For faster navigation, this Iframe is preloading the Wikiwand page for ସ୍ପୋଣ୍ଡିଲୋଲିସ୍ଥେସିସ.

ସ୍ପୋଣ୍ଡିଲୋଲିସ୍ଥେସିସ

Spondylolisthesis
Olisthesis
X-ray of the lateral lumbar spine with a grade III anterolisthesis at the L5-S1 level.
ଉଚ୍ଚାରଣ
ବିଭାଗOrthopedics
ଲକ୍ଷଣBack pain, sciatica[]
କାରଣDegenerative, isthmic, traumatic, dysplastic, pathologic[]
ବିପଦ କାରକObesity, certain sports[]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[]
ସଠିକ ରୋଗ ନିର୍ଣ୍ଣୟDegenerative disc disease, myofascial pain[]
ଚିକିତ୍ସାPain medication, physiotherapy, steroid injections, surgery[]
ପୁନଃପୌନିକ12% (USA)[]

ସ୍ପୋଣ୍ଡିଲୋଲିସ୍ଥେସିସ ରୋଗରେ ଏକ ମେରୁଅସ୍ଥିର ବିସ୍ଥାପନ ହୁଏ [] ମୁଖ୍ୟ ଲକ୍ଷଣଗୁଡ଼ିକ ମଧ୍ୟରେ ପିଠି ଯନ୍ତ୍ରଣା କିମ୍ବା ସିଆଟିକା ହୋଇପାରେ, ଯଦିଓ କେତେକଙ୍କର କୌଣସି ଲକ୍ଷଣ ନ ଥାଇପାରେ ।[] [] ଅଧକ ବିସ୍ଥାପନ ହେଲେ ଲକ୍ଷଣଗୁଡ଼ିକ ଅଧିକ ଖରାପ ହୋଇପାରେ ।[] ଚାଲିବାରେ ଅସୁବିଧା, ଛୋଟେଇବା ଏବଂ ଗୋଡ଼ର ଦୁର୍ବଳତା ହୋଇପାରେ ।[] ରୋଗ ଜଟିଳ ହେଲେ କ୍ୱଚିତ୍ ଅନ୍ତନଳୀ କିମ୍ବା ମୂତ୍ରାଶୟ ଅନିୟନ୍ତ୍ରିତ ହୋଇପାରେ ।[]

ଏହାର କାରଣ ଗୁଡ଼ିକ ମଧ୍ୟରେ ଡିଜେନେରେସନ ବା ତନ୍ତୁ କ୍ଷୟ, ଇସ୍ଥମସ ଜନିତ, ଆଘାତଜନିତ, ଡିସପ୍ଲାଷ୍ଟିକ୍ କିମ୍ବା ରୋଗ ଜନିତ ହୋଇପାରେ ।[] କୁସ୍ତି କିମ୍ବା ଜିମ୍ନାଷ୍ଟିକ୍ ଖେଳରେ ପାର୍ସ ଇଣ୍ଟରଆର୍ଟିକୁଲାରସ୍ କ୍ଷତିଗ୍ରସ୍ତ ହୋଇପାରେ ଯାହା ଯୋଗୁ ସାମାନ୍ୟ ଆଘାତରେ ଏହା ବାରମ୍ବାର ହୋଇପାରେ ।[] ଫାସେଟ ଗଣ୍ଠିର ଏକତ୍ରିକରଣ ତୃଟି ଜନ୍ମଗତ ହୋଇପାରେ କିମ୍ବା ପରବର୍ତ୍ତୀ ଜୀବନରେ ହାସଲ ହୋଇପାରେ ।[] ରୋଗ ମଧ୍ୟରେ କନେକ୍ଟିଭ୍ ଟିସୁ ବ୍ୟାଧି, କର୍କଟ ବା ଅସ୍ତ୍ରୋପଚାର ପରବର୍ତ୍ତୀ ରୋଗ ହୋଇପାରେ ।[] ରୋଗ ନିର୍ଣ୍ଣୟ ସାଧାରଣତ ରଞ୍ଜନରଶ୍ମି ସାହାଯ୍ୟରେ ହୋଇଥାଏ ।[] ସାଧାରଣତଃ ନିମ୍ନ କଟିଦେଶର ଲମ୍ବର ମେରୁଦଣ୍ଡ ପ୍ରଭାବିତ ହୁଏ; ଯଦିଓ ବେକ ମେରୁଦଣ୍ଡରେ ହୋଇପାରେ []

ପ୍ରାରମ୍ଭିକ ଚିକିତ୍ସାରେ ଏହି ଅଞ୍ଚଳରେ ଯନ୍ତ୍ରଣା ନିବାରକ ଔଷଧ, ଫିଜିଓଥେରାପି ଏବଂ ସ୍ଥାନୀୟ ଷ୍ଟେରଏଡ ଇଞ୍ଜେକ୍ସନ ଦିଆଯାଇପାରେ | [] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ଓଜନ ହ୍ରାସ କରାଯାଇପରେ ।[] ଯଦି ଏହା ଯଥେଷ୍ଟ ପ୍ରଭାବଶାଳୀ ନୁହେଁ ତେବେ କିଛି ଲୋକ ଅସ୍ତ୍ରୋପଚାରଦ୍ୱାରା ଉପକୃତ ହୋଇପାରନ୍ତି; ତଥାପି, କେଉଁ ପ୍ରକାରର ଅସ୍ତ୍ରୋପଚାର ଲାଭଦାୟକ ତାହା ଅସ୍ପଷ୍ଟ ।[]

ସ୍ପୋଣ୍ଡିଲୋଲିସ୍ଥେସିସ ଯୁକ୍ତରାଷ୍ଟ୍ରର ପ୍ରାୟ ୧୨% ଲୋକଙ୍କୁ ପ୍ରଭାବିତ କରିଥାଏ ।[] ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ତନ୍ତୁ କ୍ଷୟ ବା ଡିଜେନେରେଟିଭ ରୋଗ ଅଧିକ ଦେଖାଯାଏ । [] ପ୍ରଥମେ ୧୭୮୨ ମସିହାରେ ବେଲଜିୟମର ପ୍ରସୂତି ବିଶେଷଜ୍ଞ 'ହରବିନାକ୍ସ'ଦ୍ୱାରା ସ୍ପୋଣ୍ଡିଲୋଲିସ୍ଥେସିସ ରୋଗର ବର୍ଣ୍ଣନା କରାଯାଇଥିଲା ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Tenny, S; Gillis, CC (January 2022). "Spondylolisthesis". PMID 28613518. ((cite journal)): Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ Chan, AK; Sharma, V; Robinson, LC; Mummaneni, PV (July 2019). "Summary of Guidelines for the Treatment of Lumbar Spondylolisthesis". Neurosurgery clinics of North America. 30 (3): 353–364. doi:10.1016/j.nec.2019.02.009. PMID 31078236.
  3. ୩.୦ ୩.୧ "Spondylolisthesis - Musculoskeletal and Connective Tissue Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 30 October 2021. Retrieved 3 April 2022.
  4. Newman PH (1955). "Spondylolisthesis, its cause and effect". Annals of the Royal College of Surgeons of England. 16 (5): 305–23. PMC 2377893. PMID 14377314.
{{bottomLinkPreText}} {{bottomLinkText}}
ସ୍ପୋଣ୍ଡିଲୋଲିସ୍ଥେସିସ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?