For faster navigation, this Iframe is preloading the Wikiwand page for ରିଫ୍‌ଟ୍ ଭାଲି ଫିଭର.

ରିଫ୍‌ଟ୍ ଭାଲି ଫିଭର

Rift Valley fever
TEM micrograph of tissue infected with Rift Valley fever virus
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*], veterinary medicine[*]
ଆଇସିଡ଼ି-୧୦A92.4
ଆଇସିଡ଼ି-୯-ସିଏମ୍066.3
ରୋଗ ଡାଟାବେସ31094
MeSHD012295

ରିଫ୍‌ଟ୍ ଭାଲି ଫିଭର(ଜ୍ୱର) (ଇଂରାଜୀରେRift Valley fever ବାRVF) ଗୋଟିଏ ଭୁତାଣୁ ରୋଗ ଯାହା ସାମାନ୍ୟରୁ ଉତ୍କଟ ଲକ୍ଷଣ ଦେଖାଏ । ସାମାନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର, ମାଂସପେଶି ଯନ୍ତ୍ରଣା ଓ ମୁଣ୍ଡ ବଥା ଏକ ସପ୍ତାହ ପର୍ଯ୍ୟନ୍ତ ରହିପାରେ । ଉତ୍କଟ ଲକ୍ଷଣ ମଧ୍ୟରେ: ସଂକ୍ରମଣ ଆରମ୍ଭ ହେବାର ତିନି ସପ୍ତାହ ପରେ ଦୃଷ୍ଟି ଶକ୍ତି କମିବା ଆରମ୍ଭ ହୁଏ, ମସ୍ତିଷ୍କ ପ୍ରଦାହ‌ଯୋଗୁ ଉତ୍କଟ ମୁଣ୍ଡବଥା ହୁଏ, ମାନସିକ ଦ୍ୱନ୍ଦ ଉପୁଜେ ଓ ପ୍ରଥମ କିଛି ସପ୍ତାହ ମଧ୍ୟରେ ଯକୃତ ଅସୁବିଧା ସ‌ହ ରକ୍ରସ୍ରାବ ହୁଏ । ରକ୍ତସ୍ରାବ ହେଉଥିବା ବ୍ୟକ୍ତିଙ୍କର ମୃତ୍ୟୁ ହାର ପ୍ରାୟ ୫୦% ।[]

ଏହି ରୋଗ ଫ୍ଲେବୋଭାଇରସ୍ ଟାଇପର ଆର.ଭି.ଏଫ. ଭୁତାଣୁ ଯୋଗୁ ହୁଏ । ସଂକ୍ରମିତ ପଶୁ ରକ୍ତ ଛୁଇଁଲେ, କଟାଯାଉଥିବା ପଶୁ ପାଖରେ ରହି ଶ୍ୱାସ କ୍ରିୟା କଲେ, ସଂକ୍ରମିତ ପଶୁର କଞ୍ଚା କ୍ଷୀର ପିଇଲେ କିମ୍ବା ସଂକ୍ରମିତ ମଶା କାମୁଡ଼ିଲେ ଏହି ରୋଗ ବ୍ୟାପେ । ଗାଈ, ମେଣ୍ଢା, ଛେଳି ଓ ଓଟ ଇତ୍ୟାଦି ପଶୁ ସଂକ୍ରମିତ ହୋଇପାରନ୍ତି । ମଶାମାନଙ୍କଦ୍ୱାରା ଏହି ପଶୁମାନଙ୍କୁ ବ୍ୟାପେ । ଜଣେ ମଣିଷଙ୍କଦ୍ୱାରା ଆଉ ଜଣେ ସଂକ୍ରମିତ ହେବା ଜଣାନାହିଁ । ରକ୍ତରେ ଭୁତାଣୁ ଥିବା ଦେଖିଲେ ବା ଭୁତାଣୁ ବିରୁଦ୍ଧ ଆଣ୍ଟିବଡି(antibodies) ପାଇଲେ ରୋଗ ନିର୍ଣ୍ଣୟ ହୁଏ । []

ପଶୁମାନଙ୍କୁ ଟିକା ଦେଇ ରୋଗ ପ୍ରତିରୋଧ କରାଯାଏ । କୌଣସି ମଡ଼କ ହେବା ପୂର୍ବରୁ ଏହି ଟିକା ଦିଆଯାଏ, ମଡ଼କ ହେବା ସମୟରେ ଟିକା ଦେଲେ ସମସ୍ୟା ଗମ୍ଭୀର ହୁଏ । ମଡ଼କ ସମୟରେ ପଶୁମାନଙ୍କ ଚଳପ୍ରଚଳ ବନ୍ଦ କରାଗଲେ ଉପକାର ମିଳେ । ମଶା ସଂଖ୍ୟା କମେଇବା ବ୍ୟବସ୍ଥା ଓ କାମୁଡ଼ା ନ ଖାଇବା ବ୍ୟବସ୍ଥା କରିବାକୁ ପଡ଼େ । ମଣିଷଙ୍କ ନିମନ୍ତେ ଟିକା ଅଛି କିନ୍ତୁ ୨୦୧୦ ସୁଦ୍ଧା ଏହି ବ‌ହୁଳ ଭାବରେ ଉପଲବ୍ଧ କରାଯାଇନାହିଁ । ସଂକ୍ରମଣ ଆରମ୍ଭ ହେଲେ କୌଣସି ଚିକିତ୍ସା ଏହି ରୋଗ ନିମନ୍ତେ ନାହିଁ । []

ଆଫ୍ରିକା ଓ ଆରବ ଦେଶମାନଙ୍କରେ ଏହି ରୋଗର ମଡ଼କ ହୋଇଛି । ବର୍ଷା ଦିନେ ଅଧିକ ସଂଖ୍ୟକ ମଶା ହେଉଥିବାରୁ ଏହି ସମୟରେ ମଡ଼କ ହୁଏ ।[] ସନ ୧୯୦୦ରେ କେନିଆ ଦେଶର ରିଫ୍‌ଟ୍ ଭ୍ୟାଲିର ପଶୁମାନଙ୍କଠାରେ ଏହି ରୋଗ ହେବା ରିପୋର୍ଟ ହୋଇଥିଲା,[] ଓ ରୋଗ ଭୁତାଣୁ ପ୍ରଥମେ ୧୮୩୧ ମସିହାରେ ପୃଥକ କରାଯାଇଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ "Rift Valley fever". Fact sheet N°207. World Health Organization. May 2010. Retrieved 21 March 2014.
  2. Palmer, S. R. (2011). Oxford textbook of zoonoses : biology, clinical practice, and public health control (2nd ed.). Oxford u.a.: Oxford Univ. Press. p. 423. ISBN 9780198570028.
{{bottomLinkPreText}} {{bottomLinkText}}
ରିଫ୍‌ଟ୍ ଭାଲି ଫିଭର
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?