For faster navigation, this Iframe is preloading the Wikiwand page for ଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ).

ଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଦଶପଲା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୬୯,୧୪୪
ଜିଲ୍ଲା: ନୟାଗଡ଼
ଲୋକ ସଭା ନିର୍ବାଚନ ମଣ୍ଡଳୀ: କନ୍ଧମାଳ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଦଶପଲା (କ୍ରମିକ ସଂଖ୍ୟା: ୧୨୧) ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଦଶପଲା ବ୍ଳକ, ଗଣିଆ ବ୍ଳକ ଓ ନୂଆଗାଁ ବ୍ଳକ ।[][]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନାୟକ ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ଇନ୍ଦୁମତି ନାୟକଙ୍କଠାରୁ ୫୭୩୨୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କାଶୀନାଥ ମଲ୍ଲିକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲେକ୍ଚରର ବୁଲିଅନଙ୍କଠାରୁ ୩୮,୭୫୮ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

୨୦୦୯ ନିର୍ବାଚନ ଫଳାଫଳ

[ସମ୍ପାଦନା]
୨୦୦୯ ବିଧାନ ସଭା ନିର୍ବାଚନ, ଦଶପଲା []
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ କାଶୀନାଥ ମଲ୍ଲିକ ୬୧,୧୪୨ ୫୯.୨୮ -
କଂଗ୍ରେସ ଲେକ୍ଚରର ବୁଲିଅନ ୨୨,୩୮୪ ୨୧.୭୦ -
ଭାଜପା ମନୋଜ କୁମାର ବେହେରା ୧୩,୨୧୮ ୧୨.୮୨ -
ସ୍ୱାଧୀନ ସୁଶାନ୍ତ କୁମାର ନାୟକ ୨,୦୫୦ ୧.୯୯ -
ସ୍ୱାଧୀନ ବାସୁଦେବ ନାୟକ ୧,୪୬୨ ୧.୪୨ -
ସମୃଦ୍ଧ ଓଡ଼ିଶା ବେଣୁଧର ନାୟକ ୧,୦୭୧ ୧.୦୪ -
ସ୍ୱାଧୀନ ଦେବରାଜ ନାୟକ ୯୨୦ ୦.୮୯ -
ସପା ଆର୍ତ୍ତବନ୍ଧୁ ଚୌଧୁରୀ ୮୯୨ ୦.୮୬ -
ଭୋଟ ବ୍ୟବଧାନ ୩୮,୭୫୮ ୩୭.୫୮* -
ମତଦାନ ହାର ୧,୦୩,୧୪୩ ୬୪.୪୯ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

[ସମ୍ପାଦନା]

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [][][]

  1. "Daspalla Assembly Election 2009, Orissa". empoweringindia.org. Archived from the original on 8 April 2014. Retrieved 25 May 2013. Constituency: Daspalla (121) District : Nayagarh
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 64-Daspalla Constituency of ORISSA". eci.nic.in. 2006. Retrieved 25 May 2013. List Of Winning Candidates Year Voters In 1000 Voter Turnout (% age) Winner ((cite web)): horizontal tab character in |quote= at position 33 (help)
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
{{bottomLinkPreText}} {{bottomLinkText}}
ଦଶପଲ୍ଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?