For faster navigation, this Iframe is preloading the Wikiwand page for ଲାବିରିନ୍ଥାଇଟିସ.

ଲାବିରିନ୍ଥାଇଟିସ

Labyrinthitis
Otitis interna, vestibular neuronitis, vestibular neuritis, acute labyrinthitis[୧]
Diagram of the inner ear
ବିଭାଗOtorhinolaryngology
ଲକ୍ଷଣVertigo, vomiting, ringing in the ears[୨]
ଆକ୍ରାନ୍ତ ସମୟSudden[୨]
ଅବଧିFew weeks[୩]
ବିପଦ କାରକViral infection[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptom[୩]
ସଠିକ ରୋଗ ନିର୍ଣ୍ଣୟBenign positional vertigo, Meniere's, stroke, head injury, cholesteatoma, tumor, multiple sclerosis[୧][୩]
ଔଷଧDimenhydrinate, methylprednisolone[୩]
ଚିକିତ୍ସାVestibular rehabilitation[୨]
PrognosisUsually good[୩]
ପୁନଃପୌନିକ35 cases per million per year[୩]

ଲାବିରିନ୍ଥାଇଟିସ, ଯାହାକୁ ଭେଷ୍ଟିବୁଲାର ନ୍ୟୁରାଇଟିସ ମଧ୍ୟ କୁହାଯାଏ, ଏକ ପ୍ରକାର ଭୂତାଣୁ ଜନିତ ପ୍ରଦାହ ଅଟେ ଯେଉଁଥିରେ ଭିତର କାନର ଅକ୍ଷମତା ହୁଏ ।[୧] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡ ବୁଲା, ବାନ୍ତି ଏବଂ କାନନାଦ ଅନୁଭବ ହୋଇପାରେ ।[୨] ନିଜ ଚାରି ପାଖରେ ବିଶ୍ୱ ଘୁରୁଥିବା ଅନୁଭବ ସାଧାରଣତଃ ସ୍ଥିର ଥାଏ କିନ୍ତୁ ଶ୍ରବଣହାନୀ ପରିବର୍ତ୍ତନଶୀଳ ହୁଏ ।[୩] [୧] ଏହି ରୋଗ ହଠାତ୍ ଆରମ୍ଭ ହୋଇଥାଏ ।[୨] ଲକ୍ଷଣ‌ଗୁଡ଼ିକର ଉନ୍ନତି କିଛି ଦିନ ପରେ ହୋଇପାରେ; ସଂପୂର୍ଣ୍ଣ ସମାଧାନ ପାଇଁ ସେମାନେ ଛଅ ସପ୍ତାହ କିମ୍ବା ଅଧିକ ସମୟ ଆବଶ୍ୟକ ହୋଇପାରେ ।[୨]

ଏହା ଶର୍ଦ୍ଦି ଭଳି ଭୂତାଣୁ ସଂକ୍ରମଣ ଯୋଗୁ ହୋଇପାରେ ।[୨] ଲାବିରିନ୍ଥାଇଟିସ ରୋଗରେ ଭିତର କାନର ଲାବିରିନ୍ଥରେ ଓ ଭେଷ୍ଟିବୁଲାର ନ୍ୟୁରାଇଟିସ ରୋଗରେ ଭିତର କାନରେ ଥିବା ଭେଷ୍ଟିବୁଲାର ସ୍ନାୟୁ ପ୍ରଭାବିତ ହୁଏ ଓ ଉଭୟ କ୍ଷେତ୍ରରେ ଲକ୍ଷଣ ସମାନ ରହେ ଏବଂ ଉକ୍ତ ଶବ୍ଦଗୁଡ଼ିକର ନାମ ସାଧାରଣତଃ ଅଦଳବଦଳ ଭାବରେ ବ୍ୟବହୃତ ହୁଏ ।[୨] [୧] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ କରାଯାଏ ।[୩] ଏହା ଏକ ପ୍ରକାର ପେରିଫେରାଲ୍ ଭେଷ୍ଟିବୁଲାର୍ ବେମାରୀ (ସନ୍ତୁଳନ ରୋଗ) ।[୪]

ଚିକିତ୍ସାରେ କିଛି ଦିନ ପାଇଁ ଡାଇମେନହାଇଡ୍ରିନେଟ ଭଳି ଆଣ୍ଟିହିଷ୍ଟାମାଇନ ବ୍ୟବହାର କରାଯାଇପାରେ ।[୨] [୩] ମିଥାଇଲପ୍ରେଡନିସୋଲୋନ ଭଳି ଷ୍ଟିରଏଡ ଦେଲେ ଅବସ୍ଥାରେ ଉନ୍ନତି ହୋଇପାରେ । [୩] ଯଦି ସନ୍ତୁଳନ ସମସ୍ୟା ଯଦି ଚାଲୁ ରହେ ତେବେଭେଷ୍ଟିବୁଲାର ପୁନର୍ବାସ ଉପଯୋଗୀ ହୋଇପାରେ ।[୨] ଭୂତାଣୁରୋଧୀ ଔଷଧ ଉପଯୋଗୀ ନୁହେଁ ।[୩] ଅଧିକାଂଶ ଲୋକ ସଂପୂର୍ଣ୍ଣ ସୁସ୍ଥ ହୁଅନ୍ତି, କିନ୍ତୁ କିଛି ବୟସ୍କ ବ୍ୟକ୍ତିଙ୍କର ମୁଣ୍ଡ ବୁଲାଇବା ରହିପାରେ ଯାହାକି ମାସ ମାସ ଧରି ରହିଥାଏ ।[୧] ଏହି ରୋଗ ବାରମ୍ବାର ହୁଏନି । [୩]

ପ୍ରତି ବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୩ରୁ ୪ଜଣ ପ୍ରଭାବିତ ହୁଅନ୍ତି ।[୩] ଏହା ଯେ କୌଣସି ବୟସରେ ହୋଇପାରେ; ଯଦିଓ ୩୦ରୁ ୬୦ବର୍ଷ ବୟସ୍କମାନେ ଅଧିକ ପ୍ରଭାବିତ ହୁଅନ୍ତି ।[୧] [୩] ୧୯୦୯ ମସିହାରେ ଚିକିତ୍ସା ସାହିତ୍ୟରେ ଏହି ଅବସ୍ଥା ପ୍ରଥମେ ରୁଟ୍ଟିନ ବର୍ଣ୍ଣନା କରିଥିଲେ ।[୩]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Ferri's Clinical Advisor 2016: 5 Books in 1. Elsevier Health Sciences. 2015. p. 735. ISBN 9780323378222. Archived from the original on 2022-04-30. Retrieved 2022-04-22.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ "Labyrinthitis and vestibular neuritis". nhs.uk (in ଇଂରାଜୀ). 23 October 2017. Archived from the original on 15 April 2022. Retrieved 27 April 2022.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ Greco, A; Macri, GF; Gallo, A; Fusconi, M; De Virgilio, A; Pagliuca, G; Marinelli, C; de Vincentiis, M (2014). "Is vestibular neuritis an immune related vestibular neuropathy inducing vertigo?". Journal of Immunology Research. 2014: 459048. doi:10.1155/2014/459048. PMC 3987789. PMID 24741601.
  4. Hogue, JD (June 2015). "Office Evaluation of Dizziness". Primary Care. 42 (2): 249–258. doi:10.1016/j.pop.2015.01.004. PMID 25979586.
{{bottomLinkPreText}} {{bottomLinkText}}
ଲାବିରିନ୍ଥାଇଟିସ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?