For faster navigation, this Iframe is preloading the Wikiwand page for ଓଡ଼ିଶାର ତହସିଲ ତାଲିକା.

ଓଡ଼ିଶାର ତହସିଲ ତାଲିକା

ଜିଲ୍ଲା ତହସିଲ ସୁଚନା
ଅନୁଗୋଳ ଜିଲ୍ଲା ଅନୁଗୋଳ, ଆଠମଲ୍ଲିକ, କନିହା, କିଶୋରନଗର, ଛେଣ୍ଡିପଦା, ତାଳଚେର, ପାଲଲହଡ଼ା, ବନାରପାଳ
କଟକ ଜିଲ୍ଲା ଆଠଗଡ଼, କଟକ, କଣ୍ଟାପଡା଼, କିଶୋରନଗର, ଟାଙ୍ଗି, ତିଗିରିଆ, ଦମପଡା଼, ନରସିଂହପୁର, ନିଆଳି, ନିଶ୍ଚିନ୍ତକୋଇଲି, ବଡ଼ମ୍ବା, ବାଙ୍କୀ, ବାରଙ୍ଗ, ମହାଙ୍ଗା, ସାଲେପୁର
କଳାହାଣ୍ଡି ଜିଲ୍ଲା କରିଆମୁଣ୍ଡା, କଲାମପୁର, କେଶିଙ୍ଗା, କୋକସରା, ଗୋଲାମୁଣ୍ଡା, ଜୁନାଗଡ଼, ଥୁ. ରାମପୁର, ମ.ରାମପୁର, ନାରଳା, ଭବାନିପାଟଣା, ଲାଞ୍ଜିଗଡ଼
କନ୍ଧମାଳ ଜିଲ୍ଲା ଟିକାବାଲି, କନ୍ଧମାଳ, କ.ନୁଆଗାଁ, କୋଟଗଡ଼, ଖଜୁରିପଡା଼, ଘୁ. ଉଦୟଗିରି, ଚକାପାଦ, ତୁମୁଡି଼ବନ୍ଧ, ଦାରିଙ୍ଗବାଡ଼ି, ଫିରିଙ୍ଗିଆ, ରାଇକିଆ, ବାଲିଗୁଡ଼ା
କେନ୍ଦୁଝର ଜିଲ୍ଲା ଆନନ୍ଦପୁର, କେନ୍ଦୁଝର, ଘଟଗାଁ, ଘସିପୁର, ଚମ୍ପୁଆ, ଝୁମ୍ପୁରା, ତେଲକୋଇ, ପାଟଣା, ବଡ଼ବିଲ, ବଂଶପାଳ, ସହରପଡା଼, ହରିଚନ୍ଦନପୁର, ହାଟଡିହି
କେନ୍ଦ୍ରାପଡ଼ା ଜିଲ୍ଲା ଆଳି, କେନ୍ଦ୍ରାପଡ଼ା, କନିକା, ଗାରଦପୁର, ଡେରାବିସ, ପଟ୍ଟମୁଣ୍ଡାଇ, ମହାକାଳପଡା଼, ମାର୍ଶାଘାଇ, ରାଜନଗର
କୋରାପୁଟ ଜିଲ୍ଲା କୁଣ୍ଡୁର, କୋଟପାଡ଼, କୋରାପୁଟ, ଜୟପୁର, ପଟ୍ଟାଙ୍ଗୀ, ମାଛକୁଣ୍ଡ, ନରାୟଣପାଟଣା, ବନ୍ଧୁଗାଁ, ବୋରିଗୁମା, ବୈପାରିଗୁଡା଼, ଶିମିଳିଗୁଡା଼
ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା, ଟାଙ୍ଗୀ, ଚିଲିକା, ଜଟଣୀ, ବାଣପୁର, ବାଲିଅନ୍ତା, ବାଲିପାଟଣା, ବେଗୁନିଆ, ବୋଲଗଡ଼, ଭୁବନେଶ୍ୱର
ଗଜପତି ଜିଲ୍ଲା କାଶୀନଗର, ଗୁମ୍ମା, ନୂଆଗଡ଼, ପାରଳାଖେମୁଣ୍ଡି, ମୋହନା, ରା. ଉଦୟଗିରି, ରାୟଗଡ଼
ଗଞ୍ଜାମ ଜିଲ୍ଲା ଆସିକା, କୋଦଳା, କନିଶି, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଗଞ୍ଜାମ, ଚିକିଟି, ଛତ୍ରପୁର, ଜଗନ୍ନାଥପ୍ରସାଦ, ଦିଗପହଣ୍ଡି, ଧରାକୋଟ, ପାତ୍ରପୁର, ପୁରୁଷୋତ୍ତମପୁର, ପୋଲସରା, ବୁଗୁଡ଼ା, ବେଲଗୁଣ୍ଠା, ବ୍ରହ୍ମପୁର, ଭଞ୍ଜନଗର, ଶେରଗଡ, ସାନଖେମୁଣ୍ଡି, ସୋରଡ଼ା, ହିଞ୍ଜିଳିକାଟୁ
ଜଗତସିଂହପୁର ଜିଲ୍ଲା ଏରସମା, କୁଜଙ୍ଗ, ଜଗତସିଂହପୁର, ତିର୍ତୋଲ, ନୁଆଗାଁ, ରଘୁନାଥପୁର, ବିରିଡି
ବରଗଡ଼ ଜିଲ୍ଲା ଅତାବିରା, ଅମ୍ବାଭୋଣା, ଗୈସିଲେଟ, ଝାରବନ୍ଧ, ପାଇକମାଳ, ପଦମପୁର, ବରଗଡ଼, ବରପାଲି, ବିଜେପୁର, ଭଟଲି, ଭେଡେନ, ସୋହେଲା
ବଲାଙ୍ଗୀର ଜିଲ୍ଲା ଅଗଲପୁର, କଣ୍ଟାବାଞ୍ଜି, ଖପ୍ରାଖୋଲ, ଟିଟିଲାଗଡ଼, ତୁସୁରା, ଦେଓଗାଁ, ପାଟଣାଗଡ଼, ପୁଇଁତଳା, ବଲାଙ୍ଗୀର, ବଙ୍ଗମୁଣ୍ଡା, ବେଲପଡା଼, ମୋରିବାହାଲ, ସାଇଁତଳା, ଲୋଇସିଙ୍ଘା
ବାଲେଶ୍ୱର ଜିଲ୍ଲା ଖଇରା, ଓଉପଡା଼, ଜଳେଶ୍ୱର, ରେମୁଣା, ବସ୍ତା, ବାହାଙ୍ଗା, ବଳିଆପାଳ, ବାଲେଶ୍ୱର, ସିମୁଳିଆ, ସୋର
ବୌଦ୍ଧ ଜିଲ୍ଲା କଣ୍ଟାମାଳ, ବୌଦ୍ଧ, ହରଭଙ୍ଗା
ଭଦ୍ରକ ଜିଲ୍ଲା ଚାନ୍ଦବାଲି, ତିହିଡ଼ି, ଧାମନଗର, ବାସୁଦେବପୁର, ବୋନ୍ଥ, ଭଦ୍ରକ, ଭଣ୍ଡାରିପୋଖରୀ
ଢେଙ୍କାନାଳ ଜିଲ୍ଲା ଓଡା଼ପଦା, କାମାକ୍ଷାନଗର, କଙ୍କଡା଼ହାଡ଼, ଗୋଇଣ୍ଡା, ଢେଙ୍କାନାଳ, ପରଜଙ୍ଗ, ଭୂବନ, ହିନ୍ଦୋଳ
ଦେବଗଡ଼ ଜିଲ୍ଲା ଦେବଗଡ଼, ରାଇମାଳ, ବାରକୋଟ
ଯାଜପୁର ଜିଲ୍ଲା ଦର୍ପଣି, ଦଙ୍ଗାଡି଼, ଦଶରଥପୁର, ଧର୍ମଶାଳା, ବାରି, ବିଞ୍ଝାରପୁର, ଯାଜପୁର, ରସୁଲପୁର, ସୁକିନ୍ଦା
ଝାରସୁଗୁଡ଼ା ଜିଲ୍ଲା ଝାରସୁଗୁଡ଼ା, ଲଖନପୁର, କୋଲାବିରା, ଲଇକେରା, କିରିମିରା
ନବରଙ୍ଗପୁର ଜିଲ୍ଲା ଉମରକୋଟ, କୋଡ଼ିଙ୍ଗା, ଚଣ୍ଡାହାଣ୍ଡି, ଝରିଗାଁ, ତେନ୍ତୁଳିଖୁଣ୍ଟି, ଦେବୁଗାଁ, ପାପଡା଼ହାଣ୍ଡି, ନନ୍ଦହାଣ୍ଡି, ନବରଙ୍ଗପୁର, ରାୟଗଡ଼
ନୟାଗଡ଼ ଜିଲ୍ଲା ଓଡ଼ଗାଁ, ଖଣ୍ଡପଡ଼ା, ଗଣିଆ, ଦଶପଲ୍ଲା, ନୟାଗଡ଼, ନୁଆଗାଁ, ରଣପୁର, ଭାପୁର
ନୂଆପଡ଼ା ଜିଲ୍ଲା କୋମନା, ଖଡିଆଳ, ନୂଆପଡ଼ା, ବୋଦେନ, ସିନାପଲ୍ଲୀ
ପୁରୀ ଜିଲ୍ଲା ଅସ୍ତରଙ୍ଗ, କାକଟପୁର, କଣାସ, କୃଷ୍ଣପ୍ରସାଦ, ଗୋପ, ଡେଲାଙ୍ଗ, ନିମାପଡ଼ା, ପିପିଲି, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ
ମୟୂରଭଞ୍ଜ ଜିଲ୍ଲା ଉଦଳା, କରଞ୍ଜିଆ, ବହଳଦା, ବାରିପଦା, ବେତନଟି, ରାଇରଙ୍ଗପୁର, ରାସଗୋବିନ୍ଦପୁର, ବଡ଼ସାହି, ରଋଆଣ, ବାଙ୍ଗିରିପୋଷୀ, ବିଜାତଳ, ବିଷୋଇ, ଗୋପବନ୍ଧୁନଗର, ଜମୁଦା, କତ୍ପିପଦା, ଖୁଣ୍ଟ, କୁଲିଆଣ, କୁସୁମି, ମୋରଡା଼, ଠାକୁରମୁଣ୍ଡା, ସମାକଖୁଣ୍ଟା, ସୁକୃଳି, ସୁଳିଆପାଡ଼, ତିରିଙ୍ଗି, ଜସିପୁର, ର୍ସସ୍କନା
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା, ମାଲକାନଗିରି, ମୋଟ୍ଟୁ, ଖୈରପୁଟ, କୁଡୁମୁଲଗୁମ୍ମା, କାଲିମେଳା, ମାଥିଳି
ରାୟଗଡ଼ା ଜିଲ୍ଲା କାଶୀପୁର, ଗୁଣୁପୁର, ବିଷମ କଟକ, ରାୟଗଡ଼ା, ଚନ୍ଦ୍ରପୁର, କେ.ସିଂହପୁର, କୋଳନରା, ମୁନିଗୁଡା଼, ପଦ୍ମପୁର, ରମଣଗୁଡା଼
ସମ୍ବଲପୁର ଜିଲ୍ଲା କୁଚିଣ୍ଡା, ରେଢ଼ାଖୋଲ, ରେଙ୍ଗାଲି, ସମ୍ବଲପୁର, ଯମଙ୍କିରା, ଜୁଜୁମୋରା, ମାଣେଶ୍ୱର, ନକ୍ତିଦେଉଳି, ବାମରା
ସୁବର୍ଣ୍ଣପୁର ଜିଲ୍ଲା ରାମପୁର, ବିନିକା, ବୀରମହାରାଜାପୁର, ସୋନପୁର, ତରଭା, ଉଲୁଣ୍ଡା
ସୁନ୍ଦରଗଡ଼ ଜିଲ୍ଲା କୁତ୍ରା, କୋଇଡା଼, ଗୁରୁଣ୍ଡିଆ, ତଙ୍ଗରପଲ୍ଲୀ, ପାନପୋଷ, ବଡଗାଁ, ବଣାଇ, ବାଲିଶଙ୍କରା, ବିସ୍ରା, ବୀରମିତ୍ରପୁର, ରାଉରକେଲା, ରାଜଗାଙ୍ଗପୁର, ସୁନ୍ଦରଗଡ଼, ସବଡେଗା, ହେମଗିରି, ଲହୁଣିପଡା଼, ଲାଠିକଟା, ଲେଫ୍ରିପଡ଼ା

ଆହୁରି ଦେଖନ୍ତୁ

[ସମ୍ପାଦନା]

ବାହାର ଲିଙ୍କ

[ସମ୍ପାଦନା]
{{bottomLinkPreText}} {{bottomLinkText}}
ଓଡ଼ିଶାର ତହସିଲ ତାଲିକା
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?