For faster navigation, this Iframe is preloading the Wikiwand page for ଲିଙ୍ଗରାଜ ପାଣିଗ୍ରାହୀ.

ଲିଙ୍ଗରାଜ ପାଣିଗ୍ରାହୀ

ଲିଙ୍ଗରାଜ ପାଣିଗ୍ରାହୀ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ନିର୍ବାଚନ ମଣ୍ଡଳୀକୋଦଳା
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀମୋହନ ନାୟକ
ପର ଅଧିକାରୀଶିଶିର କୁମାର ନରେନ୍ଦ୍ର ଦେଓ
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
ଓଡ଼ିଶାର ମୁଖ୍ୟ ବିଚାରପତି
କାର୍ଯ୍ୟକାଳ
୪ ମାର୍ଚ୍ଚ ୧୯୫୩ – ୨୧ ମାର୍ଚ୍ଚ ୧୯୫୬
ପୂର୍ବ ଅଧିକାରୀବାଚୁ ଜଗନ୍ନାଦ ଦାସ
ପର ଅଧିକାରୀରାମସ୍ୱାମୀ ଲକ୍ଷ୍ମଣ ନରସିଂହମ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1896-03-21)୨୧ ମାର୍ଚ୍ଚ ୧୮୯୬
ମୃତ୍ୟୁ୨୩ ଅଗଷ୍ଟ ୧୯୬୯(1969-08-23) (ବୟସ ୭୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସ୍ୱର୍ଣ୍ଣମୟୀ ପାଣିଗ୍ରାହୀ
ବାପା/ବୋଉଗୋପୀନାଥ ପାଣିଗ୍ରାହୀ (ବାପା)
ବୃତ୍ତିବିଚାରପତି, ରାଜନୀତିଜ୍ଞ

ଲିଙ୍ଗରାଜ ପାଣିଗ୍ରାହୀ (୨୧ ମାର୍ଚ୍ଚ ୧୮୯୬ – ୨୩ ଅଗଷ୍ଟ ୧୯୬୯) ଜଣେ ଓଡ଼ିଆ ବିଚାରପତି ଓ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ତୃତୀୟ ମୁଖ୍ୟ ବିଚାରପତି ଥିଲେ । ୪ ମାର୍ଚ୍ଚ ୧୯୫୩ରେ ସେ ଏହି ପଦବୀରେ ନିଯୁକ୍ତହୋଇ ୨୧ ମାର୍ଚ୍ଚ ୧୯୫୬ ପର୍ଯ୍ୟନ୍ତ ଏହି ଦାୟିତ୍ୱ ନିର୍ବାହ କରିଥିଲେ ।[] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମପୁର ଓ କୋଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ଶିକ୍ଷା ଓ ପରିବାର

[ସମ୍ପାଦନା]

ଲିଙ୍ଗରାଜ ୧୮୯୬ ମସିହାର ମାର୍ଚ୍ଚ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋପୀନାଥ ପାଣିଗ୍ରାହୀ ଓ ପତ୍ନୀଙ୍କ ନାମ ସ୍ୱର୍ଣ୍ଣମୟୀ ପାଣିଗ୍ରାହୀ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ଲିଙ୍ଗରାଜ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ରୁ ୧୯୫୯ ଓ ୧୯୬୧ରୁ ୧୯୬୭ ମସିହାଯାଏଁ ସେ ମନ୍ତ୍ରୀ ଭାବରେ ଓଡ଼ିଶା ବିଧାନ ସଭାରେ କାର୍ଯ୍ୟ କରିଥିଲେ ।[]

ମୃତ୍ୟୁ

[ସମ୍ପାଦନା]

ଲିଙ୍ଗରାଜ ୧୯୬୯ ମସିହାର ଅଗଷ୍ଟ ୨୩ ତାରିଖରେ ୭୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[]

  1. "Former Chief Justice". Orissa High Court, Cuttack, Odisha. Retrieved 10 January 2022.
  2. ୨.୦ ୨.୧ ୨.୨ "Shri Lingaraj Panigrahi". odishaassembly.nic.in. Odisha Assembly. Retrieved 7 January 2021.
{{bottomLinkPreText}} {{bottomLinkText}}
ଲିଙ୍ଗରାଜ ପାଣିଗ୍ରାହୀ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?