For faster navigation, this Iframe is preloading the Wikiwand page for ସମୟ ବଡ଼ ବଳବାନ (୨୦୧୬ କଥାଚିତ୍ର).

ସମୟ ବଡ଼ ବଳବାନ (୨୦୧୬ କଥାଚିତ୍ର)

ସମୟ ବଡ଼ ବଳବାନ
ନିର୍ଦ୍ଦେଶକଏସ୍. କେ. ମୁରଲୀଧରନ
ପ୍ରଯୋଜକପୁପିନ୍ଦର ସିଂହ
ସଂଳାପ(ସଂଳାପ): ରଜନୀ ରଞ୍ଜନ
ଚିତ୍ରନାଟ୍ୟରଜନୀ ରଞ୍ଜନ
କାହାଣୀରଜନୀ ରଞ୍ଜନ
କଳାକାରପୁପିନ୍ଦର ସିଂହ, ଲିପ୍ସା ମିଶ୍ର, ଅନୁଭା ସୌର୍ଯ୍ୟା, ଅଶ୍ରୁମୋଚନ ମହାନ୍ତି, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା, ସୁରେଶ ବଳ
ସଙ୍ଗୀତଅଭିଜିତ ମଜୁମଦାର
ମୁକ୍ତିଲାଭ ତାରିଖ
୪ ମାର୍ଚ୍ଚ ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ସମୟ ବଡ଼ ବଳବାନ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ଶୀର୍ଷକ ୧୯୮୫ର ଏକ ପୁରୁଣା କଥାଚିତ୍ର ସମୟ ବଡ଼ ବଳବାନ ନାମ ସ‌ହ ସମାନ ରଖାଯାଇଥିଲା । ଏହି ଚଳଚ୍ଚିତ୍ରର ପ୍ରଯୋଜନ କରିଥିଲେ ପୁପିନ୍ଦର ସିଂହ । ସୁରେନ୍ ମହାପତ୍ର ଏବଂ ଆତ୍ମ‌ପ୍ରକାଶ ପଣ୍ଡା ଏହି ଚଳଚ୍ଚିତ୍ରର ସ‌ହ ପ୍ରଯୋଜକ ଥିଲେ । କାଲୋସ୍ଥନିକ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନନରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଥିଲା । ଏହି ବ୍ୟାନନର ଏହା ଥିଲା ୫ମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏସ୍. କେ. ମୁରଲୀଧରନ । କାହାଣୀ, ସଂଳାପ ଲେଖିଥିଲେ ଡଃ ରଜନୀ ରଞ୍ଜନ । ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ ଡଃ ନିର୍ମଳ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ।[]

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ପୁପିନ୍ଦର[] ଏବଂ ଅଭିନେତ୍ରୀ ଅନୁଭା[]ଲିପ୍ସାଅଶ୍ରୁମୋଚନ ମହାନ୍ତି, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା, ସୁରେଶ ବଳ, ଜୀବନ ପଣ୍ଡା ଆଦି ବରିଷ୍ଠ କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟୀ ୪ ମାର୍ଚ୍ଚ ୨୦୧୬ରେ ମୁକ୍ତିଲାଭ କରିଥିଲା ।[]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ଏବଂ ଗୀତ ରଚନା କରିଥିଲେ ନିର୍ମଳ ନାୟକ । ନଭ୍ୟା, ସଞ୍ଜୁ, ଅଭିଜିତ ମଜୁମଦାର ଆଦି କଣ୍ଠଶିଳ୍ପୀଗଣ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

କ୍ରମଗୀତସମୟ
1."ହଉ ହେଲା" 
2."ମାସୁକ୍ ମାଇଁ ଲଭ୍ ଇଜ୍ ୟୁ" 
3."ହେଲେ ହେଲେ ନ ହେଲେ ରାଉରକେଲା" 
4."ପାର୍ଟି ଦେବି" 
  1. "Samaya Bada Balaban". Odia Movie Database. Archived from the original on 12 March 2017. Retrieved 1 August 2017.
  2. ୨.୦ ୨.୧ "ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. Retrieved 10 April 2018.
  3. "ପାଞ୍ଚବର୍ଷ ପରେ ତିନିଟି ସିନେମାରେ ନଜର ଆସିଛନ୍ତି ଅନୁଭା". ସମ୍ବାଦ. 18 December 2016. Retrieved 1 August 2017.
  4. "ରିଲିଜ୍ ହେଲା 'ସମୟ ବଡ଼ ବଳବାନ'". ସମ୍ବାଦ. 4 March 2016. Retrieved 1 August 2017.
  5. "ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. Retrieved 10 April 2018.
  6. "କେଉଁ ନାୟିକାଙ୍କ ଉଦ୍ଦେଶ୍ୟରେ ଜ୍ୟୋତି କହୁଛନ୍ତି 'ସାଥୀ ତୁ ଫେରିଆ' ? | Sambad". Sambad (in Odia). Odisha. 5 October 2018. Archived from the original on 7 October 2018. Retrieved 6 October 2018.((cite news)): CS1 maint: unrecognized language (link)
  7. "ଏହି ବଡ଼ ନାୟିକାଙ୍କ ସହ ରୋମାନସ୍‌ କରିବେ ଓଲିଉଡ ନାୟକ ଜ୍ୟୋତି". sambad.in. 21 May 2018. Retrieved 6 June 2018.
  8. "ଜ୍ୟୋତିର୍ମୟୀଙ୍କ ଭାଗ୍ୟ କେବେ ଖୋଲିବ?". ସମ୍ବାଦ. 7 November 2016. Archived from the original on 4 August 2017. Retrieved 1 August 2017.

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
ସମୟ ବଡ଼ ବଳବାନ (୨୦୧୬ କଥାଚିତ୍ର)
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?