For faster navigation, this Iframe is preloading the Wikiwand page for ବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ).

ବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବାରବାଟି-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀ
ବିଧାୟକ: ସୋଫିଆ ଫିର୍ଦ୍ଦୋସ (କଂଗ୍ରେସ)
ଆରକ୍ଷଣ: ସାଧାରଣ
ମତଦାତା ସଂଖ୍ୟା (୨୦୨୪): ୨,୩୨,୮୮୬
ଜିଲ୍ଲା: କଟକ ଜିଲ୍ଲା
ଲୋକସଭା ଆସନ: କଟକ
ମହାନଗର ନିଗମ:
କଟକ (ୱାର୍ଡ:୧-୨୪ ଓ ୨୬)

ବାରବାଟି-କଟକ (କ୍ରମିକ ସଂଖ୍ୟା: ୯୦) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ କଟକ ମହାନଗର ନିଗମର ୱାର୍ଡ ସଂଖ୍ୟା ୧-୨୪ ଏବଂ ୨୬ ଅନ୍ତର୍ଭୁକ୍ତ।[][]
ଗତ ୨୦୨୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋସ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କଠାରୁ ୮,୦୦୧ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମଙ୍କଠାରୁ ୧୪୨୯୮ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[]

ନିର୍ବାଚିତ ବିଧାୟକଗଣ

[ସମ୍ପାଦନା]

୨୦୦୯ରେ ନୂତନ ଭାବେ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ କେବଳ ତିନିଥର ନିର୍ବାଚନ ଅନୁଷ୍ଠିତ ହୋଇଛି । ପୂର୍ବରୁ ଏହା କଟକ ସିଟି ନିର୍ବାଚନ ମଣ୍ଡଳୀ ଭାବେ ପରିଚିତ ହେଉଥିଲା ।[][]

କଟକ ସିଟିର ବିଧାୟକ ଗଣ[]

[ସମ୍ପାଦନା]

୨୦୦୯ ନିର୍ବାଚନ ଫଳାଫଳ

[ସମ୍ପାଦନା]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେଶ ମହାପାତ୍ରଙ୍କଠାରୁ ୨୫୦୦୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

୨୦୦୯ ବିଧାନ ସଭା ନିର୍ବାଚନ, ନିର୍ବାଚନ ମଣ୍ଡଳୀ []
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଦେବାଶିଷ ସାମନ୍ତରାୟ ୫୨,୦୯୭ ୫୩.୬୧ -
କଂଗ୍ରେସ ସୁରେଶ ମହାପାତ୍ର ୨୭,୬୧୨ ୨୮.୪୧ -
ଭାଜପା ସମିର ଦେ ୧୫,୧୩୧ ୧୫.୫୭ -
ସ୍ୱାଧୀନ ସୁଭାଶ ଶର୍ମା ୬୩୯ ୦.୬୬ -
ବସପା ଶେକ ମୁନ୍ତକୀମ ବକ୍ସ ୬୦୬ ୦.୬୨ -
ସ୍ୱାଧୀନ ଶେଖ କମିଲୁଦ୍ଦିନ ଅହମଦ ୨୨୬ ୦.୨୩ -
ଏଜେଏସୟୁ ପାର୍ଟି ଆଲୋକ ପ୍ରସାଦ ନନ୍ଦ ୨୨୪ ୦.୨୩ -
ସପା ଗୀତା ଚୟାନି ୨୨୦ ୦.୨୩ -
ଜନ ହିତକାରୀ ପାର୍ଟି ଗୁରୁ ପ୍ରସାଦ ମହାନ୍ତି ୧୭୭ ୦.୧୮ -
ସ୍ୱାଧୀନ ଅମରେନ୍ଦ୍ର ରଥ ୧୩୦ ୦.୧୩ -
ଜନତା ଦଳ (ସଂ) ସଞ୍ଜିତ କୁମାର ସାମଲ ୧୨୦ ୦.୧୨ -
ଭୋଟ ବ୍ୟବଧାନ ୨୪,୪୮୫ ୨୫.୧୯[a] -
ମତଦାନ ହାର ୯୭,୧୮୭ ୫୦.୫୭ -

ସୂଚନା

[ସମ୍ପାଦନା]
  1. ମୋଟ ବୈଧ ଭୋଟର ଶତକଡ଼ା ଭାଗ
  1. Assembly Constituencies and their Extent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "Lobbying begins for new seats in Cuttack". newindianexpress.com. Archived from the original on 22 April 2014. Retrieved 20 May 2013. There will be no Cuttack city seat this time. It will be Barabati-Cuttack
  5. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  6. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  7. http://eci.nic.in/eci_main/StatisticalReports/AE2009/stat_OR_April2009.pdf
{{bottomLinkPreText}} {{bottomLinkText}}
ବାରବାଟି-କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?