For faster navigation, this Iframe is preloading the Wikiwand page for ନଦୀୟା ବିହାରୀ ମହାନ୍ତି.

ନଦୀୟା ବିହାରୀ ମହାନ୍ତି

ନଦୀୟା ବିହାରୀ ମହାନ୍ତି
ଜନ୍ମ୧୫ ନଭେମ୍ବର ୧୯୩୧(୧୯୩୧-୧୧-୧୫)
ମୃତ୍ୟୁ୧୪ ସେପ୍ଟେମ୍ବର ୨୦୨୦(2020-09-14) (ବୟସ ୮୮)
ଜାତୀୟତାଭାରତୀୟ
ପିତାମାତାଆର୍ତ୍ତବଲ୍ଲଭ ମହାନ୍ତି (ବାପା)
ସମ୍ପର୍କୀୟବିଣାପାଣୀ ମହାନ୍ତି
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର


ନଦୀୟା ବିହାରୀ ମହାନ୍ତି (୧୫ ନଭେମ୍ବର ୧୯୩୧[] - ୧୪ ସେପ୍ଟେମ୍ବର ୨୦୨୦[]), ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ଥିଲେ । ଶିଶୁ ସାହିତ୍ୟକୁ ସାମଗ୍ରୀକ ଅବଦାନ ନିମନ୍ତେ ସେ ୨୦୧୩ ମସିହାରେ ଏହି ପୁରସ୍କାର ଲାଭ କରିଥିଲେ ।[]

ପିଲାଦିନ ଓ ଶିକ୍ଷା

[ସମ୍ପାଦନା]

କେନ୍ଦ୍ରାପଡ଼ାର କଉପଡ଼ା ଗ୍ରାମରେ ୧୫ ନଭେମ୍ବର ୧୯୩୧ ମସିହାରେ ଜନ୍ମଗ୍ରହଣ କରିଥିବା ମହାନ୍ତି ଆଇନରେ ଡିଗ୍ରୀ ହାସଲ କରିବା ପରେ ୧୯୫୮ରେ ଆକାଶବାଣୀରେ ଯୋଗ ଦେଇଥିଲେ । ରାଜ୍ୟର ଲୋକପ୍ରିୟ ଶିଶୁ ପତ୍ରିକା ମନପବନ ଓ ମୀନାବଜାରରେ ମଧ୍ୟ ସେ ଲେଖୁଥିଲେ । []ସେ ଜଣେ ବେତାର କଳାକାର ଭାବରେ ମଧ୍ୟ ପରିଚିତ । ଆକାଶବାଣୀ କଟକର ଶିଶୁ ସଂସାର କାର୍ଯ୍ୟକ୍ରମର "ବଡ଼ ଭାଇ" ଭୂମିକାରେ ସେ ବହୁ ବର୍ଷ ଧରି ଅଭିନୟ କରିଛନ୍ତି ।[] ଅଭିନୟ ସହିତ ଶିଶୁ ସଂସାର, ଚକା ଚକା ଭଁଉରୀ, କିଶୋର ଚକ୍ର ଆଦି କାର୍ଯ୍ୟକ୍ରମ ସେ ବୀଣାପାଣି ମହାନ୍ତିଙ୍କ ସହିତ ପ୍ରଯୋଜନା ମଧ୍ୟ କରୁଥିଲେ ।[]

ରଚନାବଳୀ

[ସମ୍ପାଦନା]
  • ଗପୁଡ଼ି ଓ ପକୁଡ଼ି
  • ଖିରୀ ଖେଚୁଡ଼ି
  • ଆଖି - ୨୦୦୦ (ସଂସାର ପ୍ରେସ)
  • ଛୁଆଙ୍କ ନୂଆ ନାଟକ - ୨୦୦୦ (ଭାରତୀ ପ୍ରେସ)
  • ରାସ୍ତାରୋକା - ୨୦୦୧ (ସଂସ୍କାର ପ୍ରେସ)[]
  • ସପନ ଗୁଡ଼ି
  • ଛଅପା ହାତରେ ଛକଡ଼ି
  • ଅନନ୍ତ ପଥେ ଶ୍ରୀମନ୍ତ
  • ସାଧୁର ଶଗଡ଼
  • ଠେକୁ ମହାରାଜ
  • କୁନାକୁନା କାହାଣୀମାଳ
  • ବଡ଼ଭାଇଙ୍କ କାହାଣୀମୁଣି

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୩
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୯ (ଗପୁଡ଼ି ଓ ପକୁଡ଼ି)[]
  • ରାଜଧାନୀ ପୁସ୍ତକମେଳା ପୁରସ୍କାର - ୨୦୦୦[]
  • ଝୁମୁକା ସମ୍ମାନ - ୨୦୧୧[୧୦]
  • ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର (ଶିଶୁ ସାହିତ୍ୟ), ୨୦୦୪[୧୧]
  • ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ସମ୍ମାନ, ୨୦୦୪

ମୃତ୍ୟୁ

[ସମ୍ପାଦନା]

ନଦୀୟା ବିହାରୀ ମହାନ୍ତି ୨୦୨୦ ମସିହାର ସେପ୍ଟେମ୍ବର ମାସ ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧୨] ସେ କରୋନାରେ ଆକ୍ରାନ୍ତ ଥିଲେ ।[୧୩]ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।

  1. "ଚାଲିଗଲେ". samajaepaper.in. Archived from the original on ୧୫ ସେପ୍ଟେମ୍ବର ୨୦୨୦. Retrieved 12 February 2021. ((cite web)): Check date values in: |archivedate= (help)
  2. "ଶିଶୁ ସାହିତ୍ୟିକ ନଦିୟା ବିହାରୀ ମହାନ୍ତିଙ୍କ ପରଲୋକ". ଧରିତ୍ରୀ ୧୫/୦୯/୨୦୨୦ ପୃଷ୍ଠା ୩. ଧରିତ୍ରୀ. Archived from the original on 15 September 2020. Retrieved 15 September 2020.
  3. "BAL SAHITYA PURASKAR (2010-2019)". sahitya-akademi.gov.in. sahitya akademi. Retrieved 26 June 2019. ((cite web)): Cite has empty unknown parameter: |dead-url= (help)
  4. "ଲୋକପ୍ରିୟ ଶିଶୁ ସାହିତ୍ୟିକ 'ବଡ଼ଭାଇ' ନଦିୟା ବିହାରୀ ମହାନ୍ତିଙ୍କ ପରଲୋକ". ସମ୍ବାଦ. sambad.in. 14 September 2020. Archived from the original on 14 September 2020. Retrieved 14 September 2020.
  5. "Sahitya Akademi awards for two Odia writers". odishasuntimes.com. Odisha Sun Times. Retrieved 26 June 2019.
  6. Jagannatha Mahanti; Jagannātha Mahānti (1993). Children's Literature of Orissa. Orissa Sahitya Akademi.
  7. "National Library of India Online Cataloge". National Library of India. Retrieved 26 Jun 2019.
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 June 2016. Retrieved 26 June 2019. ((cite web)): Cite has empty unknown parameter: |dead-url= (help)
  9. "LIST OF AWARDS". rajdhanibookfair.com. ରାଜଧାନୀ ପୁସ୍ତକମେଳା. Archived from the original on 12 January 2019. Retrieved 26 June 2019. ((cite web)): Cite has empty unknown parameter: |dead-url= (help)
  10. "Jhumuka celebrates silver jubilee - Magazine awards 25 writers of children's literature on the occasion". www.telegraphindia.com. The Telegraph. Retrieved 26 June 2019.
  11. "ତୁମ ପ୍ରତୀକ୍ଷାରେ ବଡ଼ଭାଇ". theprajatantra.org. Archived from the original on ୧୨ ଫେବୃଆରୀ ୨୦୨୧. Retrieved 12 February 2021. ((cite web)): Check date values in: |archivedate= (help)
  12. Sahoo, Sushanta Kumar (14 September 2020). "'ଶିଶୁ ସଂସାର' କାର୍ଯ୍ୟକ୍ରମର ବଡ଼ ଭାଇ ନଦିୟା ବିହାରୀ ମହାନ୍ତିଙ୍କ ପରଲୋକ, ୯୦ ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା". ନନ୍ଦିଘୋଷ ଟିଭି (in ଓଡ଼ିଆ). କଟକ. Archived from the original on 14 September 2020. Retrieved 14 September 2020.((cite news)): CS1 maint: unrecognized language (link)
  13. "'ବଡ଼ଭାଇ' ନଦୀୟ ବିହାରୀ ଆଉ ନାହାନ୍ତି". Samaja Live. 14 September 2020. Archived from the original on 14 September 2020. Retrieved 14 September 2020.
{{bottomLinkPreText}} {{bottomLinkText}}
ନଦୀୟା ବିହାରୀ ମହାନ୍ତି
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?