For faster navigation, this Iframe is preloading the Wikiwand page for ସପନର ପଥେ ପଥେ.

ସପନର ପଥେ ପଥେ

ସପନର ପଥେ ପଥେ
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକସୀତାରମ ଅଗ୍ର‌ୱାଲ
ସଂଳାପଡଃ ନିର୍ମଳ ନାୟକ
ଚିତ୍ରନାଟ୍ୟସୁଶାନ୍ତ ମଣି
କାହାଣୀସିଦ୍ଧାର୍ଥ ଅଗ୍ର‌ୱାଲ
କଳାକାରଅମ୍ଳାନ ଦାସ, ସନ୍‌ମିରା ନାଗେଶ, ସିଦ୍ଧାନ୍ତ ମହାପାତ୍ର, ମନୋଜ ପଟ୍ଟନାୟକ, ପୃଥୀରାଜ, ଚିତ୍ତ ତ୍ରିପାଠୀ, ଟିକି ତ୍ରିପାଠୀ
ସଙ୍ଗୀତଆସାଦ ନିଜାମ
ସମ୍ପାଦକସୁଶାନ୍ତ ମଣି
ମୁକ୍ତିଲାଭ ତାରିଖ
୨୫ ଅଗଷ୍ଟ ୨୦୧୭[]
ଦେଶ ଭାରତ
ଭାଷାଓଡ଼ିଆ

ସପନର ପଥେ ପଥେ, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[][][] ସାର୍ଥକ ମ୍ୟୁଜିକ ବ୍ୟାନନରେ ନିର୍ମିତ ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ର‌ୱାଲ । ଏହା ସାର୍ଥକର ୨୧ ତମ ଚଳଚ୍ଚିତ୍ର । ଡଃ ନିର୍ମଳ ନାୟକ ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ । ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି ।[] ସୁଶାନ୍ତ ଚଳଚ୍ଚିତ୍ରଟିର ଚିତ୍ରନାଟ୍ୟ କାର୍ଯ୍ୟ ସ‌ହ ସମ୍ପାଦନା ମଧ୍ୟ କରିଥିଲେ ।[] ଏହି ଚଳଚ୍ଚିତ୍ରର କାହାଣୀ ଏକ ସତ ଘଟଣା ଉପରେ ଆଧାରିତ ବୋଲି ନିର୍ଦ୍ଦେଶକ ସୁଶାନ୍ତ କ‌ହିଥିଲେ ।[] ଗୀତିକାର ନିଜାମ୍‌ଙ୍କର ପୁଅ ଆସାଦ ନିଜାମ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[]

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଅମ୍ଳାନ ଦାସ[][] ଏବଂ ନବାଗତା ନାୟିକା ସନମୀରା ନାଗେଶ ।[] ତୋର ଦିନେକୁ ମୋର ଦିନେ ଚଳଚ୍ଚିତ୍ର ପରେ ଅମ୍ଳାନ ସାର୍ଥକ ବ୍ୟାନନରେ ପୁଣିଥରେ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[] ସନମୀରା ପୂର୍ବରୁ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।[୧୦] ସିଦ୍ଧାନ୍ତ ମହାପାତ୍ର ଏହି ଚଳଚ୍ଚିତ୍ରରେ ଏକ ପୋଲିସ ଭୂମିକାରେ ଅଭିନୟ କରିଥିଲେ । ମନୋଜ ପଟ୍ଟନାୟକ, ପୃଥୀରାଜ, ଚିତ୍ତ ତ୍ରିପାଠୀ, ଟିକି ତ୍ରିପାଠୀ ଆଦି କଳାକାରମାନେ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି ଚଳଚ୍ଚିତ୍ରଟି ରଜରେ ମୁକ୍ତିଲାଭ କରିବାର ଥିଲା, ମାତ୍ର ପରେ ଏହା ଗଣେଶ ପୂଜା ସମୟରେ ମୁକ୍ତିଲାଭ କରିଥିଲା ।[][୧୦] ୨୫ ଅଗଷ୍ଟ ୨୦୧୭ରେ ଗଣେଶ ପୂଜା ଦିନ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା ।[୧୧]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗିତୀକାର ସ୍ୱର୍ଗତ ନିଜାମଙ୍କର ପୁଅ ଆସାଦ ନିଜାମ ।[୧୦] ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ତପୁ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ନିବେଦିତା, ସୌରିନ ଭଟ୍ଟ, ସଂଗ୍ରାମ, ସତ୍ୟଜିତ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ ଗୀତଗୁଡ଼ିକ ଗାଇଥିଲେ ।[୧୭]

କ୍ରମଗୀତସମୟ
1."କାନ୍ଦୁଚି ଆଜି ମୁଁ"୦୪:୫୧
2."ମୋ ଦେହେ ବିଞ୍ଚି ହେଲୁ"୦୩:୪୭
3."ବିତିଯାଇଚି କେତେ ଦିନ ଆଉ ରାତି"୦୩:୩୪
4."ମୌଲା ମୌଲା"୦୫:୪୫
5."ସପନର ପଥେ ପଥେ"୦୩:୫୯
  1. "ଆଜି ରିଲିଜ୍‌ ହେଉଛି ଦୁଇଟି ଓଡ଼ିଆ ଛବି". ସମ୍ବାଦ. 25 August 2017. Archived from the original on 26 August 2017. Retrieved 25 August 2017.
  2. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  3. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  4. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
  5. "ଅରିନ୍ଦମ୍‌ଙ୍କୁ ନିର୍ଦ୍ଦେଶନା ଦେଇନାହାଁନ୍ତି ଏଇ ନାମୀ ଓଲିଉଡ ନିର୍ଦ୍ଦେଶକ". ସମ୍ବାଦ. 4 September 2017. Archived from the original on 11 September 2017. Retrieved 8 September 2017.
  6. ୬.୦ ୬.୧ ୬.୨ "ସତ ପ୍ରେମ କାହାଣୀ". ସମାଜ. 28 March 2017. Retrieved 8 August 2017.[permanent dead link]
  7. ୭.୦ ୭.୧ ୭.୨ "ରଜରେ ଆସିବ 'ସପନର ପଥେ ପଥେ' !". ସମ୍ବାଦ. 8 May 2017. Archived from the original on 11 August 2017. Retrieved 8 August 2017.
  8. "ରଜକୁ ରଙ୍ଗିନ୍ ହେବେ ସିନେ ପ୍ରେମୀ ! ମୁକ୍ତିଲାଭ କରୁଛି ୪ଟି ଓଡ଼ିଆ ସିନେମା". କନ‌କ ନ୍ୟୁଜ. 20 May 2017. Retrieved 8 August 2017.
  9. "ଏବେ ଆକାଶ- ଏବଂ ଅମ୍ଳାନ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ!". ସମ୍ବାଦ. 25 August 2017. Archived from the original on 28 August 2017. Retrieved 25 August 2017.
  10. ୧୦.୦ ୧୦.୧ ୧୦.୨ "ଗଣେଶ ପୂଜାରେ 'ସପନର ପଥେ ପଥେ', ରିଲିଜ ଅପେକ୍ଷାରେ 'ଲଭ୍ ୟୁ ଜେସିକା'". Odisha Live. 31 July 2017. Retrieved 8 August 2017.
  11. "୩ ହିନ୍ଦୀ; ୨ ଓଡ଼ିଆ". ସମାଜ. 27 August 2017. Retrieved 27 August 2017.[permanent dead link]
  12. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  13. "ଲୋକାଲ୍ ଟୋକାଙ୍କ ପ୍ରେମିକା" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.((cite news)): CS1 maint: unrecognized language (link)
  14. ସାହୁ, ଅସମାପିକା. "ଧରିତ୍ରୀ ଆଳାପ: ନୂଆ ନୂଆ ଷ୍ଟୋରିକୁ ନେଇ ଫିଲ୍ମ ହେଉ-ସନ୍‌ମିରା ନଗେଶ - Dharitri.Com". Dharitri.com (in Odia). ଓଡ଼ିଶା. Archived from the original on 26 August 2018. Retrieved 8 September 2018.((cite news)): CS1 maint: unrecognized language (link)
  15. "ଏହି ଓଲିଉଡ ନାୟିକାଙ୍କ ସ୍ୱପ୍ନ ପୂରଣ ହେଲା". sambad.in. 31 May 2018. Retrieved 6 June 2018.
  16. "ସନ୍‌ମିରାଙ୍କ ଚମକ". ସମାଜ (ରବିବାର). 12 August 2018. Archived from the original on 11 August 2018. Retrieved 11 August 2018.
  17. "ସପନର ପଥେପଥେ". ସମାଜ. 27 August 2017. Retrieved 29 August 2017.[permanent dead link]

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
ସପନର ପଥେ ପଥେ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?