For faster navigation, this Iframe is preloading the Wikiwand page for ପ୍ରେମୀ ଦିୱାନା.

ପ୍ରେମୀ ଦିୱାନା

ପ୍ରେମୀ ଦିୱାନା
ନିର୍ଦ୍ଦେଶକଆନନ୍ଦ କୁମାର
ପ୍ରଯୋଜକଅୟସକାନ୍ତ ମହାନ୍ତି
ସଂଳାପଜେମ୍ସ ଶୁକ୍ଳା
ଚିତ୍ରନାଟ୍ୟଆନନ୍ଦ କୁମାର
କାହାଣୀଜେମ୍ସ ଶୁକ୍ଳା
କଳାକାରରୁଦ୍ର ପାଣିଗ୍ରାହୀ
ସୋଲାଙ୍କି ଭୌମିକ
ଗୁଡ୍ଡୁ
ପ୍ରିତୀରାଜ ଶତପଥୀ
ପୃଥ୍ୱୀରାଜ ନାୟକ
ସଙ୍ଗୀତଶରତ ଚନ୍ଦ୍ର ପ୍ରଧାନ
ପିନାକୀ ପି. ଶ୍ରୀଚନ୍ଦନ
ଚିତ୍ରଗ୍ରହଣଧିରେନ ସାହୁ
ସମ୍ପାଦକଧିରେନ ସାହୁ
ମୁକ୍ତିଲାଭ ତାରିଖ
୨୧ ସେପ୍ଟେମ୍ବର ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ପ୍ରେମୀ ଦିୱାନା, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅୟସକାନ୍ତ ମହାନ୍ତି ।[] ଜେମ୍ସ ଶୁକ୍ଳା ଏହି କଥାଚିତ୍ରଟିର କାହାଣୀ ଓ ସଂଳାପ ରଚନା କରିଥିଲେ ।[] ଆନନ୍ଦ କୁମାର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରୁଦ୍ର ପାଣିଗ୍ରାହୀ ଓ ସୋଲାଙ୍କି ଭୌମିକ ।[] ଗୁଡ୍ଡୁ, ପ୍ରିତୀରାଜ ଶତପଥୀ, ପୃଥ୍ୱୀରାଜ ନାୟକ, ଆର୍.କେ., ନଳିନୀ, କୁନମୁନ, ଅଞ୍ଜନା ଦାସ, ମହେଶ ରାଓ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[]

ଅଭିନୟ

[ସମ୍ପାଦନା]
  • ରୁଦ୍ର ପାଣିଗ୍ରାହୀ
  • ସୋଲାଙ୍କି ଭୌମିକ
  • ଗୁଡ୍ଡୁ
  • ପ୍ରିତୀରାଜ ଶତପଥୀ
  • ପୃଥ୍ୱୀରାଜ ନାୟକ
  • ଆର୍.କେ.
  • ନଳିନୀ
  • କୁନମୁନ
  • ଅଞ୍ଜନା ଦାସ
  • ମହେଶ ରାଓ

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ଚନ୍ଦ୍ର ପ୍ରଧାନ ଓ ପିନାକୀ ପି. ଶ୍ରୀଚନ୍ଦନ ।[] ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ, ଆଶୁତୋଷ ବାରିକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[] ସଂଗ୍ରାମ ମହାନ୍ତି, ସସ୍ମିତା ବିଶ୍ୱାଳ, ପଙ୍କଜ ଜାଲ, ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ, ଶଶାଙ୍କ ଶେଖର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତକବିଗାୟକସମୟ
1."ପ୍ରେମୀ ଦିୱାନା"ଅରୁଣ ମନ୍ତ୍ରୀସଂଗ୍ରାମ ମହାନ୍ତି, ସସ୍ମିତା ବିଶ୍ୱାଳ 
2."ମନ ନେଲୁ ଚୋରେଇ"ନିଖିଳ ଲିମାପଙ୍କଜ ଜାଲ 
3."ଚାହୁଁ ଚାହୁଁ"ଆଶୁତୋଷ ବାରିକହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ 
4."ମୋ ଆଖିରେ ସ୍ୱପ୍ନ"ପଞ୍ଚାନନ ନାୟକଶଶାଙ୍କ ଶେଖର 
5."ସମୟ କୋଉଠି ଆଜି"ପଞ୍ଚାନନ ନାୟକସସ୍ମିତା ବିଶ୍ୱାଳ 
  1. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  2. ୨.୦ ୨.୧ ୨.୨ ୨.୩ ୨.୪ "ପ୍ରେମୀ ଦିୱାନା". ସମାଜ (ରବିବାର) (in Odia). ଓଡ଼ିଶା. 16 September 2018. p. 8. Archived from the original on 17 September 2018. Retrieved 17 September 2018.((cite news)): CS1 maint: unrecognized language (link)
  3. "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
  4. Patree, Annapurna (2020-03-12). "ପ୍ରେମରେ ପଡ଼ିଛନ୍ତି ରୁଦ୍ର - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Archived from the original on 2023-10-07. Retrieved 2023-10-07.

ବାହାର ଆଧାର

[ସମ୍ପାଦନା]
{{bottomLinkPreText}} {{bottomLinkText}}
ପ୍ରେମୀ ଦିୱାନା
Listen to this article

This browser is not supported by Wikiwand :(
Wikiwand requires a browser with modern capabilities in order to provide you with the best reading experience.
Please download and use one of the following browsers:

This article was just edited, click to reload
This article has been deleted on Wikipedia (Why?)

Back to homepage

Please click Add in the dialog above
Please click Allow in the top-left corner,
then click Install Now in the dialog
Please click Open in the download dialog,
then click Install
Please click the "Downloads" icon in the Safari toolbar, open the first download in the list,
then click Install
{{::$root.activation.text}}

Install Wikiwand

Install on Chrome Install on Firefox
Don't forget to rate us

Tell your friends about Wikiwand!

Gmail Facebook Twitter Link

Enjoying Wikiwand?

Tell your friends and spread the love:
Share on Gmail Share on Facebook Share on Twitter Share on Buffer

Our magic isn't perfect

You can help our automatic cover photo selection by reporting an unsuitable photo.

This photo is visually disturbing This photo is not a good choice

Thank you for helping!


Your input will affect cover photo selection, along with input from other users.

X

Get ready for Wikiwand 2.0 🎉! the new version arrives on September 1st! Don't want to wait?