For faster navigation, this Iframe is preloading the Wikiwand page for ବାଜିବଲୋ ସାହାନାଇ.

ବାଜିବଲୋ ସାହାନାଇ

ବାଜିବଲୋ ସାହାନାଇ
ନିର୍ଦ୍ଦେଶକଆଶୁତୋଷ ମହାପାତ୍ର
ପ୍ରଯୋଜକଜନ୍ମେଜୟ ଡୋଗ୍ରା
ସଂଳାପଆଶୁତୋଷ ମହାପାତ୍ର
ବିଶ୍ୱ
ଚିତ୍ରନାଟ୍ୟଆଶୁତୋଷ ମହାପାତ୍ର
କାହାଣୀଆଶୁତୋଷ ମହାପାତ୍ର
କଳାକାରଅମ୍ଳାନ ଦାସ
ଝିଲିକ୍ ଭଟ୍ଟାଚାର୍ଯ୍ୟ
ସମ୍ବିତ ଆଚାର୍ଯ୍ୟ
ରାଇମୋହନ
ପ୍ରତିଭା ପଣ୍ଡା
ଧରିତ୍ରୀ ଖଣ୍ଡୁଆଳ
ସଙ୍ଗୀତତାପସ ଦାସ
ଅମୃତାଂଶୁ ପଟ୍ଟନାୟକ
ଚିତ୍ରଗ୍ରହଣବିଭୁ ପ୍ରସାଦ ମିଶ୍ର
ମୁକ୍ତିଲାଭ ତାରିଖ
୩ ମାର୍ଚ୍ଚ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ବାଜିବଲୋ ସାହାନାଇ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜନ୍ମେଜୟ ଡୋଗ୍ରା ।[] ଅଭିନେତା ତଥା ଜଣାଶୁଣା ନାଟ୍ୟକାର ଆଶୁତୋଷ ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ବିଶ୍ୱଙ୍କ ସହ[] ମିଶି ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[][] ସଙ୍ଗୀତକାର ତାପସ ଦାସ ଓ ଅମୃତାଂଶୁ ପଟ୍ଟନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ, ଝିଲିକ୍ ଭଟ୍ଟାଚାର୍ଯ୍ୟ ଓ ସମ୍ବିତ ଆଚାର୍ଯ୍ୟ ।[] ରାଇମୋହନ ପରିଡ଼ା, ପ୍ରତିଭା ପଣ୍ଡା, ଧରିତ୍ରୀ ଖଣ୍ଡୁଆଳ, ଆଶୁତୋଷ ମହାପାତ୍ର, ଜୟୀରାମ ସାମଲ, ଅଶ୍ରୁମୋଚନ ମହାନ୍ତି, ମନିଷା ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[][]

ଏହି କଥାଚିତ୍ରଟିର ଶୀର୍ଷକ ଆଶୁତୋଷଙ୍କ ରଚିତ ପ୍ରଥମ ଯାତ୍ରା ନାଟକ ବାଜିବଲୋ ସାହାନାଇ ଶୀର୍ଷକରେ ହିଁ ନିର୍ମିତ ହୋଇଥିଲା, ଯାହାକି ଗୌରୀ ଗଣନାଟ୍ୟଦ୍ୱାରା ପ୍ରଦର୍ଶିତ ହୋଇଥିଲା ।[] ୨୦୨୩ ମସିହାର ମାର୍ଚ୍ଚ ୩ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏହି କଥାଚିତ୍ରଟି ।[]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ତାପସ ଦାସ ଓ ଅମୃତାଂଶୁ ପଟ୍ଟନାୟକ ।[୧୨] ଏହି କଥାଚିତ୍ରଟିରେ ହ୍ୟୁମାନ ସାଗରବିଭୁ କିଶୋର ପ୍ରମୁଖ ଗୀତ ଗାଇଥିଲେ ।[୧୩]

କ୍ରମଗୀତସମୟ
1."ବାଜିବଲୋ ସାହାନାଇ" 
  1. "ବାଜିବ ଲୋ ସାହାନାଇ". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
  2. "୩ରେ 'ବାଜିବଲୋ ସାହାନାଇ'". ନିର୍ଭୟ. 27 February 2023. p. 10. Archived from the original on 21 March 2023. Retrieved 21 March 2023.
  3. "ବାପା ସୁପରମ୍ୟାନ୍ ବନାମ ବାଜିବ ଲୋ ସାହାନାଇ". ଧରିତ୍ରୀ. No. ଭୁବନେଶ୍ୱର. 2 March 2023. p. ୧୫. Archived from the original on 20 March 2023. Retrieved 20 March 2023.
  4. "ଆଶୁତୋଷଙ୍କ ଆଶା". ସକାଳ. No. ଭୁବନେଶ୍ୱର. 22 January 2023. p. 14. Archived from the original on 24 March 2023. Retrieved 24 March 2023.
  5. "ଏହି ଦୁଇ ଓଲିଉଡ ନାୟକଙ୍କ ସହ ରୋମାନସ୍ କରିବେ ଝିଲିକ". Sambad. ଭୁବନେଶ୍ୱର. 27 June 2019. Archived from the original on 21 March 2023. Retrieved 21 March 2023.
  6. Bal, Sandip. "Shooting of Bajiba Lo Shahanai at last stage". The Times of India. ISSN 0971-8257. Retrieved 2023-03-21.
  7. "ପୁଣି ବାଜିବ ଆଶୁତୋଷଙ୍କ ସାହାନାଇ". ଧରିତ୍ରୀ. 13 June 2019. Archived from the original on 21 March 2023. Retrieved 21 March 2023. ((cite news)): |archive-date= / |archive-url= timestamp mismatch; 7 ଫେବୃଆରୀ 2023 suggested (help)
  8. "ବାଜିବଲୋ ସାହାନାଇ" (in Odia). 20 February 2020. Archived from the original on 21 March 2023. Retrieved 21 March 2023.((cite news)): CS1 maint: unrecognized language (link)
  9. "୨୫ ହଲ୍‌ରେ 'ବାଜିବ ଲୋ ସାହାନାଇ'". Sambad. ଭୁବନେଶ୍ୱର. 3 March 2023. Archived from the original on 21 March 2023. Retrieved 21 March 2023.
  10. "ଅମ୍ଳାନଙ୍କ 'ବାଜିବ ଲୋ ସାହାନାଇ'". Prameya News7 (in Odia). ଭୁବନେଶ୍ୱର. 28 August 2020. Archived from the original on 21 March 2023. Retrieved 21 March 2023.((cite news)): CS1 maint: unrecognized language (link)
  11. "ବାପା ସୁପରମ୍ୟାନ୍". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
  12. "Ollywood Multi-Starrer 'Bajiba Lo Sahanai' To Hit Theatres Soon". Odisha Bytes (in English). Bhubaneswar. 18 April 2021. Archived from the original on 21 March 2023. Retrieved 21 March 2023.((cite news)): CS1 maint: unrecognized language (link)
  13. Dash, Jitendra (12 January 2023). "ରିଲିଜ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ବାଜିବ ଲୋ ସାହାନାଇର ଅଡିଓ". Argus News (in Odia). Archived from the original on 21 March 2023. Retrieved 21 March 2023.((cite news)): CS1 maint: unrecognized language (link)

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
ବାଜିବଲୋ ସାହାନାଇ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?