଭଦ୍ରକ, ଓଡ଼ିଶା
ଜାତୀୟତା ଭାରତୀୟ
ଶିକ୍ଷାନୁଷ୍ଠାନଦାଖା ହାଇସ୍କୁଲ, ଭଦ୍ରକ ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଆ ଗାୟକ ଓ ସଙ୍ଗୀତକାର
ବୈବାହିକ-ସାଥୀଶୁଭଲକ୍ଷ୍ମୀ ଦାଶ
ସନ୍ତାନବିଶାଳ ସାୟମଜିତ, ଶିବରଞ୍ଜନି
ପିତାମାତାଆଦିକନ୍ଦ ଦାଶ
ଜୟମଣୀ ଦାଶ
ପୁରସ୍କାରଶ୍ରେଷ୍ଠ ପଚ୍ଚଦପଟ୍ଟ ଗାୟକ (ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର)

ସୁବାସ ଦାଶ (୧୯ ମଇ ୧୯୬୦) , ଜଣେ ଓଡ଼ିଆ ଗାୟକ ଓ ସଙ୍ଗୀତକାର ।[] ସେ ୧୪୬ଟି ଓଡ଼ିଆ ଚଳଚ୍ଚିତ୍ର, ୨ଟି ବଙ୍ଗଳା ଓ ୨ଟି ଭୋଜପୁରୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସୁବାସ ଦାଶ ୧୯୬୦ ମସିହା ମଇ ମାସ ୧୯ ତାରିଖରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅନ୍ତର୍ଗତ ମଉସୁଧା ମୌଜାର ଗୌଡ଼ୁଣୀପୋଖରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ପିତାଙ୍କ ନାମ ଥିଲା ଆଦିକନ୍ଦ ଦାଶ ଓ ମାତାଙ୍କ ନାମ ଜୟମଣୀ ଦାଶ । ସେ ଦାଖା ହାଇସ୍କୁଲ, ଭଦ୍ରକ ମହାବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରିଥିଲେ ।[] ବାଲ୍ୟକାଳରୁ ସେ ମୁରଲୀଧର ଗିରି, ଦିପକ ବାସୁ ଏବଂ ଜେ.ଭି.ଏସ. ରାଓଙ୍କଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ । ତାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଦାଶ ମଧ୍ୟ ଜଣେ କଣ୍ଠଶିଳ୍ପୀ । ତାଙ୍କ ପୁତ୍ରଙ୍କ ନାମ ବିଶାଳ ସାୟମଜିତ ଓ କନ୍ୟାଙ୍କ ନାମ ଶିବରଞ୍ଜନୀ ।[]

କର୍ମଜୀବନ

[ସମ୍ପାଦନା]

ସୁବାସ ଦାଶ ୧୯୭୭ ମସିହାରେ ପ୍ରଥମେ ଆକାଶବାଣୀରେ ଏବଂ ୧୯୮୧ ମସିହାରେ ଦୂରଦର୍ଶନରେ ସଙ୍ଗୀତ ପରିବେଷଣ କରିବାର ସୁଯୋଗ ପାଇଥିଲେ । ୧୯୮୦ ମସିହାରେ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ମାନସୀ କଥାଚିତ୍ରରେ ପ୍ରଥମକରି କଣ୍ଠଦାନ କରିବାର ସୁଯୋଗ ପାଇଥିଲେ । ଓଡ଼ିଆ ବ୍ୟତିତ ସେ ବଙ୍ଗଳା, ଭୋଜପୁରୀ ଓ କନ୍ନଡ଼ ସିନେମାରେ ମଧ୍ୟ କଣ୍ଠଦାନ କରିଛନ୍ତି । ସେ ପ୍ରାୟ ୫୦୦ରୁ ଅଧିକ ଆଲବମରେ ମଧ୍ୟ କଣ୍ଠଦାନ କରିଛନ୍ତି । ଦେଶ, ବିଦେଶରେ ବହୁବାର ସଙ୍ଗୀତ ପରିବେଷଣ କରିଛନ୍ତି । []

କଥାଚିତ୍ରରେ ଭୂମିକା

[ସମ୍ପାଦନା]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଅକ୍ଷୟ ସ୍ମୃତି ସମ୍ମାନ - ୨୦୧୫[]
  • ୨୦୧୨ - ପ୍ରଣବ ପରମ୍ପରା ସମ୍ମାନ
  • ୧୯୯୯ - ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ( ଶ୍ରେଷ୍ଠ ପ୍ରଛଦପଟ ଗାୟକ- ମନ ରହିଗଲା ତୁମରି ଠାରେ )
  • ୧୯୯୦ - ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ( ଶ୍ରେଷ୍ଠ ପ୍ରଛଦପଟ ଗାୟକ-ଦଇବ ଦଉଡ଼ି )
  1. Orissa reference: glimpses of Orissa. TechnoCAD Systems. 2001.
  2. "କଥାରେ କଥାରେ". ଇଟିଭି ଓଡ଼ିଆ. Retrieved 19 May 2017.
  3. "ଗୌଡୁଣୀପୋଖରୀରୁ ଗୀତର ଗୋପନଗରୀ". No. ସମାଜ ୨୯/୦୬/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୫. ସମାଜ. Archived from the original on 29 June 2021. Retrieved 29 June 2021.
  4. "ବ୍ୟକ୍ତିତ୍ୱ". No. ନିତିଦିନ ୦୬/୦୩/୨୦୨୦ପୃଷ୍ଠା ୯. ନିତିଦିନ. Archived from the original on 2020-03-06. Retrieved 6 March 2020.
  5. "ଆର୍କାଇଭ୍ କପି". Archived from the original on 2012-05-14. Retrieved 2012-08-14. ((cite web)): Cite has empty unknown parameter: |1= (help)
  6. "ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ 'ଉତ୍କଳ ରତ୍ନ'". No. ସମାଜ ୧୨/୦୫/୨୦୨୨ କଟକ ସଂସ୍କରଣ ପୃଷ୍ଠା ୪. ସମାଜ. Archived from the original on 12 May 2022. Retrieved 12 May 2022.
  7. "ଅକ୍ଷୟ ମହାନ୍ତି ଥିଲେ କାଳଜୟୀ ବ୍ୟକ୍ତିତ୍ୱ". ଧରିତ୍ରୀ. ୧୮ ନଭେମ୍ବର ୨୦୧୫. p. ୧୨. Retrieved 25 November 2015. ((cite news)): Check date values in: |date= (help)

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
ସୁବାସ ଦାସ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?