For faster navigation, this Iframe is preloading the Wikiwand page for ମେରାଇନ ଡ୍ରାଇଭ, ମୁମ୍ବାଇ.

ମେରାଇନ ଡ୍ରାଇଭ, ମୁମ୍ବାଇ

Marine Drive
मरीन ड्राईव्ह
Queen's Necklace
Neighbourhood
Air India (left), Oberoi (centre) and NCPA (right) buildings at Marive Drive, Nariman Point
Air India (left), Oberoi (centre) and NCPA (right) buildings at Marive Drive, Nariman Point

ମେରାଇନ ଡ୍ରାଇଭ ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ମହାନଗରର ଦକ୍ଷିଣ ମୁମ୍ବାଇରେ ସମୁଦ୍ର କୁଳକୁ ଲାଗି ରହିଥିବା ଏକ ୩.୫ କିଲୋମିଟର ଦୀର୍ଘ ସମୁଦ୍ର ତଟ ରାସ୍ତା । ଏହା C ଆକୃତିର ଏକ ୬-ଲେନ ବିଶିଷ୍ଟ ପ୍ରଶସ୍ତ କଂକ୍ରିଟ ନିର୍ମିତ ରାସ୍ତା । ଏହା ନାରୀମାନ ପଏଣ୍ଟରୁ ବାବୁଳନାଥ ଓ ମାଲାବାର ପାହାଡକୁ ସଂଯୋଗ କରିଥାଏ । ସମୁଦ୍ର ଭିତରୁ ଉଦ୍ଧାର କରାଯାଇଥିବା ସ୍ଥାନରେ ଏହି ମେରାଇନ ଡ୍ରାଇଭ ନିର୍ମାଣ କରାଯାଇଛି ।ରାତ୍ର କାଳରେ ଉଛ ସ୍ଥାନରୁ ଦେଖିଲେ ରାସ୍ତା ଆଲୋକମାଳାରେ ସଜ୍ଜିତ ଏହି ସ୍ଥାନ ଏକ ମୁକ୍ତା ଖଚିତ ହାର ପରି ଦୃଶ୍ୟମାନ ହେଇଥିବାରୁ  ମେରାଇନ ଡ୍ରାଇଭକୁ " କୁଇନ୍ସ ନେକଳସେ " ବୋଲି କୁହାଯାଇଥାଏ । 

ବିଶଦ ବର୍ଣ୍ଣନା 

[ସମ୍ପାଦନା]

ସରକାରୀ ଭାବରେ ଏହି ରାସ୍ତାର ନାମ " ନେତାଜୀ ସୁଭାଷ ଚନ୍ଦ୍ର ମାର୍ଗ " ରଖାଯାଇଥିଲେ ମଧ୍ୟ ଏହା କ୍ୱଚିତ ବ୍ୟବହାର ହେଇଥାଏ । ଏହାର ତତବର୍ତୀ ସ୍ୱ୍ଠନ ପାମ ବୃକ୍ଷ ମାଳ ରହିଛି । ମେରାଇନ ଡ୍ରାଇଭର ଉତ୍ତର ମୁଣ୍ଡରେ ଚୌପାତି ବେଳାଭୂମି ରହିଛି ।ଏହି ବେଳାଭୂମିକୁ ଲାଗି ଅନେକ ରେଷ୍ଟୁରାଣ୍ଟ ରହିଥିବା ବେଳେ ବେଳାଭୂମିରେ ମିଳୁଥିଉବା " ଭେଲ ପୁରୀ " ଏକ ବହୁଳ ଆଦୃତ ଖାଦ୍ୟ । ଏହି ବେଳା ଭୂମିର ତଳ ଅଞ୍ଚଳରେ ସହରର ଏକ ସମ୍ଭ୍ରାନ୍ତ ଆବାସିକ ଅଞ୍ଚଳ " ୱାଲକେଶ୍ୱର ରହିଛି । ଏଠାରେ ମହାରାଷ୍ଟ୍ରର ଗଭର୍ଣରଙ୍କ ଆବାସ ମଧ୍ୟ ରହିଛି । 

୧୯୨୦ ଓ ୧୯୩୦ ମସିହା ସମୟରେ ଏଠାରେ ବହୁ ସଂଖ୍ୟାରେ ପାର୍ସି ଧନାଢ୍ୟ ବ୍ୟକ୍ତି ଡେକୋ ସ୍ଥାପତ୍ୟ କଳା ଅନୁସାରେ ଗୃହ ନିର୍ମାଣ କରିଥିଲେ । ଏସପ୍ଲାନଡେ ଅଞ୍ଚଳର ,ଭୂସତ୍ତିର ମୂଲ୍ୟ ଖୁବ ଅଧିକ । ଏହି ଅଞ୍ଚଳରେ ପଞ୍ଚ-ତାରକା ବିଶିଷ୍ଟ ଓବେରୟ ହୋଟେଲ , ଇଣ୍ଟର କଣ୍ଟିନେଣ୍ଟାଲ ହୋଟେଲ , ହୋଟେଲ ମେରାଇନା ପ୍ଲାଜା , ସି ଗ୍ରୀନ ହୋଟେଲ ସହ କିଛି କ୍ଷୁଦ୍ର ହୋଟେଲ ମଧ୍ୟ ରହିଛି । ଏହି ମେରାଇନ ଡ୍ରାଇଭ ମୁମ୍ବାଇ ରନାରୀମାନ ପଏଣ୍ଟଠାରେ ଥିବା ମୁଖ୍ୟା ବ୍ଯବସାୟିକ ଅଞ୍ଚଳକୁ ସହରର ଅନ୍ୟ ଅଞ୍ଚଳକୁ ସଂଯୁକ୍ତ କରିଥାଏ । 

୧୯୪୦ ମସିହାରୁ ଏଠାରେ ଅନେକ ବିଖ୍ୟାତ ଚଳଚ୍ଚିତ୍ର ଅଭିନେତା , ଅଭିନେତ୍ରୀ , ଗାୟକ , ଗାୟିକା ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଏଠାରେ ରହିଆସୁଛନ୍ତି । ନାର୍ଗିସ , ରାଜକପୁର , ସୁରେଇୟାଙ୍କ ପରି ଜନପ୍ରିୟ ଫିଲ୍ମ କଳାକାର ଏଠାରେ ରହୁଥିଲେ ।

ବୃହତ୍ତର ମୁମ୍ବାଇ ମୁନ୍ସିପାଳ କର୍ପୋରେସନଦ୍ୱାରା ୭୨ ବର୍ଷ ଆଗରୁ ନିର୍ମିତ ହେଇଥିବା ଏହି ରାସ୍ତାର   ପୁନର୍ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । []

== ମୁଖ୍ୟ ଘଟଣା ବଳି ==
ନିକଟ ଅତୀତରେ ଏଠାରେ ହେଇଥିବା କେତେକ ବିଖ୍ୟାତ ଘଟଣା ବଳି , 
  • ୨୦୧୪ ମସିହାରେ ଭାରତର ୬୫ ତମ ଗଣରାଜ୍ୟ ଦିବସରେ ମହାରାଷ୍ଟ୍ର ସରକାରଙ୍କ ପ୍ରୋଟୋକଲ ବିଭାଗ ତରଫରୁ ଏହି ରାସ୍ତାରେ ପ୍ରଥମ ଥର ପାଇଁ ଦିଲ୍ଲୀର ମୁଖ୍ୟ ପାରେଡ ପରି ଏଠାରେ ପାରେଡ ଆୟୋଜନ ହେଇଥିଲା । 
  • ଅକ୍ଟୋବର ୧୭ , ୨୦୦୪ରେ ଏଠାରେ ଭାରତୀୟ ଆକାଶ ବାହିନୀ ତରଫରୁ ସମର କଳା ପ୍ରଦର୍ଶନ ହେଇଥିବା ।[] 
  • ୯ ଫେବୃଆରୀ , ୨୦୦୪ରେ ଏଠାରେ ଆନ୍ତର୍ଜାତିକ ମାରାଥନ ପ୍ରତିଯୋଗିତା ଆରମ୍ଭ ହେଇ ତାହା ପ୍ରତିବର୍ଷ ଅନୁଷ୍ଠିତ ହଉଛି ।[]
  • ୧୯ ଫେବ୍ରୁୟାରୀ ୨୦୦୧ରେ ଏଠାରେ ଆନ୍ତର୍ଜାତିକ ନୌସେନା ବାହିନୀ ପ୍ରଦର୍ଶନ ହେଇଥିଲା ଓ ବିଶ୍ୱର ସବୁ ବୃହତ ନୌସେନା ଏଥିରେ ଭାଗ ନେଇଥିଲେ । []
  • ୧୯୮୮ମସିହାରେ ଏଠାରେ ଫ୍ରେଞ୍ଚ ଉତ୍ଶାବ ଆୟୋଜିତ ହେଇଥିଲା । 

ଗ୍ୟାଲେରି 

[ସମ୍ପାଦନା]

ଆଧାର 

[ସମ୍ପାଦନା]
  1. Makne, Eknath (October 22, 2012). "Marine Drive will be smoother ride soon". Mumbai. Daily News and Analysis. Retrieved 2012-10-29.
  2. "ଆର୍କାଇଭ୍ କପି". Archived from the original on 2017-06-05. Retrieved 2017-01-26. ((cite web)): Cite has empty unknown parameter: |1= (help)
  3.  https://en.wikipedia.org/wiki/Mumbai_Marathon
  4. The first was organised in Mumbai in February 2001 and had witnessed over 60 warships from 22 countries.,http://www.dnaindia.com/india/report-after-15-years-second-international-fleet-review-to-be-held-at-visakhapatnam-in-february-2121111

ପୁନଶ୍ଚ ଦେଖଣା 

[ସମ୍ପାଦନା]
  • Palm Beach Marg, Navi Mumbai
  • Corniche, a similar area in many other cities worldwide, including Abu Dhabi

ବାହ୍ୟ ସଂଯୋଗ ସବୁ 

[ସମ୍ପାଦନା]
{{bottomLinkPreText}} {{bottomLinkText}}
ମେରାଇନ ଡ୍ରାଇଭ, ମୁମ୍ବାଇ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?