For faster navigation, this Iframe is preloading the Wikiwand page for ବିନ୍ଦାସ ରୋମିଓ.

ବିନ୍ଦାସ ରୋମିଓ

ବିନ୍ଦାସ ରୋମିଓ
ନିର୍ଦ୍ଦେଶକଦୀପକ ସ୍ୱାଇଁ
ପ୍ରଯୋଜକଜିନ୍ ବେଉରା
ସଂଳାପବାପୁ ଗୋସ୍ୱାମୀ
ଚିତ୍ରନାଟ୍ୟଦୀପକ ସ୍ୱାଇଁ
କାହାଣୀଜିନ୍ ବେଉରା
କଳାକାରପୁପୁନ, ପ୍ରକୃତି ମିଶ୍ର, ମୀନକେତନ, ଶ୍ରୀତମ ଦାସ, ମିହିର ଦାସ, ଚୌଧୁରୀ ବିକାଶ ଦାସ
ସଙ୍ଗୀତବିଭୁ କିଶୋର
ଚିତ୍ରଗ୍ରହଣଅଜିତ
ମୁକ୍ତିଲାଭ ତାରିଖ
୨୫ ସେପ୍ଟେମର ୨୦୧୫[]
ଦେଶ ଭାରତ
ଭାଷାଓଡ଼ିଆ

ବିନ୍ଦାସ ରୋମିଓ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଜିନ୍ ବେଉରା ।[] ଜିନ୍ ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ । ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ସଂଳାପ ଲେଖିଥିଲେ । ଦୀପକ ସ୍ୱାଇଁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ ।[] ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୁ କିଶୋର । ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[]

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପୁପୁନ ଏବଂ ପ୍ରକୃତି ମିଶ୍ରମୀନକେତନ, ଶ୍ରୀତମ ଦାସ, ମିହିର ଦାସ, ମେଘା, ଚୌଧୁରୀ ବିକାଶ ଦାସ, ପୃଥିରାଜ, ପିଣ୍ଟୁ ନନ୍ଦ, ହର ରଥ, ଜର୍ଜ ତିଆଡ଼ି, ବିଜୁ ବଡ଼ଜେନା, ରାଜା, ମୁନ୍‌ମୁନ୍ ଖୁଣ୍ଟିଆ, ପ୍ରଦ୍ୟୁମ୍ନ ଲେଙ୍କା, ସଲିଲ ମିତ୍ର, ଜ୍ୟୋତି ମିଶ୍ର, ପୁଷ୍ପା ପଣ୍ଡା, ମନିଷା ମିଶ୍ର ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[][]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ବିଭୁ କିଶୋର ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।

କ୍ରମଗୀତସମୟ
1."ହାଲା ହଉଥିଲା ଛାତି" 
2."ପବନ ଏମିତି ବ‌ହିବ" 
3."ସୁନୟନା" 
4."ରଙ୍ଗିଲା ବାଳୁଙ୍ଗା" 
  1. ୧.୦ ୧.୧ "ପରଦାକୁ ଆସିଲା 'ବିନ୍ଦାସ ରୋମିଓ' ଓ 'ମୋ ଦିଲ କହେ ଇଲୁ ଇଲୁ'". Odisha Reporter. 25 September 2015. Retrieved 31 August 2017.
  2. "Bindas Romeo Odia Movie Releasing Today". E News ଓଡ଼ିଆ. 25 September 2015. Retrieved 31 August 2017.
  3. "Bindas Romeo Odia Movie Song Sooting Video". Incredible Orissa. 16 January 2015. Retrieved 31 August 2017.
  4. "www.newodisha.in/bindas-romeo-odia-film-cast-crew-songs-wallpapers/". New Odisha. 25 September 2015. Archived from the original on 3 September 2017. Retrieved 31 August 2017. ((cite news)): |first= missing |last= (help)
  5. "Bindass Romeo (ବିନ୍ଦାସ ରୋମିଓ) - 2015 Romantic Odia Film". ଓଡ଼ିଆପୋର୍ଟଲ.ଇନ୍. Retrieved 31 August 2017.

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
ବିନ୍ଦାସ ରୋମିଓ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?