ବାଜେ ବଇଁଶୀ ନାଚେ ଘୁଙ୍ଗୁର
ବାଜେ ବଇଁଶୀ ନାଚେ ଘୁଙ୍ଗୁର | |
---|---|
ନିର୍ଦ୍ଦେଶକ | କେଳୁଚରଣ ମହାପାତ୍ର |
ପ୍ରଯୋଜକ | ସୂର୍ଯ୍ୟ ମିଶ୍ର |
ଚିତ୍ରନାଟ୍ୟ | ସୁବୋଧ ପଟ୍ଟନାୟକ[୧] |
କଳାକାର | ଉତ୍ତମ ମହାନ୍ତି, ସଙ୍ଗୀତା ଦାଶ, ସ୍ନିଗ୍ଧା ମହାନ୍ତି |
ସଙ୍ଗୀତ | ଅକ୍ଷୟ ମିଶ୍ର |
ମୁକ୍ତିଲାଭ ତାରିଖ | ୧୯୮୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କେଳୁଚରଣ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ବାଜେ ବଇଁଶୀ ନାଚେ ଘୁଙ୍ଗୁର [୨] ୧୯୮୨ ମସିହାରେ ମୁକ୍ତିଲାଭ କରିଥିଲା । ସୂର୍ଯ୍ୟ ମିଶ୍ର ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ଓ ସୁବୋଧ ପଟ୍ଟନାୟକ ଚିତ୍ରନାଟ୍ୟ ରଚନା କରିଥିଲେ ।[୩]
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ବାଜେ ବଇଁଶୀ ନାଚେ ଘୁଙ୍ଗୁର’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ଉତ୍ତମ ମହାନ୍ତି
- ସଙ୍ଗୀତା ଦାଶ
- ସ୍ନିଗ୍ଧା ମହାନ୍ତି
- ବିବେକାନନ୍ଦ ଶତପଥୀ[୪]
ଆଧାର
[ସମ୍ପାଦନା]- ↑ www.sambadkalika.com (PDF) http://www.sambadkalika.com/Papers/K4U42JN9QB9BZQW.pdf. Retrieved 27 September 2018.
((cite web))
: Missing or empty|title=
(help)[permanent dead link] - ↑ ଇଣ୍ଟରନେଟ ମୁଭି ଡାଟାବେସରେ ବାଜେ ବଇଁଶୀ ନାଚେ ଘୁଙ୍ଗୁର
- ↑ "Eminent screenplay writer Subodh Patnaik passes away". www.newindianexpress.com. Retrieved 27 September 2018.
- ↑ Orissa reference: glimpses of Orissa. TechnoCAD Systems. 2001.
Text is available under the CC BY-SA 4.0 license; additional terms may apply.
Images, videos and audio are available under their respective licenses.