For faster navigation, this Iframe is preloading the Wikiwand page for ବଲ୍ଲୀଗଭୀ.

ବଲ୍ଲୀଗଭୀ

Balligavi
village
Kedareshvara temple at Balligavi
Kedareshvara temple at Balligavi
Country India
StateKarnataka
DistrictShivamogga District
Languages
Time zoneUTC+5:30 (IST)

ବଲ୍ଲୀଗଭୀ (କନ୍ନଡ଼: ಬಳ್ಳಿಗಾವಿ) ଭାରତୀୟତା ରାଜ୍ୟ କର୍ଣାଟକର ଶିବମୋଗ୍ଗା ଜିଲ୍ଲାର ଶିକରିପୁରା ତାଲୁକର ଏକ ସହର । ଏହାର ପ୍ରାଚୀନ ନାମ ଦକ୍ଷିଣ କେଦାର , ଭିଲ୍ଲୀଗ୍ରାମ ଥିଲା । ଏହା ଏକ ପ୍ରାଚୀନ ସଂସ୍କୃତି ଓ ଏଇତିହ ସ୍ଥଳ । ଏଠାରେ ଅନେକ  ପୁରାତନ ଭାସ୍କର୍ଜ୍ୟ ରହିଛି । ଏହା ବୀର ଶୈବ ସନ୍ଥ ଆଲ୍ଲାମା ପ୍ରଭୁଙ୍କ ଜନ୍ମସ୍ଥାନ । [] ବଚନ କବି ଅକ୍କା ମହାଦେବୀ ଏହି ସ୍ଥାନସହ ସମ୍ପୃକ୍ତ ଥିଲେ । .[] ସେ ଆଲ୍ଲାମ୍ମା ପ୍ରଭଯୁ ଓ ବାସଭନ୍ନଙ୍କ ସହ ମିଶି ବୀର ଶୈବ ସଂଗଠନକୁ ଆଗେଇ ନେଇଥିଲେ । ବଲ୍ଲଗଭୀଠାରେ ହୋୟଶାଳାରର ରାଣୀ ଶନତଲା ଦେବୀ ମଧ୍ୟ ଜନ୍ମ ଗ୍ରହଣ କରିଥିଲେ । 

ହୋୟଶାଳା ଅଞ୍ଚଳର ଅନେକ ପ୍ରସିଦ୍ଧ ଭାସ୍କର୍ଜୀ ଶିଳ୍ପୀ ଏହି ଅଞ୍ଚଳରୁ ହିଁ ଜନ୍ମ ଗ୍ରହଣ କରି ଥିଲେ । ଏଠାରେ ଥିବା 11 ଶ ଶତାବ୍ଦୀର ମନ୍ଦିର କେଦାରେଶ୍ୱର ମନ୍ଦିର ସହ ତ୍ରିପୁରଣତକେଶ୍ୱର ମନ୍ଦିର ପର୍ଯ୍ୟଟନ ପାଇଁ  ଉତ୍ତମ ସ୍ଥଳୀ ଭାବରେ ରହିଛି । 

କିମ୍ବଦନ୍ତୀ 

[ସମ୍ପାଦନା]

କିମ୍ବଦନ୍ତୀ ଅନୁସାରେ ଏହା ଅସୁର ରାଜାଙ୍କ ରାଜଧାନୀ ଥିଲା । ପାଣ୍ଡବମାନେ ବନବାସ ସମୟର ଏଠାକୁ ଆସି ଆରବନ୍ୟାରେ ପାଞ୍ଚଟି ଲିଙ୍ଗା ସ୍ଥାପନ କରି ଶିବ ଉପାସନା କରିଥିଲେ । ତାହା ପରେ ପଞ୍ଚଲିଙ୍ଗେଶ୍ୱର ନାମରେ ଏକ ମନ୍ଦିର ହେଇ ରହିଲା । 685 ମସିହାର ସିଲାଲେଖରେ ବଲ୍ଲଗଭୀର ନାମ ଚାଲୁକ୍ୟ ଲିପିରେ ଲିଖିତ ରହିଛି । []

ସୁବର୍ଣ୍ଣ ଯୁଗ 

[ସମ୍ପାଦନା]

10 ମରୁ 12 ଶ ଶତାବ୍ଦୀ ଯାଏ ବଲ୍ଲଗଭୀର ସୁବର୍ଣ୍ଣ ଯୁଗ କୁହାଯାଇଥାଏ । ସେତେବେଳେ ପଶ୍ଚିମ ଚାଲୁକ୍ୟ ବଂଶର ଶାସନ ଚଳୁଥିଲା । .[]ଏହି ସମୟରେ ବଲ୍ଲଗଭୀ ଏକ ସମ୍ବରୁଧ ଅଞ୍ଚଳ ଭାବରେ ଥିଲା । ମନ୍ଦିର , ମଠ ବିଦ୍ୟାପୀଠ , ଏପରିକି ଏକ ପ୍ରାଚୀନ ବିଶ୍ୱବିଦ୍ୟାଳୟ ଏଠାରେ ଥିଲା । [] ସହରରେ ସେ ସମୟରେ 60ଟି ମଠ ଥିଲା ଓ 60,000 ଅଧିବାସୀ ରହୁଥିଲେ । .[] ଏହି ଅଞ୍ଚଳରୁ ପ୍ରତ୍ନତତ୍ତ୍ୱ ବିଭାଗ କଦମ୍ବ ଲିପିରେ ସିଲାଲେଖା ଉଦ୍ଧାର କରିଛନ୍ତି । .[]

କେଦାରେଶ୍ୱର ମନ୍ଦିର 

[ସମ୍ପାଦନା]
Another view of Kedareshvara temple at Balligavi
Vimana with Kirtimukha (demon face), Kedaresvara temple, Balligavi

ଟୀକା 

[ସମ୍ପାଦନା]
  1. ((cite web)): Empty citation (help)
  2. ((cite web)): Empty citation (help)
  3. ୩.୦ ୩.୧ ୩.୨ ((cite web)): Empty citation (help)
  4. ଆଧାର ଭୁଲ: ଅଚଳ <ref> ଚିହ୍ନ; shantala ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. The Talagunda inscription gives the most plausible explanation to the birth of the Kadamba kingdom and the reasons surrounding the coronation of Mayurasharma as the founder of the kingdom, Dr. S.U. Kamath, Concise history of Karnataka pp 30

ଆଧାର 

[ସମ୍ପାଦନା]

ବାହାର ଲିଙ୍କ 

[ସମ୍ପାଦନା]
{{bottomLinkPreText}} {{bottomLinkText}}
ବଲ୍ଲୀଗଭୀ
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?