For faster navigation, this Iframe is preloading the Wikiwand page for ସତନାମ ସିଂ ଭମରା.

ସତନାମ ସିଂ ଭମରା

ସିଂ ୨୦୧୩ ମସିହାରେ ଭାରତୀୟ ରାଷ୍ଟ୍ରୀୟ ଟିମ ସହିତ ।

ସତନାମ ସିଂ ଭମରା ଭାରତର ମୁଖ୍ୟ ବାସ୍କେଟବଲ ଖେଳାଳି ଅଟନ୍ତି ଯିଏ, ଆମେରିକାର "ରାଷ୍ଟ୍ରୀୟ ବାସ୍କେଟବଲ ଆସୋସିଏସନ" (NBA)ରେ ୨୫ ଜୁନ ୨୦୧୫ ମସିହାରେ ଚୟନ ହୋଇଥିଲେ । ସେଠାରେ ଏହି ପ୍ରତିଷ୍ଠା ଟିମରେ ବଛା ଯାଇଥିବା ପ୍ରଥମ ଖିଲାଡ଼ୀ "ସିଂ ଭମରା" ଅଟନ୍ତି । ତାଙ୍କର ଜନ୍ମ ୧୦ ଡିସେମ୍ବର ୧୯୯୫ ମସିହାରେ ଭାରତ, ପଞ୍ଜାବ ରାଜ୍ୟର ଜିଲ୍ଲା ବରନାଲାର ବଲ୍ଲୋ ଗ୍ରାମରେ ହୋଇଥିଲା । ଶ୍ରୀ ଭମରାଙ୍କ ଉଚ୍ଚତା ୭ ଫୁଟ ୨ ଇଞ୍ଚ ଏବଂ ଓଜନ ୧୩୨ k.g ଅଟେ ।[] ସିଂ ୨୦୧୦ ମସିହାରେ ଆମେରିକା ଚାଲିଗଲେ । ୨୦୧୪-୧୫ ମସିହାରେ ଆଇ.ଏମ.ଜି ଏକାଡେମୀ ତରଫରୁ (IMG Academy) ଖେଳି ୨୦ ମିନିଟରେ ପ୍ରତି ଗେମ ଔସତ ୯.୨ ପଏଣ୍ଟ, ୮.୪ ରିବୋଣ୍ଡ, ୨.୨ ବ୍ଲୋକ୍ ବନେଇଥିଲେ । []

ଜୀବନୀ

[ସମ୍ପାଦନା]

ସତନାମ ସିଂ ଭମରାଙ୍କ ଜନ୍ମ ଭାରତୀୟ ପଞ୍ଜାବର ବଲ୍ଲୋ ଗ୍ରାମର ଏକ ସିଖ୍ ପରିବାରରେ ହୋଇଥିଲା । ତାଙ୍କ ପିତା "ଶ୍ରୀ ବାଲବୀର ସିଂ" ଗ୍ରାମ ଭିତରେ ଜଣେ ବହୁ ଡେଙ୍ଗା ଲୋକ ଥିଲେ । ତାଙ୍କର ଏହି ଡେଙ୍ଗା ପଣ ସଭିଙ୍କୁ ବାସ୍କେଟବଲ ଖେଳିବା ଲାଗି ଅନୁପ୍ରେରିତ କରୁଥିଲା । "ବାଲବୀର" ନିଜ ଗ୍ରାମର ମୁଖିଆ ଥିଲେ । ସେ ବିବାହିତ ଥିଲେ ଏବଂ ତାଙ୍କର ୩ଟି ସନ୍ତାନ ଥିଲେ । ଦ୍ୱିତୀୟ ସନ୍ତାନ ହେଉଛନ୍ତି "ସତନାମ ସିଂ" । "ବାଲବୀର" ୨ ଏକଡ଼ ଜମିରେ ଏବଂ ଅଟା ଚକିରେ କାମ କରୁଥିବା ଜଣେ ଶ୍ରମିକ ଅଟନ୍ତି । ଭମରାଙ୍କ ଶରୀର ଅତିଶୀଘ୍ର ବଢୁଥିବା ଲମ୍ବାକୁ ସମସ୍ତ ଗ୍ରାମର ଲୋକମାନେ ପରଖି ନେଇଥିଲେ । ୯ ବର୍ଷ ବୟସରେ ହିଁ ସେ (୬ ଫୁଟ ୨ ଇଞ୍ଚ) ଲମ୍ବା ହୋଇ ଯାଇଥିଲେ । ଏହାକୁ ଦେଖି ପରିବାର ଲୋକମାନେ ତାଙ୍କୁ "ଲୁଧିଆନା"ର ଲୁଧିଆନା ବାସ୍କେଟବଲ ଏକାଡେମୀରେ ପ୍ରବେଶ କରାଇଥିଲେ ।

କ୍ୟାରିଅର

[ସମ୍ପାଦନା]

ଏପ୍ରିଲ ୨୦୧୫ ମସିହାରେ ଭମରା NCCA ପାଇଁ କୌଣସି ଏକାଡେମୀ ସ୍କଲାରସିପ ଗ୍ରହଣ ନକରି, ୨୦୧୫ ଏନବିଏ ଡ୍ରାଫ୍ଟ (NBA Draft),[] ପାଇଁ ବଛା ଯାଇଥିଲେ ଯେତେବେଳେ ତାଙ୍କୁ ଖେଳିବା ପାଇଁ ଅନ୍ୟ କୌଣସି ସ୍କଲାରସିପ ପ୍ରାପ୍ତ ନଥିଲା । [] [] ଏହାପରେ ସେ ଏହିପରି ଏକ ପ୍ରତିଷ୍ଠା ଖେଳ ସଂସ୍ଥାନରେ ଚୟନ ପ୍ରାପ୍ତ କରୁଥିବା ପ୍ରଥମ ଭାରତୀୟ ଖେଳାଳୀ ବନିଗଲେ । [] [] ଯିଏ ବୀଣା କୌଣସି କଲେଜ କିମ୍ବା ବିଦେଶ ଖେଳାଳୀର ପରିଚୟ ଏହି ଚୟନ ସଫଳତା ଗ୍ରହଣ କରି ପାରିଥିଲେ ।

ଅନ୍ତର ରାଷ୍ଟ୍ରୀୟ ଉପଲବ୍ଧି

[ସମ୍ପାଦନା]

ସେ ଭାରତୀୟ ରାଷ୍ଟ୍ରୀୟ ବାସ୍କେଟବଲ ଟିମର (୨୦୧୧ ଫିଫା ଚାମ୍ପିୟାନସିପ) ਅਤੇ (୨୦୧୩ ଫିଫା ଏସିଆନ ଚାମ୍ପିୟାନସିପ)ରେ ଭାରତର ପ୍ରତିନିଧିତ୍ୱ କରିଥିଲେ ।[]

  1. "Satnam Singh Bhamara". ESPN. Retrieved 2015-11-03.
  2. Indian prodigy Satnam Singh Bhamara exploring NBA draft
  3. Satnam Singh Draft Profile. Draftexpress.com. Retrieved on 2015-10-16.
  4. http://www.draftexpress.com/profile/Satnam-Singh-46333/ Satnam Singh Draft Profile]
  5. "MAVS SELECT JUSTIN ANDERSON 21ST, SATNAM SINGH 52ND IN NBA DRAFT". NBA.com. June 25, 2015. Archived from the original on June 27, 2015. Retrieved June 27, 2015.
  6. "MAVS SELECT JUSTIN ANDERSON 21ST, SATNAM SINGH 52ND IN NBA DRAFT". NBA.com. June 25, 2015. Archived from the original on June 27, 2015. Retrieved June 27, 2015.
  7. Smith-Spark, Laura (June 26, 2015). "Satnam Singh becomes 1st Indian-born basketball player picked in NBA draft". CNN. Retrieved June 26, 2015. ((cite web)): Unknown parameter |coauthor= ignored (|author= suggested) (help)
  8. "Satnam Singh Bhamara | 2011 FIBA Asia Championship". Archived from the original on 2015-07-01. Retrieved 2016-07-06.
{{bottomLinkPreText}} {{bottomLinkText}}
ସତନାମ ସିଂ ଭମରା
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?