For faster navigation, this Iframe is preloading the Wikiwand page for ସ୍ପର୍ମାଟୋସିଲ.

ସ୍ପର୍ମାଟୋସିଲ

Spermatocele
Spermatic cyst,[] epididymal cyst, testicular cyst[]
Ultrasound of a testicle (grey) and a spermatocele (black).
ଉଚ୍ଚାରଣ
ବିଭାଗUrology
ଲକ୍ଷଣScrotal mass, testicular pain[]
ଆକ୍ରାନ୍ତ ସମୟ40s and 50s[]
କାରଣUnknown[]
ରୋଗ ନିର୍ଣ୍ଣୟ ପଦ୍ଧତିExamination, ultrasound[]
ସଠିକ ରୋଗ ନିର୍ଣ୍ଣୟHydrocele, inguinal hernia, testicular cancer, varicocele, lymphedema[]
ଚିକିତ୍ସାNone, aspiration, sclerotherapy, or surgery[]
ପୁନଃପୌନିକUp to 30% of males[]

ସ୍ପର୍ମାଟୋସିଲ, ଏପିଡିଡାଇମିସରେ ଏକ ତରଳ ପଦାର୍ଥ ଭର୍ତ୍ତି ସିଷ୍ଟକୁ କୁହାଯାଏ ।[] ସେଗୁଡ଼ିକ ମୁଷ୍କ (ଟେଷ୍ଟିସ) ପୃଷ୍ଟଭାଗରେ କିମ୍ବା ଉପରେ ତିଆରି ହୋଇଥାଏ ।[] ସେଗୁଡ଼ିକ କିଛି ମିଲିମିଟରରୁ କିଛି ସେଣ୍ଟିମିଟର ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଆକାରର ହୋଇଥାଏ ।[] ସେଗୁଡ଼ିକ ସାଧାରଣତଃ ଯନ୍ତ୍ରଣାଦାୟକ ନୁହଁନ୍ତି; ଯଦିଓ କେତେକଙ୍କର ସାମାନ୍ୟ ଯନ୍ତ୍ରଣା ହୁଏ ।[] ସେମାନେ ବନ୍ଧ୍ୟାତ୍ୱ ସହିତ ଜଡ଼ିତ ନୁହଁନ୍ତି ।[]

ଏହାର କାରଣ ଜଣା ପଡ଼ିନାହିଁ ।[] ପ୍ରସ୍ତାବିତ ସମ୍ଭାବନା ମଧ୍ୟରେ ଆଘାତ, ସଂକ୍ରମଣ ଏବଂ ପ୍ରଦାହ ହୋଇପାରେ ।[] ସେଥିରେ ଥିବା ତରଳ ପଦାର୍ଥ ସାଧାରଣତଃ କ୍ଷୀର ରଙ୍ଗର ଏବଂ ସେଥିରେ ଶୁକ୍ରାଣୁ ଥାଏ ।[] ଶାରୀରିକ ପରୀକ୍ଷା ଏବଂ ବେଳେବେଳେ ଅଲଟ୍ରାସାଉଣ୍ଡ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ [] ସେଗୁଡ଼ିକ କର୍କଟ ନୁହଁନ୍ତି କିମ୍ବା ଟେଷ୍ଟିକୁଲାର କର୍କଟ ହେବାର ଆଶଙ୍କା ମଧ୍ୟ ନାହିଁ ।[]

ସ୍ପର୍ମାଟୋସିଲ କ୍ୱଚିତ୍ ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ କରନ୍ତି ।[] ଯଦି ଯନ୍ତ୍ରଣା ହୁଏ, ପାରାସେଟାମୋଲ କିମ୍ବା ଆଇବୁପ୍ରୋଫେନ୍ ବ୍ୟବହାର କରାଯାଇପାରେ ।[] ବେଳେବେଳେ ଆସ୍ପିରେସନ୍ କିମ୍ବା ସ୍କ୍ଲେରୋଥେରାପି କିମ୍ବା ଅସ୍ତ୍ରୋପଚାର ଭଳି ପ୍ରକ୍ରିୟା କରାଯାଇପାରେ ।[] ୩୦% ପୁରୁଷଙ୍କର ସ୍ପର୍ମାଟୋସିଲ ଦେଖାଯାଏ ।[] ସେମାନଙ୍କ ୪୦ରୁ ୫୦ ବର୍ଷ ବୟସରେ ଅଧିକ ଦେଖାଯାଏ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Spermatoceles: Symptoms, Diagnosis & Treatment - Urology Care Foundation". www.urologyhealth.org. Archived from the original on 8 April 2019. Retrieved 13 February 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Spermatocele: Symptoms, Causes, Treatments". Cleveland Clinic. Archived from the original on 2020-07-28. Retrieved 2020-07-28.
  3. Entry "spermatocele" Archived 2022-02-09 at the Wayback Machine. in Merriam-Webster Online Dictionary Archived 2017-09-22 at the Wayback Machine..
  4. OED 2nd edition, 1989.
  5. ୫.୦ ୫.୧ ୫.୨ ୫.୩ Rioja, Jorge; Sánchez-Margallo, Francisco M.; Usón, Jesús; Rioja, Luis A. (2011). "Adult hydrocele and spermatocele". BJU International (in ଇଂରାଜୀ). 107 (11): 1852–1864. doi:10.1111/j.1464-410X.2011.10353.x. ISSN 1464-410X. Archived from the original on 2021-07-29. Retrieved 2021-12-09.
  6. ୬.୦ ୬.୧ ୬.୨ "Scrotal Swelling - Kidney and Urinary Tract Disorders". Merck Manuals Consumer Version (in କାନାଡିୟ ଇଂରାଜୀ). Archived from the original on 20 December 2021. Retrieved 13 February 2022.
  7. "Scrotal Swelling - Kidney and Urinary Tract Disorders". Merck Manuals Consumer Version (in କାନାଡିୟ ଇଂରାଜୀ). Archived from the original on 20 December 2021. Retrieved 13 February 2022.
{{bottomLinkPreText}} {{bottomLinkText}}
ସ୍ପର୍ମାଟୋସିଲ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?