ମଝି ପାହାଚ
ମଝି ପାହାଚ | |
---|---|
ନିର୍ଦ୍ଦେଶକ | ମନମୋହନ ମହାପାତ୍ର |
ପ୍ରଯୋଜକ | ଦିପ୍ତୀ ମହାନ୍ତି |
ସଂଳାପ | ମନମୋହନ ମହାପାତ୍ର |
କଳାକାର | ମିହିର ଦାସ, ରାଇଚରଣ ଦାସ, ଜୟା, ପୁଷ୍ପା ପଣ୍ଡା |
ସଙ୍ଗୀତ | ଶାନ୍ତନୁ ମହାପାତ୍ର |
ଚିତ୍ରଗ୍ରହଣ | ଦିଲ୍ଲିପ |
ସମ୍ପାଦକ | ରବି ଶଙ୍କର ପଟ୍ଟନାୟକ |
ମୁକ୍ତିଲାଭ ତାରିଖ | ୧୯୮୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମନମୋହନ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'ମଝି ପାହାଚ' [୧] ୧୯୮୭ ମସିହାରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ଜାତୀୟ ପୁରସ୍କାର ପାଇଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ମଝି ପାହାଚ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ମିହିର ଦାସ
- ରାଇଚରଣ ଦାସ
- ଜୟା
- ପୁଷ୍ପା ପଣ୍ଡା
- ଅରୁଣ ନନ୍ଦ
ଆଧାର
[ସମ୍ପାଦନା]Text is available under the CC BY-SA 4.0 license; additional terms may apply.
Images, videos and audio are available under their respective licenses.