For faster navigation, this Iframe is preloading the Wikiwand page for ଓଡ଼ିଶା ସରକାର.

ଓଡ଼ିଶା ସରକାର


Government of Odisha ଓଡ଼ିଶା ସରକାର
ରାଜ୍ୟ ଚିହ୍ନ
ମୁଖ୍ୟାଳୟଭୁବନେଶ୍ୱର
କାର୍ଯ୍ୟପାଳିକା
ରାଜ୍ୟପାଳରଘୁବର ଦାସ
ମୁଖ୍ୟ ମନ୍ତ୍ରୀମୋହନ ଚରଣ ମାଝୀ (ଭାଜପା)
ବିଧାୟିକା
ବାଚସ୍ପତିସୁରମା ପାଢ଼ୀ (ଭାଜପା)
ବିଧାନ ସଭା ସଦସ୍ୟ ସଂଖ୍ୟା୧୪୭
ନ୍ୟାୟପାଳିକା
ଉଚ୍ଚ ନ୍ୟାୟାଳୟଓଡ଼ିଶା ଉଚ୍ଚ ନ୍ୟାୟାଳୟ
ମୁଖ୍ୟ ବିଚାରପତିଚକ୍ରଧରୀ ଶରଣ ସିଂହ

ଓଡ଼ିଶା ସରକାର, ଓଡ଼ିଶା ଓ ଓଡ଼ିଶାର ଅନ୍ତର୍ଗତ ୩୦ଟି ଜିଲ୍ଲାର ଶାସନ କାର୍ଯ୍ୟ ପରିଚାଳନା କରନ୍ତି । ଭାରତର ଅନ୍ୟ ରାଜ୍ୟ ଗୁଡ଼ିକ ଭଳି ରାଜ୍ୟପାଳ ରାଜ୍ୟର ପ୍ରଶାସନିକ ମୁଖ୍ୟ ଅଟନ୍ତି ଓ ସେ କେନ୍ଦ୍ର ସରକାରଙ୍କ ପରାମର୍ଶରେ ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି । ତାଙ୍କର ପଦବୀ ମୁଖ୍ୟତଃ ଆନୁଷ୍ଠାନିକ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ସରକାରର ମୁଖ୍ୟ ଏବଂ ଅଧିକାଂଶ କାର୍ଯ୍ୟନିର୍ବାହୀ କ୍ଷମତା ତାଙ୍କ ଉପରେ ନ୍ୟସ୍ତ । ଭୁବନେଶ୍ୱର ହେଉଛି ଓଡ଼ିଶାର ରାଜଧାନୀ ଏବଂ ଏଥିରେ ବିଧାନ ସଭା (ବିଧାନ ସଭା) ଏବଂ ସଚିବାଳୟ ରହିଛନ୍ତି । କଟକଠାରେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ଅବସ୍ଥିତ ।

ଓଡ଼ିଶା ବିଧାନ ସଭାର ସଭ୍ୟ ସଂଖ୍ୟା ୧୪୭ ।[] ଲୋକ ସଭାରେ ଓଡ଼ିଶାର ସଦସ୍ୟ ସଂଖ୍ୟା ୨୧ ଓ ରାଜ୍ୟସଭାରେ ୧୦ ।

ମନ୍ତ୍ରୀମଣ୍ଡଳ

[ସମ୍ପାଦନା]
ବିଭାଗ ମନ୍ତ୍ରୀ
୧.ଗୃହ
୨.ସାଧାରଣ ପ୍ରଶାସନ ଓ ଅଭିଯୋଗ
୩.ଅର୍ଥ
୪.ସୂଚନା ଏବଂ ଲୋକସମ୍ପର୍କ
୫.ଜଳ ସମ୍ପଦ
୬.ଯୋଜନା ଓ ସମନ୍ୱୟ
ଏବଂ ଆବଣ୍ଟନ ହୋଇନଥିବା ସମସ୍ତ ବିଭାଗ
ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ
ଉପ-ମୁଖ୍ୟମନ୍ତ୍ରୀଗଣ
୭.କୃଷି ଓ କୃଷକ ସଶକ୍ତିକରଣ
୮.ଶକ୍ତି
କନକ ବର୍ଦ୍ଧନ ସିଂହ ଦେଓ
ଉପ-ମୁଖ୍ୟମନ୍ତ୍ରୀ
୯.ମହିଳା ଓ ଶିଶୁ ବିକାଶ
୧୦.ମିଶନ ଶକ୍ତି
୧୧.ପର୍ଯ୍ୟଟନ
ପ୍ରଭାତୀ ପରିଡ଼ା
ଉପ-ମୁଖ୍ୟମନ୍ତ୍ରୀ
କ୍ୟାବିନେଟ ମନ୍ତ୍ରୀଗଣ
୧୨.ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସୁରେଶ ପୂଜାରୀ
କ୍ୟାବିନେଟ ମନ୍ତ୍ରୀ
୧୩.ଗ୍ରାମ୍ୟ ଉନ୍ନୟନ
୧୪.ପଞ୍ଚାୟତି ରାଜ
୧୫.ପାନୀୟ ଜଳ
ରବି ନାରାୟଣ ନାଏକ
କ୍ୟାବିନେଟ ମନ୍ତ୍ରୀ
୧୬.ବିଦ୍ୟାଳୟ ଓ ଗଣଶିକ୍ଷା
୧୭.ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ
୧୮.ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ
୧୯.ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ
ନିତ୍ୟାନନ୍ଦ ଗଣ୍ଡ
କ୍ୟାବିନେଟ ମନ୍ତ୍ରୀ
୨୦.ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ
୨୧.ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା
କୃଷ୍ଣ ଚନ୍ଦ୍ର ପାତ୍ର
କ୍ୟାବିନେଟ ମନ୍ତ୍ରୀ
୨୨.ଆଇନ
୨୩.ଅବକାରୀ
୨୪.ପୂର୍ତ୍ତ
ପୃଥ୍ୱୀରାଜ ହରିଚନ୍ଦନ
କ୍ୟାବିନେଟ ମନ୍ତ୍ରୀ
୨୫.ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ
୨୬.ସଂସଦୀୟ ବ୍ୟାପାର
୨୭.ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା
ଡଃ.ମୁକେଶ ମହାଲିଙ୍ଗ
କ୍ୟାବିନେଟ ମନ୍ତ୍ରୀ
୨୮. ବାଣିଜ୍ୟ ଓ ପରିବହନ
୨୯. ଇସ୍ପାତ ଓ ଖଣି
ବିଭୂତି ଭୂଷଣ ଜେନା
କ୍ୟାବିନେଟ ମନ୍ତ୍ରୀ
୩୦. ଗୃହ ନିର୍ମାଣ ଓ ନଗର ଉନ୍ନୟନ
୩୧.ସାର୍ବଜନୀନ ଉଦ୍ୟୋଗ
କୃଷ୍ଣ ଚନ୍ଦ୍ର ମହାପାତ୍ର
କ୍ୟାବିନେଟ ମନ୍ତ୍ରୀ
ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ)
୩୨. ଜଙ୍ଗଲ
ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ
୩୩.ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା
ଗଣେଶ ରାମ ସିଂ ଖୁଣ୍ଟିଆ
୩୪.ଉଚ୍ଚଶିକ୍ଷା
୩୫.କ୍ରୀଡା ଓ ଯୁବସେବା
୩୬. ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି
ସୂର୍ଯ୍ୟବଂଶୀ ସୂରଜ
୩୭. ସମବାୟ
୩୮.ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ
ପ୍ରଦୀପ ବଳସାମନ୍ତ
୩୯. ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ
୪୦.ସୂକ୍ଷ୍ମ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
ଗୋକୁଳାନନ୍ଦ ମଲ୍ଲିକ
୪୧.ଶିଳ୍ପ
୪୨.ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା
ସମ୍ପଦ ଚନ୍ଦ୍ର ସ୍ୱାଇଁ

[]

  1. "Orissa Legislative Assembly". Legislative Bodies in India. National Informatics Centre, Government of India. Archived from the original on 16 May 2008. Retrieved 2008-05-12.
  2. "ରାଜ୍ୟରେ ନୂଆ ସରକାରରେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ଜାଣନ୍ତୁ, କାହାକୁ ମିଳିଲା କେଉଁ ବିଭାଗ?". kanaknews.com. କନକ ନ୍ୟୁଜ. Retrieved 15 June 2024.

ବାହାର ତଥ୍ୟ

[ସମ୍ପାଦନା]
{{bottomLinkPreText}} {{bottomLinkText}}
ଓଡ଼ିଶା ସରକାର
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?