For faster navigation, this Iframe is preloading the Wikiwand page for ଜଷ୍ଟ ମୋହବତ୍.

ଜଷ୍ଟ ମୋହବତ୍

ଜଷ୍ଟ ମୋହବତ୍
ନିର୍ଦ୍ଦେଶକଏସ୍. କେ. ମୁରଲୀଧରନ
ପ୍ରଯୋଜକକଲ୍ୟାଣ ସୁନ୍ଦର ଛୋଟରାୟ
ସଂଳାପବାପୁ ଗୋସ୍ୱାମୀ
କଳାକାରଆକାଶ ଦାସନାୟକ, ଅର୍ଚ୍ଚିତା ସାହୁ, ପପୁ ପମ ପମ, ସମରେଶ ରାଉତରାୟ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଆର୍. ଭଗତ
ସମ୍ପାଦକବିରେନ ଜ୍ୟୋତି ମହାନ୍ତି
ମୁକ୍ତିଲାଭ ତାରିଖ
୨୫ ଅଗଷ୍ଟ ୨୦୧୭[]
ଦେଶ ଭାରତ
ଭାଷାଓଡ଼ିଆ

ଜଷ୍ଟ ମୋହବତ୍, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[][][] ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ କଲ୍ୟାଣ ସୁନ୍ଦର ଛୋଟରାୟ ଏବଂ ସମରେଶ ରାଉତରାୟ ।[] ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଏସ୍. କେ. ମୁରଲୀଧରନ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[] ଅଭିଜିତ ମଜୁମଦାର ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ୨୫ ଅଗଷ୍ଟ ୨୦୧୭ରେ ଗଣେଶ ପୂଜା ଦିନ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା ।[][]

ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଆକାଶ ଦାସନାୟକ[] ଏବଂ ନାୟିକା ଅର୍ଚ୍ଚିତା ସାହୁ[୧୦][][୧୧] ଆକାଶ ଜଣେ ସ‌ହ-ନିର୍ଦ୍ଦେଶକ ଭୂମିକାରେ ଅଭିନୟ କରିଥିଲେ । ସମରେଶ ରାଉତରାୟ, ପପୁ ପମ ପମ, ଧୀର ମଲିକ୍, ଅଙ୍କିତା ଆଦି କଳାକାରମାନେ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୨] ବଙ୍ଗୀୟ ନାୟିକା ଅଙ୍କିତା ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧୩]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଅଭିଜିତ ମଜୁମଦାର ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧୭]

୧୩ ଅଗଷ୍ଟ ୨୦୧୭ରେ ଓଡ଼ିଶା ପ୍ରେସ କ୍ଲବରେ ଏହି କଥାଚିତ୍ରର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା । ଏହି କାର୍ଯ୍ୟକ୍ରମରେ ଅର୍ଚ୍ଚିତା ସାହୁ, ଆକାଶ ଦାସନାୟକ, ପପୁ ପମ ପମ, ସମରେଶ ରାଉତରାୟ, ତପୁ ମିଶ୍ର ଆଦି କଳାକାରମାନେ ଉପସ୍ଥିତ ଥିଲେ ।[୧୮][୧୯]

କ୍ରମଗୀତସମୟ
1."ହେଲାରେ ହେଲା ମତେ ଜଷ୍ଟ ମୋହବତ୍" 
2."କାଖେଇ ଧର କୋଳେଇ ଧର ଆହେ ପିତାମ୍ବର" 
3."ପ୍ରିୟା ବାସନ୍ତି ତ ପ୍ରେମ ଲାଗେ ମଧୁମାଳତୀ" 
4."ଠିପି ଖୋଲ" 
5."ଇଟସ୍ ରେନିଂ" 

ପୁରସ୍କାର

[ସମ୍ପାଦନା]

ଚଳଚ୍ଚିତ୍ର ପତ୍ରିକା "ଚଳଚ୍ଚିତ୍ର ଜଗତ"ର ପ୍ରତିଭା ସମ୍ମାନ ଉତ୍ସବରେ ଏହି ଚଳଚ୍ଚିତ୍ରର ନାୟିକା ଅର୍ଚ୍ଚିତା ସାହୁଙ୍କୁ ଶ୍ରେଷ୍ଠ ନାୟିକା ପୁରସ୍କାର ମିଳିଥିଲା ।[୨୦]

  1. "ଆଜି ରିଲିଜ୍‌ ହେଉଛି ଦୁଇଟି ଓଡ଼ିଆ ଛବି". ସମ୍ବାଦ. 25 August 2017. Archived from the original on 26 August 2017. Retrieved 25 August 2017.
  2. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  3. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  4. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
  5. "ରଜ ମଉଜରେ ଓଲିଉଡ଼". 11 June 2016. Archived from the original on 6 December 2016. Retrieved 17 August 2017.
  6. ୬.୦ ୬.୧ "ସାବାସ୍ ଆକାଶ". ସମାଜ. 3 September 2017. Retrieved 8 September 2017.[permanent dead link]
  7. ""ଦେଶୀ ଡଙ୍ଗାରେ ବସି ଲୋକେସନ୍‌କୁ ଗଲା ବେଳେ ଡର ଲାଗୁଥିଲା" – ଅର୍ଚ୍ଚିତା". odisha live. 14 August 2017. Retrieved 17 August 2017.
  8. "୩ ହିନ୍ଦୀ; ୨ ଓଡ଼ିଆ". ସମାଜ. 27 August 2017. Retrieved 27 August 2017.[permanent dead link]
  9. "ଏବେ ଆକାଶ- ଏବଂ ଅମ୍ଳାନ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ!". ସମ୍ବାଦ. 25 August 2017. Archived from the original on 28 August 2017. Retrieved 25 August 2017.
  10. "ଢ଼େର ଡେରିରେ ଅର୍ଚ୍ଚିତାଙ୍କ ସାଥ୍‌ ପାଇଥିଲେ ଆକାଶ !". ସମ୍ବାଦ. 17 September 2017. Archived from the original on 24 September 2017. Retrieved 21 September 2017.
  11. "'ଜଷ୍ଟ ମୋହବତ୍‌'ରେ ଫେରୁଛନ୍ତି ଆକାଶ-ଅର୍ଚ୍ଚିତା". ସମ୍ବାଦ. 15 August 2017. Archived from the original on 17 August 2017. Retrieved 17 August 2017.
  12. ""Just Mohabbat" Odia Movie of Archita & Akash To Release Next Month". E News ଓଡ଼ିଆ. 14 January 2017. Retrieved 17 August 2017.
  13. "ଫେବୃଆରୀରେ ରିଲିଜ ହେବ ଆକାଶ ଏବଂ ଅର୍ଚ୍ଚିତାଙ୍କ 'ଜଷ୍ଟ ମୋହବତ୍‌'". ଖବର ଓଡ଼ିଶା. 14 January 2017. Retrieved 17 August 2017.
  14. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ହିରୋଗିରି' | Sambad". ସମ୍ବାଦ. sambad.in. 20 November 2021. Archived from the original on 31 December 2021. Retrieved 31 December 2021.
  15. Bal, Sandip (31 August 2020). "Akash Dasnayak makes a comeback to films after two years - Times of India". The Times of India (in English). Retrieved 9 January 2022.((cite news)): CS1 maint: unrecognized language (link)
  16. "ରିଲରେ ଦେବୀ ମା'ଙ୍କର ଶରଣାପନ୍ନ ହୋଇଥିଲେ ଅର୍ଚ୍ଚିତା". sambad.in. 8 May 2018. Retrieved 6 June 2018.
  17. "ପୁଣିଥରେ ରୁପେଲୀ ପରଦାରେ ଏକାଠି ଦେଖାଦେବେ ଆକାଶ-ଅର୍ଚ୍ଚିତା". samaj live. 22 August 2017. Archived from the original on 26 August 2017. Retrieved 8 September 2017.
  18. ""Just Mohabbat"Audio music released". Odisha News Times. 14 August 2017. Retrieved 17 August 2017.
  19. "ଓଡ଼ିଆ ସିନେମା 'ଜଷ୍ଟ ମୋହବତ'ର ମ୍ୟୁଜିକ ମୁକ୍ତିଲାଭ". ସମାଜ. 15 August 2017. Archived from the original on 17 August 2017. Retrieved 17 August 2017.
  20. "'ଚଳଚ୍ଚିତ୍ର ଜଗତ' ପୁରସ୍କାର ସମାରୋହ". sambad.in. 8 January 2018. Retrieved 15 February 2018.

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
ଜଷ୍ଟ ମୋହବତ୍
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?