For faster navigation, this Iframe is preloading the Wikiwand page for ପର୍ଶୁରାମ ମାଝୀ.

ପର୍ଶୁରାମ ମାଝୀ

ପର୍ଶୁରାମ ମାଝୀ
ସାଂସଦ: ୧୩ଶ ଏବଂ ୧୪ଶ ଲୋକ ସଭା
ନିର୍ବାଚନ ମଣ୍ଡଳୀନବରଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-12-01) ୧ ଡିସେମ୍ବର ୧୯୬୧ (ବୟସ ୬୨)
ନବରଙ୍ଗପୁର, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀକୁସୁମ ମାଝୀ
ସନ୍ତାନ୧ ପୁଅ, ୨ ଝିଅ
ଘରନବରଙ୍ଗପୁର, ଓଡ଼ିଶା
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା
ଆଧାର: [୧]

ପର୍ଶୁରାମ ମାଝୀ (ଜନ୍ମ: ୧ ଡିସେମ୍ବର ୧୯୬୧) ଜଣେ ଭାରତୀୟ ରାଜନୀତିଜ୍ଞ ।[] ସେ ଭାରତର ସଂସଦର ତଳ ସଦନ ଲୋକ ସଭା୧୩ଶ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[] ସେ ଓଡ଼ିଶାନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।


ଜନ୍ମ ଓ ପରିବାର

[ସମ୍ପାଦନା]

ପର୍ଶୁରାମ ମାଝୀ ୧୯୬୧ ମସିହା ଡିସେମ୍ବର ୧ ତାରିଖରେ ଓଡ଼ିଶାର ନବରଙ୍ଗପୁରଠାରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ମାଝୀ କୁସୁମ ମାଝୀଙ୍କୁ ବିବାହ କରିଥିଲେ ।

ରାଜନୈତିକ ଜୀବନ

[ସମ୍ପାଦନା]

ପର୍ଶୁରାମ ମାଝୀ ୧୯୯୯ ମସିହା ଭାରତୀୟ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି[] ଭାବରେ ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଓ ୧୩ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[] ଏହାପରେ ୨୦୦୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁଣିଥରେ ୨ୟଥର ପାଇଁ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[] ୧୯୯୯ ଓ ୨୦୦୪ ମସିହାରେ ପର୍ଶୁରାମ ନବରଙ୍ଗପୁରରୁ ଲୋକ ସଭାକୁ ନିର୍ବାଚିତ ହେବାପରେ ୨୦୦୯ରେ ପ୍ରଦୀପ ମାଝୀଙ୍କଠାରୁ ପରାସ୍ତ ହୋଇଥିଲେ ଏବଂ ୨୦୧୪ରେ ମଧ୍ୟ ପୁଣିଥରେ ନବରଙ୍ଗପୁର ଆସନରୁ ପ୍ରତିଦ୍ୱନ୍ଦିତା କରି ପରାସ୍ତ ହୋଇଥିଲେ ।[]

  1. Faith Under Fire (in ଇଂରାଜୀ). Media House. 2008. ISBN 9788174953209.
  2. "Former Nabarangpur MP, driver injured in road accident". Pragativadi: Leading Odia Dailly (in ଆମେରିକୀୟ ଇଂରାଜୀ). 2018-09-11. Retrieved 2019-02-03.
  3. "General Elections 2004 Candidates Details for 13-Nowrangpur constituency of ORISSA". affidavitarchive.nic.in. Retrieved 2019-02-03.
  4. Rana, Mahendra Singh (2006). India Votes: Lok Sabha & Vidhan Sabha Elections 2001-2005 (in ଇଂରାଜୀ). Sarup & Sons. ISBN 9788176256476.
  5. "Parsuram Majhi(Bharatiya Janata Party(BJP)):Constituency- NABARANGPUR(ORISSA) - Affidavit Information of Candidate:". www.myneta.info. Retrieved 2019-02-03.
  6. "Majhi trio in fray - Big three eye Nabarangpur Lok Sabha seat". www.telegraphindia.com (in ଇଂରାଜୀ). Retrieved 2019-02-03.

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
ପର୍ଶୁରାମ ମାଝୀ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?