For faster navigation, this Iframe is preloading the Wikiwand page for ହେ ପ୍ରଭୁ ଦେଖା ଦେ.

ହେ ପ୍ରଭୁ ଦେଖା ଦେ

ହେ ପ୍ରଭୁ ଦେଖା ଦେ
ନିର୍ଦ୍ଦେଶକଗୋପି ଆନନ୍ଦ
ପ୍ରଯୋଜକଉମା ମହେଶ୍ୱର ରାଓ, ପ୍ରସନ୍ନ କୁମାର ଟେକି
ଚିତ୍ରନାଟ୍ୟଗୋପି ଆନନ୍ଦ
କାହାଣୀଗୋପି ଆନନ୍ଦ
କଳାକାରହରିହର ଦାସ
ଅନୁ ଚୌଧୁରୀ
ପପୁ ପମ ପମ
ମିହିର ଦାସ
ପ୍ରଜ୍ଞା ଖଟୁଆ
ସଙ୍ଗୀତଭି. ୟାଦଗରି
ପ୍ରକଳ୍ପିନୀ ପଟ୍ଟନାୟକ
ଚିତ୍ରଗ୍ରହଣରାମୁ ପିନିସେଟ୍ଟୀ
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୧୧ ନଭେମ୍ବର ୨୦୧୬[]
ଦେଶ ଭାରତ
ଭାଷାଓଡ଼ିଆ

ହେ ପ୍ରଭୁ ଦେଖା ଦେ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[] ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ରମା ମହେଶ୍ୱର ରାଓ ଓ ପ୍ରସନ୍ନ କୁମାର ଟେକି ଏବଂ କାର୍ଯ୍ୟକାରୀ ପ୍ରଯୋଜକ ଥିଲେ ଦୁଷ୍ମନ୍ତ ସାହୁ । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଗୋପି ଆନନ୍ଦ । ଗୋପି ନିର୍ଦ୍ଦେଶନା ସ‌ହ କାହଣୀ ଲେଖିଥିଲେ ଏବଂ ଚିତ୍ରନାଟ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ପଞ୍ଚାନନ ନାୟକ ଏବଂ ନିର୍ମଳ ନାୟକ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ଭି. ୟାଦଗରି ଏବଂ ପ୍ରକଳ୍ପିନୀ ପଟ୍ଟନାୟକ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ହେମା ଚନ୍ଦ୍ର, ରେବନାଥ, ଶ୍ରୀ ଧୃତି, ସତ୍ୟଜିତ ପ୍ରଧାନ, ପ୍ରକଳ୍ପିନୀ ପଟ୍ଟନାୟକ, ରମ୍ୟା ବେହେରା, ଗୀତା ମାଧୁରୀ, ଲିପ୍ସିକା ପ୍ରଭୃତି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।[]

ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହରିହର ଦାସ । ହରିହର ମୁଁ ପ୍ରେମୀ ମୁଁ ପାଗଳ ଚଳଚ୍ଚିତ୍ର ପରେ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଅଭିନେତ୍ରୀ ଅନୁ ଚୌଧୁରୀ, ପ୍ରଜ୍ଞା ଖଟୁଆ, ପପୁ ପମ ପମ[], ମିହିର ଦାସ, ଅମନ‌ଦୀପ, ଦୁଷ୍ମନ୍ତ ସାହୁ ଆଦି କଳାକାରମାନେ ଅଭିନୟ କରିଥିଲେ ।[] ଏହି କଥାଚିତ୍ରଟି ୧୧ ନଭେମ୍ବର ୨୦୧୬ରେ ମୁକ୍ତିଲାଭ କରିଥିଲା ।[]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି ଚଳଚ୍ଚିତ୍ରରେ ଦୁଇଜଣ ସଙ୍ଗୀତ ନିର୍ଦ୍ଦେଶକ ସ୍ୱର ସଂଯୋଜନା କରିଥିଲେ । ଭି. ୟାଦଗରି ଏବଂ ପ୍ରକଳ୍ପିନୀ ପଟ୍ଟନାୟକ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ପଞ୍ଚାନନ ନାୟକ ଏବଂ ନିର୍ମଳ ନାୟକ ଗୀତଗୁଡ଼ିକର ରଚନା କରିଥିଲେ । ହେମା ଚନ୍ଦ୍ର, ରେବନାଥ, ଶ୍ରୀ ଧୃତି, ସତ୍ୟଜିତ ପ୍ରଧାନ, ପ୍ରକଳ୍ପିନୀ ପଟ୍ଟନାୟକ, ରମ୍ୟା ବେହେରା, ଗୀତା ମାଧୁରୀ, ଲିପ୍ସିକା ପ୍ରଭୃତି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

କ୍ରମଗୀତକବିଗାୟକସମୟ
1."ଗଣପତି ବାପା ମୋରିୟା"ପଞ୍ଚାନନ ନାୟକହେମା ଚନ୍ଦ୍ର୦୫:୧୭
2."ଜାଣେନା ମନ"ପ୍ରକଳ୍ପିନୀ ପଟ୍ଟନାୟକସତ୍ୟଜିତ ପ୍ରଧାନ, ପ୍ରକଳ୍ପିନୀ ପଟ୍ଟନାୟକ୦୪:୪୧
3."ମାର ଗୁବୁ ଗୁବୁ"ଡଃ ନିର୍ମଳ ନାୟକଗୀତା ମାଧୁରୀ, ଲିପ୍ସିକା୦୫:୪୭
4."ଜୀବନରେ ଜିତିବାକୁ"ପଞ୍ଚାନନ ନାୟକରମ୍ୟା ବେହେରା୦୫:୧୩
5."ହରି ଓମ୍ ହରି"ପଞ୍ଚାନନ ନାୟକରେବନାଥ, ଶ୍ରୀ ଧୃତି୦୩:୫୬
  1. ୧.୦ ୧.୧ "ଆଜି 'ହେ ପ୍ରଭୁ ଦେଖା ଦେ' ବନାମ 'ଦେଲେ ଧରା କଥା ସରେ'". ସମ୍ବାଦ. 11 November 2016. Archived from the original on 28 July 2017. Retrieved 25 July 2017.
  2. "୧୧ରେ ଆସିବ 'ହେ ପ୍ରଭୁ ଦେଖା ଦେ'". ସମ୍ବାଦ. 3 November 2016. Archived from the original on 28 July 2017. Retrieved 25 July 2017.
  3. "He Prabhu Dekha De". Odia Movie database. Archived from the original on 29 July 2017. Retrieved 25 July 2017.
  4. "ପପୁ ପମ‍୍‌ପମ‍୍‌ଙ୍କ ସେକେଣ୍ଡ ଇନିଂସ". ଓଡ଼ିଶା ଟାଇମ୍. 19 November 2016. Retrieved 25 July 2017.
  5. "ଅନୁଙ୍କ ଭୂମିକା ଏହି ସିନେମାରେ ଗ୍ଲାମରସ୍‌ ଥିଲା ,କିନ୍ତୁ ରୋମାନସର ସୁଯୋଗ ନଥିଲା | Sambad". Sambad (in Odia). ଓଡ଼ିଶା. 14 September 2018. Archived from the original on 17 September 2018. Retrieved 14 September 2018.((cite news)): CS1 maint: unrecognized language (link)
  6. "ଏହି ଓଲିଉଡ ନାୟିକାମାନଙ୍କର ପରଦା ଉପରେ କେହି ନାୟକ ନ ଥିଲେ". OdishaLIVE. 11 July 2018. Archived from the original on 13 August 2020. Retrieved 1 September 2018.
  7. "ବିନା ପ୍ରେମିକରେ ଏହି ସିନେମାରେ ନଜର ଆସିଥିଲେ ଅନୁ". sambad.in. 28 May 2018. Retrieved 6 June 2018.
  8. "ବଗଲାଙ୍କ ସ୍ୱପ୍ନ ଓ ସ୍ୱପ୍ନଭଙ୍ଗ". ସମ୍ବାଦ. No. ରବିବାର. 10 September 2023. p. 9. Archived from the original on 8 October 2023. Retrieved 8 October 2023.

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
ହେ ପ୍ରଭୁ ଦେଖା ଦେ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?